Browsing Tag

boudha

ସାପ ମୁହଁରୁ ନିଜ ମାଲିକର ଜୀବନର…

ବୌଦ୍ଧ:ସ୍ୱାର୍ଥ ପାଇଁ ମଣିଷ ମଣିଷର ଗଳା କାଟିବାକୁ ପଛାଉନାହିଁ। କେତେବେଳେ ମାଲିକକୁ ହତ୍ୟାକରି ସମ୍ପତି ଲୁଟି ନେଲାଣି ତ ଆଉ କେତେବେଳେ ମାଲିକର ବିଶ୍ୱାସରେ ବିଷ ଦେଇ ନିଜର କ୍ରୁରତାର ପରିଚୟ ଦେଉଛି ଏ ମଣିଷ; ହେଲେ ଗୋଟିଏ ପୋଷା କୁକୁର ସାପ ମୁହଁରୁ ନିଜ ମାଲିକର ଜୀବନ ବଞ୍ଚାଇ ସମାଜ ପାଇଁ ବିଶ୍ୱାସର…

ବିଜ୍ଞାନ ଯୁଗରେ ବି ଭଗବାନ ଭରଷା: ବର୍ଷା…

ବୌଦ୍ଧ: ବିଜ୍ଞାନ ଯେତେ ବିକଶିତ ହେଲେ ବି ଲୋକଙ୍କ ମନରୁ ଭଗବାନ ବିଶ୍ୱାସକୁ ହଟାଇ ପରିବନାହିଁ। କାରଣ ସଙ୍କଟ ସମୟରେ ଭଗବାନ ହିଁ ଭରଷା ହୁଅନ୍ତି ବୋଲି ଲୋକଙ୍କ ମନରେ ଆଜିବି ବିଶ୍ୱାସ ରହିଛି। ସେଥିପାଇଁ ବର୍ଷା ଅଭାବ ହେଉ କି ପ୍ରାକୃତିକ ଦୂର୍ବିପାକ ଅବା ମରୁଡି ସ୍ଥିତି ଭଗବାନ ବିଶ୍ୱାସୀ ଲୋକେ…

ବାବୁଙ୍କର ତୁଟୁନି ଟଙ୍କା ମୋହ: ଲାଞ୍ଚନେଇ…

ବୌଦ୍ଧ: ବାବୁଙ୍କର ତୁଟୁନି ଟଙ୍କା ମୋହ। ପୁଣି ଥରେ ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି ଦହ୍ୟା ଆର୍.ଆଇ ଗଜେନ୍ଦ୍ର ଦିଗାଲ। ଭିଜିଲାନ୍ସ ଗଜେନ୍ଦ୍ରଙ୍କ ଠାରୁ ୧୫ ହଜାର ଟଙ୍କା ଜବତ କରିଛି। ବାଉଁଶୁଣି ଥାନା ଅନ୍ତର୍ଗନ୍ତ ପୁଡୁଗପଥର ଗାଁର ସୁଶାନ୍ତ ଥାଟିଙ୍କ ଘରବାରୀ ଡିମାର୍କେସନ କରିବା ପାଇଁ ୧୫…

ମୌସୁମୀ ସୂଚନା ପାଇଲେ ସକ୍ରିୟ ହେଉଛନ୍ତି…

ବୌଦ୍ଧ: ମୌସୁମୀ ବର୍ଷା ଆଗମନ ସୂଚନା ମିଳିବା ମାତ୍ରେ ବାଲି ମାଫିଆମାନେ ନଦୀଗୁଡ଼ିକରୁ ମେସିନ୍ ଲଗାଇ ଦିନ ରାତି ବାଲି ଉତ୍ତୋଳନ କରିଥାନ୍ତି। ବର୍ଷ ତମାମ ଯେତେ ବାଲି ଚୋରି କରିଥାନ୍ତି, ଏହି ସମୟରେ ତାର ଚାରିଗୁଣ ବାଲି ଚୋରି କରନ୍ତି। ଏଥିପାଇଁ ବିଭାଗୀୟ ଅଧିକାରୀମାନେ ମଧ୍ୟ ମୌନ ରହି ସ୍ବୀକୃତି…

