ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

borewell

ବୋରଓ୍ବେଲରେ ନବଜାତକ….କିଏ ସେ…

ସମ୍ବଲପୁର: କିଏ ସେ ନିର୍ଦ୍ଦୟୀ, କିଏ ସେ ଅମାନୁଷିକ ? ଯିଏ ନବଜାତକକୁ ଫିଙ୍ଗିଦେଲା ବୋରଓ୍ବେଲ ଭିତରେ ? ନିଷ୍ପାପ ଶିଶୁକୁ ଏତେ ବଡ ଗାତ ଭିତରକୁ ପକାଇବାକୁ ତା'ର ହାତ ଗଲା କିପରି ? ଆଲୁଅକୁ ଦେଖୁ ଦେଖୁ ବୋରଓ୍ବେଲର ଅନ୍ଧାର ଗାତକୁ କିଏ ଠେଲିଦେଲା ? ଶିଶୁଟିକୁ ବୋରଓ୍ବେଲରେ କେହି ଫିଙ୍ଗିଦେଇଥିବା ସନ୍ଦେହ…

୪୦ ଫୁଟ ଗଭୀର ବୋରଓ୍ବେଲରେ ଖସିପଡ଼ିଲା ୩…

ପାଟନା: ପୁଣି ବୋରଓ୍ବେଲରେ ଖସିପଡ଼ିଲା ଶିଶୁ । ୪୦ ଫୁଟ ଗର୍ତ୍ତରେ ଫସିଛି ତିନି ବର୍ଷର ଶିଶୁ ଶିବମ । ବିହାର ନାଳନ୍ଦା ଜିଲ୍ଲା କୁଲଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।  ଶିଶୁଟି ତା’ ମାଆଙ୍କ ପ‌ଛେ ପଛେ ଚାଷ ଜମି ଆଡକୁ ଯାଉଥିବା ବେଳେ ତା’ର ପାଦ ଖସିଯିବାରୁ ସେ ବୋରୱେଲକୁ ଖସିପଡ଼ିଥିବା ଜଣାପଡ଼ିଛି।…

୬୦ ଫୁଟର ବୋରୱେଲକୁ ଖସିପଡିଲା ୮ ବର୍ଷର…

ବିଦିଶା : ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି।  ଏକ ୮ ବର୍ଷର ବାଳକ ବୋରୱଲକୁ ଖସିପଡିଥିବା ଜଣାପଡ଼ିଛି। ବୋରୱେଲର ଗଭୀରତା ପାଖାପାଖି ୬୦ ଫୁଟ ହେବ ବୋଲି ଜଣାପଡ଼ିଛି। ଉକ୍ତ ପିଲାଟିକୁ ବୋରୱେଲରୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ଯ ଜାରି ରହିଛି। ଘଟଣା ଲଟେରୀ ତହସିଲର ଆନନ୍ଦପୁର…