Browsing Tag

BMC

ଦୂରଦର୍ଶନ ପାଖ କିଶୋର ଭାଇନା ମଟନ ହୋଟେଲର…

ଭୁବନେଶ୍ବର: ଦୂରଦର୍ଶନ ପାଖ କିଶୋର ଭାଇନା ମଟନ ହୋଟେଲର ଫୁଡ଼ ରେଜିଷ୍ଟ୍ରେସନକୁ ବାତିଲ କଲା ବିଏମସି। ବିଏମସିର ଖାଦ୍ୟ ସୁରକ୍ଷା ଦଳ ଆଜି ଦୂରଦର୍ଶନ ନିକଟରେ ଥିବା ଦୋକାନଗୁଡ଼ିକୁ ଯାଞ୍ଚ କରିଥିଲେ। କିଶୋର ଭାଇନାଙ୍କ ହୋଟେଲରେ ବ୍ଯବହୃତ ଖାଦ୍ୟର ରଙ୍ଗ ଓ ନଷ୍ଟ ହୋଇଯାଇଥିବା ସସଙ୍କୁ ବିଏମସିର ଖାଦ୍ୟ…

ତଥ୍ୟ ଦେବାକୁ ବିଏମ୍‍ସି, ବିଡିଏ…

ଭୁବନେଶ୍ୱର : ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ବିଏମ୍‍ସି ବିଡିଏ ସବୁ ପ୍ରକାର କସରତ କରୁଛନ୍ତି। ଯେମିତି କୌଣସି ପ୍ରକାରେ ସରକାରୀ ତଥ୍ୟ ବାହାରକୁ ନ ଆସିବ ସେନେଇ ଉପର ଅଧିକାରୀଙ୍କଠାରୁ ତଳ କର୍ମଚାରୀମାନେ ପ୍ରୟାସ କରୁଛନ୍ତି। ଏଥିପାଇଁ ବଜେଟ୍‍ ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ମଧ୍ୟ ସାଧାରଣ ଲୋକ…

ଆଜି ବିଏମ୍‍ସି ପାଳୁଛି ସ୍ୱାୟତ୍ତ ଶାସନ…

ଭୁବନେଶ୍ୱର: ଆଜି ବିଏମ୍‍ସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ୪୦ ଟି ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ ପାଇଁ ଯୋଜନା ରହିଛି। ମାତ୍ର ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ କେବେ ସରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ…

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ବିଏମସିର ୨ ଟ୍ଯାକ୍ସ କଲେକ୍ଟର । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଧରାପଡ଼ିଥିବା ୨ ଟ୍ଯାକ୍ସ କଲେକ୍ଟର ହେଲେ ୨୩ ନମ୍ବର ୱାର୍ଡର ଟ୍ଯାକ୍ସ କଲେକ୍ଟର ହେମନ୍ତ ସାହୁ  ଓ ବିଏମସିର ପୂର୍ବତନ ଟ୍ଯାକ୍ସ କଲେକ୍ଟର ଯୋଗେନ୍ଦ୍ର ପ୍ରଧାନ।…

‘ମୁକ୍ତା’ ଯୋଜନାକୁ ବଳ ଯୋଗାଉଛି…

ଭୁବନେଶ୍ୱର: ରାଜଧାନୀର ଆଉ ୨୫ଟି ନୂଆ ଭେଣ୍ଡିଂଜୋନ୍‍ କରିବାକୁ ବିଏମ୍‌ସି ଯୋଜନା କରିଛି। ବିଏମ୍‌ସିର ୩ଟି ଜୋନ୍‍ ରେ ଏହି ୨୫ଟି ଭେଣ୍ଡିଂଜୋନ୍‍ କରାଯିବ। ବିଏମ୍‌ସି ପକ୍ଷରୁ ଏନେଇ ଯୋଜନା ପ୍ରସ୍ତୁତ ସରିଥିବା ବେଳେ ଆବଶ୍ୟକ ଜାଗା ଯୋଗାଇ ଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଅନୁରୋଧ କରାଯାଇଛି। ନୂତନ…

