ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Bihar

ଆସ୍ଥାଭୋଟରେ ଜିତିଲେ ନୀତୀଶ କୁମାର,…

ପଟନା: ବିହାର ବିଧାନସଭାରେ ଅନୁଷ୍ଠିତ ଆସ୍ଥାଭୋଟରେ ବିଜୟୀ ହୋଇଛନ୍ତି ନୀତୀଶ କୁମାର । ସପକ୍ଷରେ ୧୨୯ଟି ଭୋଟ ପଡ଼ିଥିବାବେଳେ ବିରୋଧୀ ଦଳ ଆସ୍ଥାଭୋଟ ପୂର୍ବରୁ କକ୍ଷତ୍ୟାଗ କରିଥିଲେ ।ଆସ୍ଥାଭୋଟ ପୂର୍ବରୁ ନୀତୀଶ କୁମାର ଗୃହରେ ଆରଜେଡିକୁ ଟାର୍ଗେଟ କରି କହିଥିଲେ ଯେ, ଆମେ ସେମାନଙ୍କୁ ସମ୍ମାନ ଦେଇଥିଲୁ…

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ…

ବିହାର: ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର । ଜେଡିୟୁ ବିଧାୟକ ଦଳ ବୈଠକରେ ନିଆଗଲା ବଡ଼ ନିଷ୍ପତି । ରାଜଭବନରେ ପହଁଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ନୀତୀଶ କୁମାର ଏନଡିଏ ସହ ମିଶି ନୂଆ ସରକାର ଗଠନ ପାଇଁ ଦାବି କରିବା ସମ୍ଭାବନା ରହିଛି । ନବମ ଥର…

ବିହାର ରାଜନୀତିରେ ହଲଚଲ, ଆସନ୍ତାକାଲି…

ପାଟନା: ବିହାର ରାଜନୀତିରେ ହଲଚଲ। ନୀତିଶ କୁମାର ପୁଣିଥରେ ବିଜେପି ନେତୃତ୍ୱାଧୀନ ଏନଡିଏ ସହ ମିଶିପାରନ୍ତି ବୋଲି ଅନୁମାନ କରାଯାଉଛି। ଏହି ସନ୍ଦେହରେ ଜନତା ଦଳ (ୟୁନାଇଟେଡ୍) ରବିବାର ସକାଳ ୧୦ଟାରେ ଏକ ବିଧାନସଭା ବୈଠକ ଡାକିବ ବୋଲି ସୂଚନା ରହିଛି। ବୈଠକ ପରେ ସେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ…

ବିହାର ବିଧାନସଭାରେ ସର୍ବସମ୍ମତି କ୍ରମେ…

ବିହାର: ବିହାର ରାଜନୀତିରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ବିହାର ବିଧାନସଭାରେ ୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ୍ ସମସ୍ତ ପକ୍ଷ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ଏହି ବିଲ ମୁତାବକ ବିହାରରେ ବର୍ତମାନ ଖାଲି ପଡିଥିବା ସରକାରୀ ପଦ, ପଦବୀରେ ଅନୁସୂଚିତ ଜାତିକୁ ୨୦ ପ୍ରତିଶତ, ଅନୁସୂଚିତ ଜନଜାତିକୁ ୨…

ବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ…

ପାଟନା: ବିହାରରେ ଜାତିଗତ ଜନଗଣନା ରିପୋର୍ଟ ଜାରି । ରିପୋର୍ଟ ଅନୁଯାୟୀ, ବିହାରରେ ୬୦ ପ୍ରତିଶତରୁ ଅଧିକ ଓବିସି । ବିହାର ମୋଟ ଜଂନସଖ୍ୟାର ୬୩. ୧ ପ୍ରତିଶତ ଜନସଂଖ୍ୟା ପଛୁଆ ବର୍ଗ ଶ୍ରେଣୀର । ନିକଟରେ ଶେଷ ହୋଇଥିବା ଅନ୍ୟ ପଛୁଆ ବର୍ଗ ସର୍ବେକ୍ଷଣ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ବିହାରରେ ମୋଟ…

