ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

bollywood movie

‘କ୍ରୀସ୍-୪’ରେ ହ୍ରିତିକ୍-ପ୍ରିୟଙ୍କା…

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା, ଗ୍ଲୋବାଲ୍ ଆଇକନ୍‌ ହେବା ରାସ୍ତା ଏତେଟା ସହଜ ନ ଥିଲା। ବଲିଉଡ୍‌ ପରେ ହଲିଉଡ୍‌ରେ ମଧ୍ୟ ପ୍ରିୟଙ୍କା ବେଶ୍ ନାମ କମାଇଛନ୍ତି। ହଲିଉଡ୍‌ରେ ବେଶ୍ ବଡ଼ ବଡ଼ ପ୍ରୋଜେକ୍ଟରେ ପ୍ରିୟଙ୍କା ଏବେ କାମ କରୁଛନ୍ତି। ଏବେ ତାଙ୍କର ପ୍ରଶଂସକମାନେ ପ୍ରିୟଙ୍କାଙ୍କ ବଲିଉଡ୍‌ ଫିଲ୍ମକୁ…

୩୨ ବର୍ଷ ପରେ ଏକାଠି ଆସିବେ…

ବଲିଉଡ୍‌ ସେହନସାହ ଅମିତାଭ ବଚ୍ଚନ ଓ ଦକ୍ଷିଣର ଲୋକପ୍ରିୟ ଅଭିନେତା ରଜନୀକାନ୍ତଙ୍କର ଏଯାଏଁ ବଲିଉଡ ହେଉ ଅବା ସାଉଥ୍‌ ଇଣ୍ଡଷ୍ଟ୍ରୀରେ ଦବ୍‌ଦବା ରହିଛି। ଏହି ଦୁଇ ଭେଟୋରାନ୍‌ ଅଭିନେତାଙ୍କର ଦେଶ ଓ ବିଦେଶରେ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଦୁହେଁ ଏକାଠି ‘ହମ’, ‘ଅନ୍ଧା କାନୁନ’ ଏବଂ ‘ଗିରଫଦାର୍‌’ ଆଦି…

‘ବୈଜୁବାୱରା’ ଫିଲ୍ମରେ ନଜର ଆସିବେ ସାଉଥ…

ସାଉଥ ସିନେମାର ଲେଡି ସୁପରଷ୍ଟାର୍‌ ନୟନତାରା ନିକଟରେ ‘ଜୱାନ୍’ରେ ଶାହାରୁଖ୍‌ ଖାନ୍‌ଙ୍କ ବିପକ୍ଷରେ ନଜର ଆସିଥିଲେ। ଏଥିରେ ସେ ପୁଲିସ୍‌ ଅଫିସର୍‌ ଭୂମିକାରେ ଦେଖାଯାଇଥିଲେ। ଫିଲ୍ମରେ ତାଙ୍କର କିଛି ଭୂମିକାକୁ କାଟି ଦୀପିକା ପାଦ୍ୟୁକୋନ୍‌ଙ୍କ ଭୂମିକାକୁ ବଢ଼ାଇ ଦିଆଯାଇଥିବାରୁ ସେ ନିର୍ଦ୍ଦେଶକ ଏଟ୍‌ଲି…

ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ…

ମୁମ୍ବାଇ: ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ’ଆଦିପୁରୁଷ’ର ଟ୍ରେଲର । ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ । ନିର୍ଦ୍ଦେଶକ ଓମ୍‌ ରାଉତ୍‌ଙ୍କ ଏହି ଫିଲ୍ମଟି…

ବହୁ ପ୍ରତିକ୍ଷୀତ ଫିଲ୍ମ…

ମୁମ୍ବାଇ: ରଣବୀର କୁପର ଏବଂ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲର ବେଶ୍‌ ଦମଦାର ରହିଛି। ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ମଧ୍ୟ ଏହି ଟ୍ରେଲରକୁ ଜାରି କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର, ଅମିତାଭ ବଚ୍ଚନ, ଆଲିଆ ଭଟ୍ଟ, ନାଗାର୍ଜୁନ ଏବଂ…

