ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Bollywood Actor

କ୍ରୀସ୍‌ମାସ୍‌ରେ ‘ସୀତାରେ ଜମିନ୍‌ ପର୍‌’

ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅମିର୍‌ ଖାନ୍‌ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସୀତାରେ ଜମିନ୍‌ ପର୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଅମିର୍‌ ଶେଷ ଥର ପାଇଁ ‘ଲାଲ୍ ସିଂହ ଚଢ୍ଢା’ରେ ଦେଖାଯାଇଥିଲେ। ଏହି ଫିଲ୍ମ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା। ଏଥିରେ ଅମିର୍‌ଙ୍କ ସହ କରିନା କପୁର ଦେଖାଯାଇଥିଲେ। ଏବେ ଅମିର୍‌…

ହୃଦଘାତର ଶିକାର ହେଲେ ବଲିଉଡ ଅଭିନେତା…

ମୁମ୍ବାଇ: ବଲିଉଡ ଅଭିନେତା ଶ୍ରେୟସ୍ ତଲପଡେ ହୃଦଘାତର ଶିକାର ହୋଇଛନ୍ତି । ଗୁରୁବାର ସନ୍ଧ୍ୟାରେ ହୃଦଘାତ ଶିକାର ହେବାପରେ ତାଙ୍କୁ  ମୁମ୍ବାଇ ଅନ୍ଧେରି ସ୍ଥିତ ବେଲଭିଉ ଡାକ୍ତରଖାନାରୀରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି ।ଡାକ୍ତରଖାନା ସୂତ୍ରରୁ ମିଳିଥିବା…

ଲୋକପ୍ରିୟ ବଲିଉଡ୍ ଅଭିନେତା ରିଓ…

ମୁମ୍ବାଇ: ଲୋକପ୍ରିୟ ବଲିଉଡ୍ ଅଭିନେତା ରିଓ କାପାଡ଼ିଆଙ୍କର ପରଲୋକ ଘଟିଛି। ୬୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କ୍ୟାନସରରେ ପୀଡିତ ହୋଇ ଚିକିତ୍ସାଧିନ ଥିଲେ। ସେପ୍ଟେମ୍ବର ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ବନ୍ଧୁ ଫୈଜଲ ମଲିକ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ ତାରିଖରେ…

ଷ୍ଟାର୍‌ଡମ୍‌ ଚାଲିଯିବାର ଯନ୍ତ୍ରଣାକୁ…

ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର୍‌ ଥିଲେ ଦିବଂଗତ ଅଭିନେତା ରାଜେଶ ଖାନ୍ନା। ୧୯୬୦ ଓ ୭୦ ଦଶକରେ ରାଜେଶ ଖାନ୍ନାଙ୍କ ନାଁ ହିଁ ଚଳଚ୍ଚିତ୍ର ସଫଳତାର ଏକ ଗ୍ୟାରେଣ୍ଟି ଭାବରେ ବିବେଚନା କରାଯାଉଥିଲା। ଯୁବତୀମାନଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ଏତେ ଥିଲା ଯେ, ତାଙ୍କ ପାଖକୁ ରକ୍ତରେ ଲେଖା ପ୍ରେମପତ୍ର…

ଅଭିନେତା ତଥା ନିର୍ଦ୍ଦେଶକ ସତିଶ…

ମୁମ୍ବାଇ: ଅଭିନେତା-ଚଳଚ୍ଚିତ୍ର ନିର୍ମାତା ସତିଶ କୌଶିକଙ୍କର ମାର୍ଚ୍ଚ ୯, ୨୦୨୩ ଗୁରୁବାର ଦିନ ହୃଦଘାତ ପରେ ଦେହାନ୍ତ ହୋଇଛି ବୋଲି ତାଙ୍କର ଘନିଷ୍ଠ ବନ୍ଧୁ ତଥା ଶିଳ୍ପ ସହଯୋଗୀ ଅନୁପମ ଖେର କହିଛନ୍ତି। । ମାତ୍ର ୬୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ…

୫୮ ବର୍ଷରେ ପାଦ ଥାପିଲେ ବଲିଉଡ…

ମୁମ୍ବାଇ: ଆଜି ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କ ଜନ୍ମଦିନ । ୫୮ ବର୍ଷରେ ପାଦ ଥାପିଲେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ । ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ସଲମାନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କ ଘର ବାହାରେ ମଧ୍ୟ ଭିଡ ଜମାଇଛନ୍ତି ପ୍ରଶଂସକମାନେ । ସଲ୍ଲୁଙ୍କ ପାଇଁ ବିଭିନ୍ନ ସ୍ଥାନରେ…

ଚର୍ଚ୍ଚାରେ ରଣବୀର ସିଂହଙ୍କ ଫଟୋ ସୁଟ୍,…

ମୁମ୍ବାଇ: ରଣବୀର ସିଂହ ବଲିଉଡର ଏକ ଜଣାଶୁଣା ନାମ। ସେ ସବୁ ବେଳେ ନିଜର ଫ୍ୟାଶନ୍ ଓ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏହାକୁ ନେଇ ମଧ୍ଯ ସୋସିଆଲ ମଡିଆରେ ପ୍ରଶଂସା ଓ ଟ୍ରୋଲ କରାଯାଇଥାଏ। ଆଉ ଏବେ ନିଜର ନୂଆ ଫଟୋସୁଟ୍ ପାଇଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରଣବୀର ସିଂହ। ନିକଟରେ ସେ ଏକ ଫଟୋ ସୁଟ…

ସଲମାନ୍‌ଙ୍କ ଫିଲ୍ମରେ ଆୟୁଷ

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌, ତାଙ୍କ ଫିଲ୍ମ ଓ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ । ନିକଟରେ ସଲମାନ୍‌ ତାଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିବାଲି’କୁ ନେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ବହୁତ ଜଲ୍‌ଦି ଏହି ଫିଲ୍ମ ସିନେମା ହଲ୍‌ରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି। ଇତିମଧ୍ୟରେ…