ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Biju Patnaik International Airport

ଖୁବଶୀଘ୍ର ଭୁବନେଶ୍ୱର ବିମାନବନ୍ଦରରୁ…

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱର ବିମାନବନ୍ଦରରୁ ସୁରଟ, ଡେରାଡୁନ, ଚଣ୍ଡିଗଡ, ଜମ୍ମୁକୁ ଉଡିବ ନୂଆ ବିମାନ । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ସୁରଟ ପାଇଁ ସ୍ଲଟ ଦେବାକୁ ଏୟାରଲାଇନ୍ସକୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ୨୧ଟି ସହରକୁ ଭୁବନେଶ୍ବର ବିମାନ ବନ୍ଦର ସଂଯୋଗ କରିଛି ବୋଲି ସୂଚନା…

ବୃହତ ବିମାନବନ୍ଦରର ମାନ୍ୟତା ଅଭିମୁଖେ…

ଭୁବନେଶ୍ୱର: କୌଣସି ବିମାନବନ୍ଦରର ଭବିଷ୍ୟତ କାର୍ଯ୍ୟପନ୍ଥା, ଭିତ୍ତିଭୂମି ନିର୍ମାଣ ତାହାର ଯାତ୍ରୀ ସଂଖ୍ୟା ନିର୍ଦ୍ଧାରଣ କରିଥାଏ। ଯାତ୍ରୀ କ୍ଷମତା ଅନୁସାରେ ବିମାନବନ୍ଦରର ଗୁରୁତ୍ୱ ମୂଲ୍ୟାୟନ କରାଯାଇଥାଏ। ତେବେ ବୃହତ ବିମାନବନ୍ଦରର ମାନ୍ୟତା ଅଭିମୁଖେ ଅଗ୍ରସର ହେଉଛି ଭୁବନେଶ୍ୱରର ବିଜୁ ପଟ୍ଟନାୟକ…

ଆଜିଠୁ ଭୁବନେଶ୍ୱର-ଦୁବାଇ ବିମାନ ସେବା;…

ଭୁବନେଶ୍ୱର: ଶେଷ ହୋଇଛି ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନ ଯାତ୍ରାର ପ୍ରତୀକ୍ଷା। ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ଉଦ୍ୟମ, ଆର୍ଥିକ ସହଯୋଗ ଭୁବନେଶ୍ୱର-ଦୁବାଇ ବିମାନ ଯାତ୍ରା ପାଇଁ ପଥ ପରିଷ୍କାର କରିଛି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ…

ଉତ୍କଳ ଦିବସରୁ ଦୁବାଇ ବିମାନ ଯାତ୍ରା…

ଭୁବନେଶ୍ବର : ସଫଳ ହେବ ରାଜ୍ୟ ସରକାରଙ୍କ ଆଉ ଏକ ସ୍ବପ୍ନ। ବିମାନ ଚଳାଚଳ ଇତିହାସରେ ଓଡ଼ିଶା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଭୁବନେଶ୍ବରରୁ ସିଧାସଳଖ ଆରମ୍ଭ ହେବ ଦୁବାଇକୁ ବିମାନ ଉଡ଼ାଣ। ଆସନ୍ତାକାଲି ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ବିଜୁ ପଟ୍ଟନାୟକ…

ଭୁବନେଶ୍ବର ଏୟାରପୋର୍ଟର ହେବ ଘରୋଇକରଣ,…

ନୂଆଦିଲ୍ଲୀ : ଖୁବଶୀଘ୍ର ଘରୋଇକରଣ ହେବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର । ଭୁବନେଶ୍ଵର ସମେତ ଦେଶର ୨୫ଟି ପ୍ରମୁଖ ବିମାନବନ୍ଦରର ଘରୋଇକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଦ୍ବାରା ପରିଚାଳିତ ଭୁବନେଶ୍ବର ଏୟାରପୋର୍ଟ ସମେତ ମୋଟ ୨୫ଟି ଏୟାରପୋର୍ଟକୁ ଲିଜରେ…

ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଓ…

ଭୁବନେଶ୍ୱର: କୋଭିଡ୍‍ ମହାମାରୀ ପ୍ରକୋପ ହ୍ରାସ ପାଇବା ପରେ ଦେଶର ବିଭିନ୍ନ ରାଜ୍ୟରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହୋଇଛି; କିନ୍ତୁ ଭୁବନେଶ୍ୱରରୁ ନୂଆ ସ୍ଥାନକୁ ଉଡ଼ାଣ ଆରମ୍ଭ ହେବା ଦୂରର କଥା ଏ ପର୍ଯ୍ୟନ୍ତ ପୁରୁଣା ସ୍ଥାନକୁ ଅନ୍ତର୍ଜାତୀୟ ଉଡ଼ାଣ କଥା ବିଚାରକୁ ନିଆଯାଇ ନାହିଁଁ। ଏପରି ଅବସ୍ଥାରେ…

ଦେଶର ଉତ୍କୃଷ୍ଟ ବିମାନବନ୍ଦର: ଶ୍ରେଷ୍ଠ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏୟାରପୋର୍ଟସ୍‍ କାଉନସିଲ ଇଣ୍ଟରନ୍ୟାସନାଲ(ଏସିଆଇ) ଦ୍ୱାରା ୨୦୨୧ ମସିହା ପାଇଁ ‘ଭଏସ ଅଫ୍‍ କଷ୍ଟମର’ ମାନ୍ୟତା ପାଇଛି। ଏସିଆଇ-ଏଏସକ୍ୟୁ ସର୍ଭେ ୨୦୨୧ ଅନୁଯାୟୀ କରୋନା ମହାମାରୀ ସତ୍ତ୍ବେ ଯାତ୍ରୀ ସେବା ପ୍ରତି ପ୍ରତିବଦ୍ଧତା…