ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Britain

ବେଆଇନ ପ୍ରବାସୀଙ୍କ ବିରୋଧରେ ବ୍ରିଟେନର…

ନୂଆଦିଲ୍ଲୀ: ବେଆଇନ ପ୍ରବାସୀଙ୍କ ବିରୋଧରେ ବ୍ରିଟେନର କଠୋର ଆଭିମୁଖ୍ୟ ।  ବ୍ରିଟେନ ଗୃହ ବିଭାଗର ପ୍ରବର୍ତ୍ତନ ଅଧିକାରୀ ବେଆଇନ ପ୍ରବାସୀଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଚଢଉ କରିଛନ୍ତି । ଏହି ଚଢଉ ଅଭିଯାନରେ ନିଜେ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ମଧ୍ୟ ସାମିଲ ହୋଇଛନ୍ତି । ରାଷ୍ଟ୍ରବ୍ୟାପୀ ଜାରି…

ମହାରାଣୀ ଏଲିଜାବେଥଙ୍କ ସମ୍ପୂର୍ଣ୍ଣ…

ଲଣ୍ଡନ ବ୍ରିଜ୍ ଇଜ୍‌ ଡାଉନ୍ .... ଏହି ଚାରିଟି ଶବ୍ଦ ଗତ ୭୦ ବର୍ଷ ମଧ୍ୟରେ ବ୍ରିଟିଶ ରାଜତନ୍ତ୍ରରେ କୁହାଯାଇ ନଥିଲା । ଏହା ହେଉଛି ସେହି କୋଡୱର୍ଡ ଯାହା ଶୁଣିବା ପରେ ପରେ ସମଗ୍ର ବ୍ରିଟେନ ଶୋକରେ ବୁଡ଼ିଗଲା । ଯେତେବେଳେ ଦେଶର ମୁଖ୍ୟ ମରିଯାଆନ୍ତି ସେତେବେଳେ ଏହି କୋଡୱାର୍ଡ କୁହାଯାଏ । ଗୁରୁବାର ଦିନ…

କନଜରଭେଟିଭ୍ ପାର୍ଟି ଭୋଟିଂରେ ପଛରେ…

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଚୟନ ପାଇଁ ଶୁକ୍ରବାର ଅନ୍ତିମ ପର୍ଯ୍ୟାୟ ମତଦାନ ହୋଇଛି। ଜୋରଦାର ପ୍ରଚାର ମଧ୍ୟରେ ଶୁକ୍ରବାର କନଜରଭେଟିଭ ପାର୍ଟିର ସଦସ୍ୟ ଭୋଟ୍‌ ଦେଇଛନ୍ତି। ତେବେ ସୋମବାର ଏହାର ଫଳାଫଳ ଘୋଷଣା କରାଯିବ। କିନ୍ତୁ ମତଦାନରେ ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଭାରତୀୟ ବଂଶୋଦ୍ଭବ ଋଷି…

ରୁଷର ଚେତାବନୀ: ତୃତୀୟ ବିଶ୍ୱଯୁଦ୍ଧ ହେଲେ…

ମସ୍କୋ(ଏଜେନ୍ସି): ରୁଷ-ୟୁକ୍ରେନ ଯୁଦ୍ଧ ୫ ମାସରେ ପହଞ୍ଚିଥିଲା ବେଳେ ଦିନକୁ ଦିନ ବୈଶ୍ବିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ବିଶେଷକରି ୟୁକ୍ରେନକୁ କେନ୍ଦ୍ର କରି ଏବେ ପଶ୍ଚିମ ରାଷ୍ଟ୍ରସମୂହ ରୁଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛନ୍ତି। ଏହାକୁ ନେଇ ରୁଷ ଏକଘରକିଆ ହୋଇଯାଇଥିଲା ବେଳେ ରାଷ୍ଟ୍ରପତି…

ଅନଲାଇନରେ ଅର୍ଡର ଦେଇ ଫସିଲେ ଗ୍ରାହକ;…

ନୂଆଦିଲ୍ଲୀ: ଆଜିର ଯୁଗରେ ଲୋକମାନେ ବିଭିନ୍ନ ପ୍ରକାର ଠକାମିର ଶିକାର ହେଉଛନ୍ତି । ଯେ କୌଣସି ପରିସ୍ଥିତିରେ ମଧ୍ୟ ବିଶ୍ୱର ସବୁଠାରୁ ବୁଦ୍ଧିଆ ମଣିଷ ଅନ୍ୟ ଜଣେ ମଣିଷ ଠକିବାକୁ ପଛାଉ ନାହିଁ । ଘରେ ବସି ସବୁ ଜିନିଷପତ୍ର ମଗାଇବାର ଅଭ୍ୟାସର ସୁଯୋଗ ନେଉଛନ୍ତି ହ୍ୟାକର, ସାଇବର ଲୁଟେରା । ଏପରି ଏକ ମାମଲା…