ସଲମାନ୍‌ଙ୍କ ଫିଲ୍ମରେ ଆୟୁଷ

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌, ତାଙ୍କ ଫିଲ୍ମ ଓ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ । ନିକଟରେ ସଲମାନ୍‌ ତାଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିବାଲି’କୁ ନେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ବହୁତ ଜଲ୍‌ଦି ଏହି ଫିଲ୍ମ ସିନେମା ହଲ୍‌ରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି। ଇତିମଧ୍ୟରେ…

‘ଦ କାଶ୍ମୀର ଫାଇଲ୍ସ’ ଦେଖି…

ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ' ଏବେ ସିନେମା ହଲ୍‌ଗୁଡ଼ିକରେ ରିଲିଜ୍ ହୋଇଛି । ଏହି ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଚର୍ଚ୍ଚାରେ ରହିଥିଲା । ଫିଲ୍ମକୁ ନେଇ ବିବାଦ ଦେଖାଦେବାରୁ ଏହାର କିଛି ଦୃଶ୍ୟକୁ କାଟି ଦିଆଯାଇଥିଲା। କାଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମିତ ଏହି ଫିଲ୍ମରେ ଅଧିକାଂଶ…

‘ସିଂଘମ୍-୩’ରେ ଅଜୟ -ରୋହିତ୍…

ବକ୍ସ ଅଫିସ୍‌ରେ ‘ସୂର୍ଯ୍ୟବଂଶୀ’ର ସଫଳତାକୁ ଦେଖି ‘ସିଂଘମ୍-୩'କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ‘ସିଂଘମ୍' ଓ 'ସିଂଘମ୍ ଡିଷ୍ଟର୍ଣ୍ଣସ୍‌' ପରେ ବହୁତ ଜଲ୍‌ଦି ରୋହିତ୍‌ ସେଟ୍ଟି ଏହି ଫ୍ରାଞ୍ଚାଇଜ୍‌ର ତୃତୀୟ ଫିଲ୍ମ ଆଣିବାକୁ ଯାଉଛନ୍ତି। ‘ସିଂଘମ୍-୩’ର କାହାଣୀ ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ର ଉଚ୍ଛେଦ…

କରୋନା ମହାମାରୀ ସମୟରେ ହଲ୍‌ଗୁଡ଼ିକରେ…

ବଲିଉଡ୍‌ର ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ‘ବେଲ୍‌ ବଟମ୍’ ଆଜି ସିନେମା ହଲ୍‌ଗୁଡ଼ିକରେ ରିଲିଜ୍‌ ହୋଇଛି। ପୂରା ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏହା ଏକ ବଡ଼ ଦିନ। କରୋନା ଯୋଗୁଁ ବହୁ ଦିନ ପରେ ସିନେମା ହଲ୍‌ଗୁଡ଼ିକ ଖୋଲିଛି। ‘ବେଲ୍ ବଟମ୍’ ମାଧ୍ୟମରେ ସିନେମା ହଲ୍‌ରେ ଫିଲ୍ମ ରିଲିଜ୍‌ ପ୍ରକ୍ରିୟା ଆରମ୍ଭ…

ପାଇରେଟେଡ୍‌ ସାଇଟରେ ରାଧେର ଷ୍ଟ୍ରିମିଂକୁ…

ନୂଆଦିଲ୍ଲୀ: ଦର୍ଶକଙ୍କ ମନକୁ କରୋନା କାଳରେ ଝୁମେଇବା ପାଇଁ ଇଦ୍‌ରେ ରିଲିଜ ହୋଇଛି ରାଧେ। ରିଲିଜ ହେବା ପରେ ସଲମାନଙ୍କ ଫିଲ୍ମ ଭଲ ଇନ୍‌କମ୍‌ରେ ଭଲ ରେକର୍ଡ କରିଛି। କିନ୍ତୁ ଗୋଟିଏ ପଟେ ସଲମାନ ତାଙ୍କ ଚଳଚ୍ଚିତ୍ରର ଏହି ସଫଳତାକୁ ନେଇ ଖୁସି ଥିବା ବେଳେ, ଅନ୍ୟପଟେ ତାଙ୍କ ଚଳଚ୍ଚିତ୍ର ପାଇରେଟେଡ ସାଇଟରେ…