ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

bollywood

ଫିଲ୍ମ ‘3 Idiots’ର ଲାଇବ୍ରେରିଆନ୍‌…

ମୁମ୍ବାଇ: ବଲିଉଡ଼ ଜଗତରେ ଦୁଃଖର ଛାୟା । ଭେଟେରାନ ଅଭିନେତା ଅଖିଳ ମିଶ୍ରାଙ୍କ ପରଲୋକ ହୋଇଯାଇଛି। ୬୭ ବର୍ଷିୟ ଅଖିଳ ମିଶ୍ରା ଫିଲ୍ମ ‘ଥ୍ରୀ ଇଡିୟଟ୍ସ’ରେ ଲାଇବ୍ରେରିଆନ୍‌ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଥିଲେ । ବୁଧବାର ଅପରାହ୍ନରେ ମୁମ୍ବାଇର ମିରା ରୋଡ୍ ସ୍ଥିତ ତାଙ୍କ ବାସଭବନରେ ଚେୟାର ଛିଡ଼ା…

ସାମ୍ନାକୁ ଆସିଲା ବଲିଉଡ ଅଭିନେତ୍ରୀ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଡ୍ଡାଙ୍କ ନିର୍ବନ୍ଧ ପରଠୁ ସେମାନଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି ।  ସେମାନଙ୍କ ବିବାହ ତାରିଖଠୁ ଆରମ୍ଭ କରି ଆୟୋଜନ ସ୍ଥଳ ପର୍ଯ୍ୟ ନ୍ତ ବିଭିନ୍ନ ସୂଚନା ମିଳିଛି ।ସୂଚନା ଅନୁଯାୟୀ, ସିଟି ଅଫ୍ ଲେକ୍ସ(ହ୍ରଦର ସହର)…

ସୁଟିଂ ବେଳେ ସାମାନ୍ୟ ଆହତ ହେଲେ…

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ୍ ଆହତ । ଲସ୍‌ ଆଞ୍ଜେଲସ୍‌ରେ ସୁଟିଂ ବେଳେ ଶାହାରୁଖ୍ ଆହତ ହୋଇଥିବା ସୂଚନା ମିଳିଛି । ଶାହାରୁଖଙ୍କ ନାକରେ ଆଘାତ ଲାଗିଥିବା ଜଣାପଡିଛି । ନାକରେ ଆଘାତ ଲାଗି ରକ୍ତ ବାହାରିବାରୁ ହସ୍ପିଟାଲ ନିଆଯାଇଥିଲା । ନାକରୁ ରକ୍ତସ୍ରାବ ରୋକିବା ପାଇଁ ଡାକ୍ତର ତାଙ୍କର…

ଷ୍ଟାର୍‌ଡମ୍‌ ଚାଲିଯିବାର ଯନ୍ତ୍ରଣାକୁ…

ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର୍‌ ଥିଲେ ଦିବଂଗତ ଅଭିନେତା ରାଜେଶ ଖାନ୍ନା। ୧୯୬୦ ଓ ୭୦ ଦଶକରେ ରାଜେଶ ଖାନ୍ନାଙ୍କ ନାଁ ହିଁ ଚଳଚ୍ଚିତ୍ର ସଫଳତାର ଏକ ଗ୍ୟାରେଣ୍ଟି ଭାବରେ ବିବେଚନା କରାଯାଉଥିଲା। ଯୁବତୀମାନଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ଏତେ ଥିଲା ଯେ, ତାଙ୍କ ପାଖକୁ ରକ୍ତରେ ଲେଖା ପ୍ରେମପତ୍ର…

୨୦ ବର୍ଷ ପରେ ସଞ୍ଜୟ ଆଣିବେ ‘ବୈଜୁ…

ବଲିଉଡ୍‌କୁ ସୁପରହିଟ୍ ଫିଲ୍ମ ଦେଇଥିବା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମଧ୍ୟରେ ସଞ୍ଜୟ ଲୀଲା ଭନ୍‌ସାଲୀ ଅନ୍ୟତମ। ବଲିଉଡ୍‌କୁ ସେ ‘ଦେବଦାସ’, ‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ’ ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି। ଫିଲ୍ମର ସେଟ୍‌, କଳାକାରଙ୍କ ପୋଷାକ, କାହାଣୀ ସବୁକୁ ସେ ଅତି ନିଖୁଣ ଭାବେ…

