ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

BJD ODISHA

ବିଜେଡିର ୩ୟ ପର୍ଯ୍ୟାୟ ବିଧାନସଭା…

ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୯ ବିଧାନସଭା ଆସନ ପାଇଁ ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।ରେଙ୍ଗାଲି- ସୁଦର୍ଶନ ହରିପାଲ ରାଉରକେଲା-ସାରଦା ନାୟକ ବୀରମିତ୍ରପୁର- ରୋହିତ ଯୋଶେଫ…

ପ୍ରାକ୍ ନିର୍ବାଚନୀ ଜାତୀୟ ସର୍ଭେ: ୨୦୨୪…

ଭୁବନେଶ୍ବର: ୨୦୨୪ ନିର୍ବାଚନରେ ଓଡ଼ିଶାବାସୀ ପୁଣି ଫୁଙ୍କିବେ ଶଙ୍ଖ । ତେବେ ଏହି ନିର୍ବାଚନ ବିଜେଡି ପାଇଁ ହେବାକୁ ଯାଉଛି ଐତିହାସିକ । କାରଣ ଏହି ନିର୍ବାଚନରେ ବିଜେଡି ରେକର୍ଡ ସଂଖ୍ୟାରେ ବିଧାନସଭା ଆସିନରେ ଜିତିବାକୁ ଯାଉଛି । ଖାଲି ସେତିକି ନୁହେଁ, ଏହାସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ…

ଘରେ ଘରେ ଶଙ୍ଖ ବାଜିବ: ବିକାଶର ବିଜୟ…

ଭୁବନେଶ୍ବର: ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଦିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ସେ ସମ୍ବୋଧିତ କରି କହିଥିଲେ ଯେ, ଜୟ ଜଗନ୍ନାଥ । ବିଜୁ ଜନତା ଦଳର ପରିବର୍ଦ୍ଧିତ…

ଆଇଟି କ୍ଷେତ୍ରରେ ରାଜ୍ୟର ଅଭୂତପୂର୍ବ…

ଭୁବନେଶ୍ୱର :  ରାଜ୍ୟ ତଥା ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ ଯାହା ଆବଶ୍ୟକ ସେହି ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡ଼ିଶା ଏବଂ ସାଢେ଼ ଚାରିକୋଟି ଓଡ଼ିଆ ଲୋକଙ୍କ ସ୍ୱାର୍ଥକୁ ସରକାର ସର୍ବଦା ପ୍ରାଥମିକତା ଦେଉଛନ୍ତି । କିନ୍ତୁ ରାଜ୍ୟ ବିଜେପି ନେତାଙ୍କ ପାଇଁ ରାଜ୍ୟର ସ୍ୱାର୍ଥ ନୁହେଁ…

ବିଜେଡିର ଜନସମ୍ପର୍କ ପଦଯାତ୍ରା : ରାଜ୍ୟ…

ଭୁବନେଶ୍ୱର : ଅକ୍ଟୋବର ୨ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀରୁ ବିଜୁ ଜନତା ଦଳର ଜନ ସମ୍ପର୍କ ଯାତ୍ରା ଆରମ୍ଭ ହୋଉଛି। ଆଜି ସକାଳ ୧୦ଟା ସମୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ରାଜ୍ୟରେ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି।…

ଲୋକଙ୍କ ସେବା କରିବା ବିଜୁ ଜନତା ଦଳର…

ଭୁବନେଶ୍ବର : ଆସନ୍ତା ଗାନ୍ଧୀ ଜୟନ୍ତୀରୁ ବିଜୁ ଜନତା ଦଳ ଆରମ୍ଭ କରୁଛି ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା। ଏକ ସାମୂହିକ ଆନ୍ଦୋଳନରେ ପରିଣତ ବିଜୁ ଜନତା ଦଳ ଚଳିତ ବର୍ଷ ପଦଯାତ୍ରାକୁ ଜନସାଧାରଣଙ୍କ ସେବା ନିମନ୍ତେ ଉତ୍ସର୍ଗକରିଛି। ପଦଯାତ୍ରା ସମୟରେ ରୋଗୀମାନଙ୍କର ସେବା, ରକ୍ତଦାନ, ଚାରା ରୋପଣ ପରି…

ସୁନାବେଡ଼ାରେ ବିଜେଡିରେ ମିଶିଲେ କଂଗ୍ରେସ…

ସୁନାବେଡା: ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ । ଦଳକୁ ତୃଣମୂଳ ସ୍ତରରେ ଶସକ୍ତ କରିବା ପାଇଁ ଜାରି ରହିଛି ମିଶ୍ରଣ ପର୍ବ । ସୁନାବେଡାରେ ଶତାଧିକ ଅନ୍ୟଦଳର କର୍ମୀ, ସାମାଜିକ କାର୍ୟ୍ୟକର୍ତ୍ତା ଏବଂ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଦଳରେ ସାମିଲ ହୋଇଛନ୍ତି । ଡକ୍ଟର ରାଜେନ୍ଦ୍ର ପାତ୍ର…

୩୦ଟି ଜିଲ୍ଲା ପାଇଁ ବରିଷ୍ଠ…

ଭୁବନେଶ୍ବର : ରାଜ୍ୟର ୩୦ଟି ଜିଲ୍ଲା ପାଇଁ ବିଜୁ ଜନତା ଦଳ ପକ୍ଷରୁ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୬ ଜଣ ବରିଷ୍ଠ ନେତାଙ୍କୁ ୩୦ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ…

ଓଡ଼ିଆରେ ରାଜ୍ୟସଭା ସାଂସଦ ଭାବରେ…

ଭୁବନେଶ୍ବର: ଆଜି ବିଜେଡିର ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଶପଥ ଗ୍ରହଣ କରିଛନ୍ତି। ବିଜେଡି ଟିକଟରେ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓ ରାଜ୍ୟସଭା ପରିସରରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଓଡିଆରେ ଶପଥ ନେଇଛନ୍ତି ଉଭୟ ରାଜ୍ୟସଭା…

ବ୍ରଜରାଜନଗର ଫାଇଟ୍‌ ପୂର୍ବରୁ ବିରୋଧୀଙ୍କ…

ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ଆହୁରି ପ୍ରାୟ ୧୦ ଦିନ ବାକି। ନିର୍ବାଚନରେ ରେକର୍ଡ଼ ବ୍ୟବଧାନରେ ବିଜୟୀ ହେବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦଳବଳ ଧରି ବ୍ରଜରାଜନଗରରେ ଡେରା ପକାଇଛନ୍ତି। ଖରା ତାତି ସହ ତାଳ ଦେଇ ନିର୍ବାଚନ ପ୍ରଚାର ପାରଦ…