ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

bmc-commissioner

ପରିମଳ ଓ ଡେଙ୍ଗୁ ପ୍ରତିକାର ଅଭିଯାନର…

ଭୁବନେଶ୍ୱର: ସହରକୁ ସ୍ୱଚ୍ଛ, ସବୁଜ ଓ ସୌନ୍ଦର୍ଯ୍ୟମୟ କରି ଗଢିତୋଳିବାରେ ପରିମଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଏହାର ନିରନ୍ତର ସମୀକ୍ଷା ନିହାତି ଆବଶ୍ୟକ । ପ୍ରତ୍ୟେକ କ୍ଷେତ୍ର କର୍ମୀ ଏହାର ନିରନ୍ତର ସମୀକ୍ଷା କରିବାକୁ ହେବ । ଏହି କଥା କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)…

ଆଜି ଯୋଗଦେବେ ବିଏମ୍‍ସି ନୂଆ କମିସନର :…

ଭୁବନେଶ୍ୱର : ୧୩ ମାସ ପରେ ବିଏମ୍‍ସି କମିସନରଙ୍କ ବଦଳି ହୋଇଛି। ନୂଆ କମିସନର ଭାବେ ଗଞ୍ଜାମ ଜିଲ୍ଲାପାଳ ଥିବା ବିଜୟ ଅମୃତା କୁଲାଙ୍ଗେଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ଶ୍ରୀ କୁଲାଙ୍ଗେ ସୋମବାର ବିଏମସିରେ ଦାୟିତ୍ୱ ଗ୍ରହଣ କରିବାକୁ ଥିବା ବେଳେ ତାଙ୍କ ପାଇଁ ଗୁଡ଼ାଏ ଆହ୍ୱାନ ରହିଛି। ଯଦିଓ ଗଞ୍ଜାମ…

ବିଏମସିର ନୂଆ ପଦକ୍ଷେପ: ଫୋନ କଲେ ଘରେ…

ଭୁବନେଶ୍ୱର: ରାଜଧାନୀରେ ହ୍ରାସ ପାଇଛି କରୋନା ସଂକ୍ରମିତଙ୍କ ସଂଖ୍ଯା। ଲକଡାଉନ୍ ଓ ସଟଡାଉନ୍ ପାଇଁ ସଫଳ ହୋଇପାରିଛି । ଏଥି ପାଇଁ ଭୁବନେଶ୍ୱରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ବିଏମସି ଅଞ୍ଚଳରେ ମାର୍କେଟ ଏରିଆରେ ଗହଳି ସ୍ଥାନରେ ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କରାଯାଉଛି ।…

ଆଇଏଏସ୍ ସ୍ତରରେ ଅଦଳବଦଳ: ସଂଜୟ ସିଂହ…

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରାଯାଇଛି । ଏବେ ତାଙ୍କ ସ୍ଥାନରେସଞ୍ଜୟ ସିଂହଙ୍କୁ ବିଏମସିର ନୂଆ କମିଶନର ଭାବରେ ନିଯୁକ୍ତି ମିଳିଛି।ପ୍ରେମଚନ୍ଦ୍ର ଚୌଧୁରୀ ପୂର୍ବରୁ ବିଏମସି କମିଶନର ତଥା ଭୁବନେଶ୍ୱର ଡେଭଲପମେଣ୍ଟ ଅଥୋରିଟି…

ଆଗେଇଲା ଭିକାରିମୁକ୍ତ ଅଭିଯାନ,…

ଭୁବନେଶ୍ୱର: ଭୁବନେଶ୍ୱରକୁ ଭିକାରିମୁକ୍ତ କରିବା ଅଭିଯାନକୁ ବିଏମ୍‍ସି ଆଉ ପାଦେ ଆଗେଇଛି। ବିଏମ୍‍ସିର ବରିଷ୍ଠ ଅଧିକାରୀଙ୍କ ସହ କମିସନରେଟ୍‍ ପୁଲିସର ଅଧିକାରୀମାନେ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଭିକ୍ଷାବୃତ୍ତିରେ ନିବୃତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ଦୀର୍ଘଦିନ ହେବ ରାଜଧାନୀରେ କିଛି ବନ୍‍ଜାରା…

ଭୁବନେଶ୍ବରକୁ ବିଭିନ୍ନ ସ୍ଥାନରୁ ଲୋକ…

ଭୁବନେଶ୍ବର: କୋଭିଡ ସ୍ଥିତିକୁ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି କଟକଣାକୁ ଆହୁରି  କଡ଼ାକଡ଼ି ପାଳନ କରାଯିବ। ଭୁବନେଶ୍ବରକୁ ରାଜ୍ୟ ଓ ଦେଶ ବାହାରୁ ଲୋକଙ୍କ ଯାତାୟାତ ରହୁଛି, ଏଣୁ ଏଠାରେ ସ୍ଥିତି ଉପରେ ନଜର ରଖାଯାଇଛି। ପୁଲିସ…

ସାବାଡ଼ ହେବେ ଅମାନିଆ : ଆଜିଠୁ…

ଭୁବନେଶ୍ୱର : ଦେଶରେ ପୁଣିଥରେ କରୋନା ବ୍ୟାପିବା ଆରମ୍ଭ କରିବା ପରେ ସତର୍କ ହୋଇଛି ଓଡ଼ିଶା। ପଡୋଶୀ ରାଜ୍ୟ ଗୁଡିକରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ନିୟମକୁ ପୁଣି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାରି ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଆଜିଠାରୁ କରୋନା…