ଆକାଶଙ୍କ କରୋନା ବିଜୟ ଅନ୍ୟମାନଙ୍କ ପାଇଁ…

ବୌଦ୍ଧ: କରୋନା ସବୁ ବର୍ଗଙ୍କୁ ପ୍ରଭାବିତ କରିଥିଲେ ହେଁ ଅନେକଙ୍କୁ ଏହା ହରାଇ ପାରିନାହିଁ। ବରଂ ଶିକ୍ଷା ଦେଇ ଯାଇଛି, କିପରି କରୋନାକୁ ପରାଜିତ କରାଯାଇପାରିବ। ଯେଉଁ ଶୃଙ୍ଖଳିତ ଆଚରଣ ଜଣକୁ କରୋନା ବିଜୟୀ କରିଛି ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ। ସେ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର…

କରୋନା ଡ଼ର: କୁମ୍ଭମେଳା ଫେରନ୍ତା…

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗାଁରେ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅବସରପ୍ରାପ୍ତ ଶିକ୍ଷକ କୁମ୍ଭମେଳାରୁ ଫେରିବା ପରେ ତାଙ୍କର ମୃତ୍ଯୁ ଘଟିଛି। କରୋନା ଭୟରେ ମୃତଦେହ ପାଖରୁ ପରିବାରବର୍ଗ ଓ ସମ୍ପର୍କୀୟ କେହି ଆସୁନାହାନ୍ତି। ୯ ଘଣ୍ଟା ହେବ ଘର ଆଗରେ ମୃତଦେହ ପଡ଼ି…

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ,…

କଣ୍ଟାମାଳ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ପୁଅକୁ ଭଲ କରିବା ପାଇଁ ବାପା ମା'ଙ୍କ ପାଖରେ ଯେତେ ସବୁ ବିକଳ୍ପ ଥିଲା ସବୁ ସାରିଲା । ଘରେ ସୁନା ଗହଣା ଠୁ ଆରମ୍ଭ କରି ଜମି ମଧ୍ୟ ବନ୍ଧା ପକାଇଲେ ହେଲେ ପୁଅକୁ ସୁସ୍ଥ କରିବାରେ ସଫଳରେ ହୋଇପାରିଲେ ନାହିଁ । ୧୨ ବର୍ଷର ପୁଅ ପାଠ ପଡ଼ିବା ବୟସରେ ଅଜଣା…

ଟଙ୍କା ନେଇ ଠିକାଦାର ଚମ୍ପଟ, ୪ ବର୍ଷ…

ବୌଦ୍ଧ: ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ତଥା କଚ୍ଚା ଘର ଥିବା ପରିବାରଙ୍କୁ ମୁଣ୍ଡ ଉପରେ ସ୍ଥାୟୀ ଛାତ ଘର ପାଇଁ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଘର ଯୋଗାଇ ଦେଉଛନ୍ତି। ହେଲେ ଆର୍ଥିକ ସ୍ଥିତି ଖରାପ ଯୋଗୁଁ ହିତାଧିକାରୀମାନେ ଘରକୁ ଠିକାରେ ନିର୍ମାଣ ପାଇଁ ଠିକାଦାରକୁ…

ନିର୍ମାଣଧୀନ ପୋଲରୁ ଖସି ଆଉ ଜଣେ…

ବୌଦ୍ଧ: ପୁଣି ଠିକାସଂସ୍ଥା ଯୋଗୁଁ ଗଲା ଶ୍ରମିକଙ୍କ ଜୀବନ । ଠିକା ସଂସ୍ଥାର ଦାୟିତ୍ୱହୀନତା ଯୋଗୁଁ  ନିର୍ମାଣାଧୀନ ପୋଲରୁ ଖସି ଜଣେ ଦାଦନ ଶ୍ରମିକଙ୍କ ମୃତ୍ଯୁ ଘଟିଛି। ବୌଦ୍ଧ ଜିଲ୍ଲା ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ସେତୁର ୫୦ ଫୁଟ ଉପରୁ ଖସି ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ମୃତ…