ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

BJD MP Manas Mangaraj

ବାଲୁଗାଁରେ ମାମୁଁ ଭଣଜା ହିଲ ପାର୍କ ଏବଂ…

ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟରେ ଥିବା ଐତିହାସିକ ମାମୁଁ ଭଣଜା ପାହାଡ ପାଦଦେଶରେ ହିଲ ସାଇଡ ପାର୍କର ଲୋକାର୍ପଣ କରିଛନ୍ତି ଶ୍ରୀ ମଙ୍ଗରାଜ। ଏନଏସି ଦ୍ୱାରା ନିର୍ମାଣ…

ବଜ୍ରାଘାତକୁ ପ୍ରାକୃତିକ ବିପର୍ଯ୍ୟୟ…

ଭୁବନେଶ୍ବର: ସଂସଦରେ ବଜେଟ ଅଧିବେଶନର ଆଜି ୫ମ କାର୍ଯ୍ୟଦିବସ। ବିଭିନ୍ନ ପ୍ରସଙ୍ଗ ନେଇ ଉଭୟ ଉଚ୍ଚ ଏବଂ ନିମ୍ନ ସଦନରେ ହେଉଛି ଆଲୋଚନା। ଏହାରି ଭିତରେ ଏକ ବଡ ପ୍ରସଙ୍ଗକୁ ଶୂନ୍ୟକାଳରେ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ବଜ୍ରାଘାତ ମୃତ୍ୟୁର ଟିକନିଖ୍ ତଥ୍ୟ ରଖିଛନ୍ତି…

ଫତେଗଡ ପାହାଡ଼ ଉପରେ ନିର୍ମିତ ଭବ୍ୟ ରାମ…

ନୟାଗଡ଼: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ନେଇ ସାରା ଦେଶରେ ଉତ୍ସବର ମାହୋଲ ରହିଥିବା ବେଳେ ନୟାଗଡ ଜିଲ୍ଲା ଫତେଗଡରେ ବି ସୃଷ୍ଟି ହୋଇଛି ଆଧାତ୍ମିକ ପରିବେଶ । ଫତେଗଡ ଗାଁ ନିକଟ ପାହାଡ ଉପରେ ନିର୍ମାଣ ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଦର୍ଶନ କରିଛନ୍ତି ରାଜ୍ୟସଭା…

ବାଣପୁରରେ 5T ଅଧ୍ୟକ୍ଷଙ୍କ ବିକାଶ…

ବାଣପୁର: ଆସନ୍ତା ୧୦ ତାରିଖରେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବାଣପୁରର ପଲଟନ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେବେ । ଏହି ଅବସରରେ ଚିଲିକା ନିର୍ବାଚନମଣ୍ଡଳୀରେ ବିଭିନ୍ନ ବିକାଶ କାର୍ଯ୍ୟର ତଦାରଖ କରିବେ ୫ଟି ଅଧ୍ୟକ୍ଷ  । ଏନେଇ ଆଜି ମଧ୍ୟାହ୍ନରେ ନାଚୁଣି ସୁନାଖଳା ଡାକବଙ୍ଗଳା ଠାରେ…

ଶହ ଶହ ସମର୍ଥକଙ୍କୁ ଧରି ବିଜେଡିରେ…

ଭୁବନେଶ୍ବର: ଶଙ୍ଖ ଭବନରେ ମିଶ୍ରଣ ପର୍ବ । ସୁନ୍ଦରଗଡ଼ ତଳସରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସବଡେଗା ବ୍ଲକର ବରିଷ୍ଠ ନେତା ତଥା ଡେଲକି ଖରିଆର ସମାଜର ରାଜ୍ୟ ସଭାପତି ନୃପ ଚରଣ ଦଣ୍ଡସେନା ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କୁ ଦଳକୁ ପାଛୋଟି ନେଇଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର ଓ…

ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବଲପୁର…

ଭୁବନେଶ୍ବର: ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିଲା ଆଉ ଏକ ନୂଆ ଦାୟିତ୍ବ। ସମ୍ବଲପୁର ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ୟବେକ୍ଷକ ଭାବେ ତାଙ୍କୁ ଦାୟିତ୍ବ ଦିଆଯାଇଛି । ପୂର୍ବରୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବ ତୁଲାଉଛନ୍ତି ।ସେହିପରି ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର, ରେଙ୍ଗାଳି…

ଚିଲିକାରେ ବିଜେଡିର ୨୭ତମ ପ୍ରତିଷ୍ଠା…

ବାଣପୁର: ଚିଲିକାରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ମେଡିକାଲ ଛକଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତରେ ସାଂସଦ ମାନସ ମଙ୍ଗରାଜ ମାଲ୍ୟାର୍ପଣ କରିଥିଲେ। ଏହା ପରେ ବାଣପୁରର…

ପୁଣି ଧର୍ମେନ୍ଦ୍ରଙ୍କୁ ମାନସଙ୍କ ଟ୍ବିଟ୍‌…

ଭୁବନେଶ୍ବର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମହାପ୍ରସାଦର ମହାତ୍ମ୍ୟ ସଂକ୍ରାନ୍ତରେ ବ୍ଲଗର କାମିଆ ଜାନୀଙ୍କ ଭିଡିଓ ଆସିବା ପରେ ରାଜ୍ୟ ବିଜେପି ଫେକ୍‌ ନ୍ୟୁଜ୍ ଜରିଆରେ ଅପପ୍ରଚାର କରିବାରେ ଲାଗିଛି। କେବଳ ରାଜ୍ୟ ବିଜେପି ନେତା ନୁହନ୍ତି କେନ୍ଦ୍ରମନ୍ତ୍ରୀ ମଧ୍ୟ ଫେକ୍ ନ୍ୟୁଜ୍ ଜରିଆରେ ଲୋକଙ୍କ…

କୋଇଲା ଖଣି ଦ୍ବାରା ହେଉଥିବା ବାୟୁ…

ନୂଆଦିଲ୍ଲୀ : ଆମ ରାଜ୍ୟ ଓଡ଼ିଶା ଖଣି ଖାଦନରେ ଭରା। ଦେଶରେ ଚାଲୁଥିବା ବିଭିନ୍ନ କଳକାରଖାନା ଓଡ଼ିଶାର ଖଣି ଉପରେ ନିର୍ଭରଶୀଳ। ସାରା ଦେଶରେ ଉତ୍ପାଦନ ହେଉଥିବା କ୍ରୋମାଇଟର ଶତ ପ୍ରତିଶତ ଓଡ଼ିଶାରୁ ହିଁ ଉତ୍ପାଦିନ ହୁଏ। ସେହିପରି ଦେଶର ୭୫ ପ୍ରତିଶତ ବକ୍ସାଇଟ,୫୦ ପ୍ରତିଶତ ଲୁହାପଥର ଓ ୨୫ ପ୍ରତିଶତ କୋଇଲା…

ବିଜେଡ଼ିରେ ମିଶିଲେ ତିର୍ତ୍ତୋଲର ପୂର୍ବତନ…

ଭୁବନେଶ୍ବର: ବିଜେଡ଼ିର ମିଶ୍ରଣ ପର୍ବ । ଜଗତସିଂହପୁରରେ ଆହୁରି ବଢିଲା ବିଜେଡିର ଶକ୍ତି । କଂଗ୍ରେସ ଛାଡି ଆଜି ବିଜେଡିରେ ମିଶିଛନ୍ତି ଜଗତସିଂହପୁର ଜିଲ୍ଲାର ବରିଷ୍ଠ ନେତା ନାରାୟଣ ଜେନା। ପୂର୍ବରୁ ଛାତ୍ର ଓ ଯୁବ କଂଗ୍ରସର ସେ ବହୁ ଦାୟିତ୍ବ ତୁଲାଇଛି। ତିର୍ତ୍ତୋଲରେ କଂଗ୍ରେସର ସେ ଜଣେ ଟାଣୁଆ ନେତା ଭାବେ…