‘ଆଦିପୁରୁଷ’କୁ ନେଇ ଲୋକଙ୍କ ମଧ୍ୟରେ…

ମୁମ୍ବାଇ: ରିଲିଜ ହେବାର ପ୍ରଥମ ଦିନରୁ ବିବାଦ ଘେରରେ ଫିଲ୍ମ ‘ଆଦିପୁରୁଷ’ । ଫିଲ୍ମ ଦେଖି ହଲରୁ ବାହାରିବା ପରେ କିଛି ଦର୍ଶକ ଉତ୍ସାହିତ ଅଛନ୍ତି ତ ଆଉ କିଏ ରାଗିଛନ୍ତି । ବର୍ତ୍ତମାନ ଏହି ମାମଲା ଶୁକ୍ରବାର ଦିନ କୋର୍ଟରେ ପହଞ୍ଚିଛି। ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି। ଫିଲ୍ମ…

‘ଜ୍ୱିଗାଟୋ’ ଫିଲ୍ମ ଉପରୁ…

ଭୁବନେଶ୍ୱର: 'ଜ୍ୱିଗାଟୋ’ ଫିଲ୍ମ ଉପରୁ ପ୍ରମୋଦ କର ଛାଡ କଲେ ରାଜ୍ୟ ସରକାର। ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ…

ଫିଲ୍ମ ସୁଟିଂ ବେଳେ ଆହତ ହେଲେ ଅମିତାଭ…

ମୁମ୍ବାଇ: ବଲିଉଡର ସେହେନଶାହା ଅମିତାଭ ବଚ୍ଚନ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଅପକମିଂ ଫିଲ୍ମର ସୁଟିଂ ଚାଲିଥିବା ବେଳେ ବିଗ୍ ବି ଆହତ ହୋଇଥିବା ସୂଚନା ମିଳିଛି । ହାଇଦ୍ରାବାଦରେ ‘ପ୍ରୋଜେକ୍ଟ କେ’ ଫିଲ୍ମର ସୁଟିଂ ଚାଲିଥିଲା । ଏକ ଆକ୍ସନ ସିନ୍ ସୁଟ୍ ବେଳେ ବିଗ୍ ବିଙ୍କ ପିଞ୍ଜରାର ମାଂସପେଶୀରେ ଆଘାତ…

ରିଲିଜ୍‌ ପୂର୍ବରୁ ‘ପଠାନ୍‌’କୁ ନେଇ…

ମୁମ୍ବାଇ: ରିଲିଜ୍‌ ହେବା ପୂର୍ବରୁ ବିବାଦ ଘେରରେ ଛନ୍ଦି ହୋଇଛି ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ପଠାନ୍‌’ । ଫିଲ୍ମକୁ ବହିଷ୍କାର କରିବାକୁ ଅପିଲ କରିଛନ୍ତି ଅଯୋଧ୍ୟାର ମହନ୍ତ ରାଜୁ ଦାସ । ଏହାସହ ଦର୍ଶକଙ୍କୁ ଅପିଲ କରିଛନ୍ତି ଯେଉଁ ଥିଏଟରରେ ପଠାନ ଫିଲ୍ମ ସୋ ପଡୁଛି ସେହି ହଲକୁ ଜାଳି ଦିଆଯାଉ । ଫିଲ୍ମର…

ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲା:…

ମୁମ୍ବାଇ: ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ନୂଆ ଟ୍ଵିଷ୍ଟ । ମୁହାଁମୁହିଁ ହୋଇଛନ୍ତି ଦୁଇ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଏବଂ ନୋରା ଫତେଇ । ସୁକେଶଙ୍କ ସହ ଜବରଦସ୍ତି ନାଁ ଯୋଡିଥିବାରୁ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ବିରୋଧରେ ଦିଲ୍ଲୀ କୋର୍ଟରେ ମାନହାନି ମକଦ୍ଦମା କରିଛନ୍ତି ନୋରା…