Browsing Tag

Bronze in the Men’s 109 Kg category

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨:…

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ଆଉ ଏକ କାଂସ୍ୟ ପଦକ ମିଳିଛି। ଭାରୋତ୍ତୋଳନକାରୀ ଲଭପ୍ରୀତ ସିଂହ ଆଜି ୧୦୯ କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ଏଥି ସହ ଭାରତର ବର୍ତ୍ତମାନ ସୁଦ୍ଧା ମୋଟ ପଦକ ସଂଖ୍ଯା ୧୪କୁ ବୃଦ୍ଧି ପାଇଛି। ଏଥିରେ ୪ କାଂସ୍ୟ ପଦକ ରହିଛି। ଲଭପ୍ରୀତ ସିଂହ…