ବିକ୍ଷୋଭ ଆଳରେ ବିଜେପି ଯୁବମୋର୍ଚ୍ଚାର…
ଭୁବନେଶ୍ୱର: ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚର ଗୁଣ୍ଡାଗର୍ଦ୍ଦି ପ୍ରସଙ୍ଗ। ଟ୍ବିଟରରେ ଭିଡିଓ ପୋଷ୍ଟ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅବଗତ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ପୁଲିସକୁ ଓଡ଼ିଶା ବିଜେପି ଯୁବମୋର୍ଚ୍ଚା କର୍ମୀ ଅତି ଅମାନୁଷିକ ଭାବେ ମାଡ ମାରୁଛନ୍ତି…