ଆଜିଠୁ ଖୋଲିବ ମାର୍କେଟ୍‍ ବିଲ୍ଡିଂ :…

ଗତ ଜୁଲାଇ ୩୧ ତାରିଖରୁ ବନ୍ଦଥିବା ମାର୍କେଟ୍‍ ବିଲ୍ଡିଂ ଗୁରୁବାରଠାରୁ ଖୋଲିବ। ବିଏମ୍‍ସି ଓ ସେଣ୍ଟ୍ରାଲ୍‍ ମାର୍କେଟ୍‍ ଆସୋସିଏସନର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ପରେ ମାର୍କେଟ୍‍ ବିଲ୍ଡିଂ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ସେଣ୍ଟ୍ରାଲ୍‍ ମାର୍କେଟ୍‍ ଆସୋସିଏସ୍‍ନର ଦାବି ଅନୁଯାୟୀ ମାର୍କେଟ…

ମଳ ପରିଚାଳନା ପାଇଁ ଜାତୀୟସ୍ତରରେ…

ଭୁବନେଶ୍ୱର: ମଳ ପରିଚାଳନା କ୍ଷେତ୍ରରେ ଜାତୀୟସ୍ତରରେ ପ୍ରଶଂସିତ ହୋଇଛି ଭୁବନେଶ୍ୱର। ସହରରେ ମଳ ପରିଚାଳନା କ୍ଷେତ୍ରରେ ଆସିଥିବା ସଂସ୍କାର ପାଇଁ ଜାତୀୟସ୍ତରରେ ବିଏମସି ପୁରସ୍କୃତ ହୋଇଛି। ସାରାଦେଶରେ ଭୁବନେଶ୍ୱର ସବୁଠୁ ଉନ୍ନତ ପ୍ରଦର୍ଶନ କରିଥିବା ବେଳେ ଏଥିପାଇଁ ବିଏମ୍‍ସିକୁ ପୁରସ୍କୃତ କରାଯାଇଛି।…

ପଲିଥିନ ବ୍ୟାନ୍‍ ପ୍ରହେଳିକା:…

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପଲିଥିନ ବ୍ୟାନ ନିର୍ଦ୍ଦେଶନାମା ପରେ ବିଏମ୍‍ସି ତତ୍ପର ହୋଇ ଉଠିଛି। ଜୁଲାଇ ପହିଲାରୁ ନିୟମିତ ଭାବେ ରାଜଧାନୀର ବିଭିନ୍ନ ମାର୍କେଟରେ ଚଢ଼ଉ କରି ବିଭାଗ ପଲିଥିନ ଜବତ କରୁଛି। ତେବେ ଛୋଟ ଛୋଟ ଉଠାଦୋକାନୀଙ୍କଠାରୁ ବିଭାଗ ଚଢ଼ଉ କରି ଜୋରଦାର ଜରିମାନା କରୁଥିବା ବେଳେ ବଡ଼ବଡ଼ିଆ…

ଆଜିଠୁ ବିଏମସିରେ ଜନ ଅଭିଯୋଗ ଶୁଣାଣି,…

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେଉଛି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜନ ଅଭିଯୋଗ ଶୁଣାଣି। ସକାଳ ୧୦ଟା ଠାରୁ ମଧ୍ୟାହ୍ନ ୧୨ଟା ଯାଏ ହେବ ଏହି ଶୁଣାଣି। ବିଏମସି କମିଶନର ନିଜେ ଏହି ଅଭିଯୋଗ ଶୁଣିବେ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଏହି ଶୁଣାଣିରେ ଗୁରୁତ୍ବ ଦିଆଯିବ। ଏହି ଜନ ଅଭିଯୋଗ…

ଏଣିକି ପ୍ରତି ସୋମବାର ବିଏମ୍‍ସିରେ…

ଭୁବନେଶ୍ୱର: ଆସନ୍ତା ସପ୍ତାହରୁ ପ୍ରତି ସୋମବାର ଦିନ ବିଏମ୍‍ସିରେ ଅଭିଯୋଗ ଶୁଣାଣୀ ଆରମ୍ଭ ହେବ। ସକାଳ ୧୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ଜାରି ରହିବ। ଏହି ସମୟରେ ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକଙ୍କ ସମସ୍ୟା ସମାଧାନ ଉପରେ ବିଶେଷ ଦୃଷ୍ଟି ଦିଆଯିବ। ବିଏମ୍‍ସି ପକ୍ଷରୁ ଜାରି…