Browsing Tag

bjd

‘କ୍ରିମିନାଲଙ୍କୁ ବ୍ୟବହାର କରି…

ଭୁବନେଶ୍ବର: ଅପରାଧୀକ କାର୍ଯ୍ଯରେ ଲିପ୍ତ ଥିବା ଗୁଣ୍ଡା ଏବଂ କ୍ରିମିନାଲଙ୍କୁ ପ୍ରଚାରରେ ବ୍ୟବହାର କରୁଛି ବିଜେପି। ଅପହରଣ ନାଟକ ରଚିଥିବା ଦିଲ୍ଲୀପ କୁମାର ସେନାପତି ଜଣେ ଅଭ୍ୟସଗତ ଅପରାଧୀ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଫେରାଦ ହୋଇଛି। ସୁନ୍ଦରଗଡ଼ରୁ ଦିଲିପ କୁମାର…

ଉପନିର୍ବାଚନ ପୂର୍ବରୁ ପଦ୍ମପୁରରେ ମଉଳି…

ପଦ୍ମପୁର: ନିର୍ବାଚନ ପୂର୍ବରୁ ଭୁଶୁଡୁଛି ବିଜେପି ଗଡ଼। ପଦ୍ମପୁରରେ ମଉଳି ମଉଳି ଯାଉଛି ପଦ୍ମ । ବିଜେପି ଛାଡି ଆଜି ଶଙ୍ଖ ଧରିଲେ ପାଇକ ମାଲ ବ୍ଲକ କେର୍ମେଲା ବାହାଲ ପଞ୍ଚାୟତ ବିଜେଢ଼ିହି ଗ୍ରାମର ମୁଖିଆ ତଥା ପୂର୍ବତନ ଜିଲ୍ଲା ପରିଷଦ ଝସକେତନ ବରିହା। ଆଜି ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ…

ପଦମପୁରରେ ଜିଏସଟି ରେଡ୍ ବେଳେ ବିଜେପିର…

ଭୁବନେଶ୍ୱର: ପଦମପୁର ଉପନିର୍ବାଚନକୁ ନେଇ ବିଜେଡିର ପ୍ରେସମିଟ୍ । ଜିଏସଟି ରେଡ୍ ବେଳେ ବିଜେପି ଦ୍ୱାରା ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର, ଗୌତମବୁଦ୍ଧ ଦାସ, ଇପ୍ସିତା ସାହୁ ପ୍ରେସମିଟ୍ କରି ବିଜେପିକୁ ଭର୍ତ୍ସନା କରିଛନ୍ତି । ସସ୍ମିତ କହିଛନ୍ତି ପଦମପୁରରେ…

ବିଧାୟକ ସୁଶାନ୍ତ ସିଂଙ୍କ ସୁରକ୍ଷା…

ଭୁବନେଶ୍ୱର: ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସୁରକ୍ଷା ବଢ଼ାଯାଉ । ଏହି ଦାବି ନେଇ ଆଜି ପୁଣି ସିଇଓଙ୍କୁ ଭେଟିଲା ବିଜେଡିର ଏକ ପ୍ରତିନିଧି ଦଳ । ସୁଶାନ୍ତ ସିଂଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେପି ନେତା । ଏବେ ସେ ପଦମପୁର ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ସାଜିଛନ୍ତି ।…

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ କେନ୍ଦ୍ର…

ପଦ୍ମପୁର: ପଦ୍ମ ପୁରରେ ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଆସୁଥିବା ବେଳେ ସେମାନଙ୍କୁ ନିଜର ସମସ୍ୟା ଜଣାଇବା ସହିତ କେନ୍ଦ୍ର ଅବହେଳାକୁ ନେଇ ବିଭିନ୍ନ ପ୍ରଶ୍ନ ପଚାରିବା ଲାଗି ପଦ୍ମପୁରବାସୀ ଅପେକ୍ଷା କରିଥିବା କହିଛନ୍ତି ବିଜେଡି ପ୍ରବକ୍ତା ସଞ୍ଜୟ ବାବୁ ।…

ଚାଷୀଙ୍କ ପାଇଁ ରାସ୍ତାକୁ ଓହ୍ଲାଇଲେ…

ଭୁବନେଶ୍ୱର: ଚାଷୀଙ୍କ ପାଇଁ ରାସ୍ତାକୁ ଓହ୍ଲାଇଲେ ବିଜେଡି ବିଧାୟକ। ରାଜ୍ୟ ଚାଷୀଙ୍କ ସ୍ବାର୍ଥ ସମ୍ବଳିତ ୫ଦଫା ଦାବି ନେଇ ବିଧାନସଭା ପରିସରରୁ ରାଜଭବନ ଯାଏଁ ବିଜେଡି ବିଧାୟକ ଚାଲି ଚାଲି ଯାଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ, ଉଷୁନା ଚାଉଳ…

ନିଜ ଉପରେ ପ୍ରାୟୋଜିତ ଆକ୍ରମଣ କରି…

ଭୁବନେଶ୍ବର: ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଭେଟିଛି। ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ଟିମ୍ ଭେଟିଛି।  ଫେରାଦ ହେବା ପରେ ବିଜେଡିର ପ୍ରତିକ୍ରିୟାରେ କହିଛି ଯେ, ଅନୁକମ୍ପା ହାତେଇବାକୁ ନାଟକ କରୁଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୂରୋହିତ। କିଛି…

ଜାମିନରେ ଆସିଥିବା ନେତା ଏବେ ବିଜେପିର…

ଭୁବନେଶ୍ୱର: ଜାମିନରେ ଆସିଥିବା ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପନିର୍ବାଚନରେ ଷ୍ଟାର ପ୍ରଚାରକ । ବିଜେପୁର ଉପନିର୍ବାଚନ ସମୟରେ ଏମାନେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ । ବିଜେପି ନେତା ପ୍ରଦୀପ ପୁରୋହିତଙ୍କ…

ପଦମପୁର ପାଇଁ ବିଜେଡିର ଷ୍ଟାର ପ୍ରଚାରକ…

ବରଗଡ:ପଦମପୁର ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ବିଜେଡି ପ୍ରାର୍ଥୀ ବର୍ଷା ବରିହାଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ନମ୍ବର ଷ୍ଟାର ପ୍ରଚାରକ ହେଉଛନ୍ତି ନବୀନ। ମୁଖ୍ୟମନ୍ତ୍ରୀଙ୍କ ସହ ବର୍ଷାଙ୍କ ପାଇଁ ପ୍ରଚାର କରିବେ ବିଜେଡିର ୧୦…

କେନ୍ଦ୍ର କୃଷିମନ୍ତ୍ରୀ…

ନୂଆଦିଲ୍ଲୀ: କେନ୍ଦ୍ର କୃଷିମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ଦେଇଛି । ଗତକାଲି ବିଜେଡିର ପ୍ରେସମିଟକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ଆଡୁଆରେ ପଡି ଛନ୍ଦି ହୋଇ ଯାଇଛନ୍ତି। ଏଚଡ଼ିଏଫସି ବୀମା କମ୍ପାନୀକୁ କିଏ ଅନୁବନ୍ଧିତ କରିଥିଲା ତାହାର…