ବିହାରର ମୁଜାଫରପୁରରେ ଅଭାବନୀୟ ଘଟଣା:…

ମୁଜାଫରପୁର : ଆଜି ବିହାର ରାଜ୍ୟର ମୁଜାଫର୍‌ପୁର ଜିଲ୍ଲାରେ ପ୍ରବାହିତ ବାଗମତୀ ନଦୀରେ ୩୪ ଜଣ ପିଲାଙ୍କୁ ନେଇ ଯାଉଥିବା ଗୋଟାଏ ଡଙ୍ଗା ମଧୁରପଟ୍ଟି ନିକଟରେ ଓଲଟି ପଡ଼ି ବୁଡ଼ିଯିବାରୁ ୧୪ ଜଣ ଛାତ୍ରଛାତ୍ରୀ ନିଖୋଜ ହୋଇଛନ୍ତି। ଏଭଳି ଭୟଙ୍କର ଦୁର୍ଘଟଣାରେ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଉଦ୍ଧାର ହୋଇଥିବା ଜଣା…

୪୦ ଫୁଟ ଗଭୀର ବୋରଓ୍ବେଲରେ ଖସିପଡ଼ିଲା ୩…

ପାଟନା: ପୁଣି ବୋରଓ୍ବେଲରେ ଖସିପଡ଼ିଲା ଶିଶୁ । ୪୦ ଫୁଟ ଗର୍ତ୍ତରେ ଫସିଛି ତିନି ବର୍ଷର ଶିଶୁ ଶିବମ । ବିହାର ନାଳନ୍ଦା ଜିଲ୍ଲା କୁଲଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।  ଶିଶୁଟି ତା’ ମାଆଙ୍କ ପ‌ଛେ ପଛେ ଚାଷ ଜମି ଆଡକୁ ଯାଉଥିବା ବେଳେ ତା’ର ପାଦ ଖସିଯିବାରୁ ସେ ବୋରୱେଲକୁ ଖସିପଡ଼ିଥିବା ଜଣାପଡ଼ିଛି।…

ଦୋଷା ସାଙ୍ଗରେ ସମ୍ବର ନ ଦେବାରୁ…

ପାଟନା: ବିହାରର ଏକ ରେସ୍ତୋରାଁରେ ଜଣେ ଗ୍ରାହକ ଦୋସା ଖାଇବା ବେଳେ ତାଙ୍କୁ ସମ୍ବର ଦିଆ ନଯିବା ଏବଂ ଏଥିପାଇଁ ସଂପୃକ୍ତ ରେସ୍ତୋରାଁ ମାଲିକଙ୍କୁ ତଣ୍ଡ ଗଣିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣା ବିହାରର ବକ୍ସରରେ ଘଟିଛି। ସ୍ପେଶାଲ ମସଲା ଦୋସା ସହିତ ସମ୍ବର ନଦେବାରୁ ରେସ୍ତୋରାଁ ଉପରେ ଖାଉଟି…

ବିରୋଧୀ ଦଳର ମହାବୈଠକ ଶେଷ; ୨୦୨୪…

ପାଟନା : ଇତିମଧ୍ୟରେ ପାଟନାରେ ଶେଷ ହୋଇଛି ବିରୋଧୀ ଦଳର ମହାବୈଠକ । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେବାକୁ ବିହାରର ପାଟନାରେ ଏକାଠି ହୋଇଥିଲେ ପ୍ରାୟ ୧୫ରୁ ଅଧିକ ବିରୋଧୀ ଦଳ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ୨୪ ଲଢ଼େଇ ଲଢ଼ିବାକୁ ଏହି ବୈଠକରେ ରଣନୀତି…

ଚାକିରି ବଦଳରେ ଜମି ଘୋଟାଲା ମାମଲା:…

ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଘୋଟାଲା ମାମଲାରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସମନ୍ କରିଛି । ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସିବିଆଇ ସମନ ପଠାଇଥିବା ସୂଚନା ମିଳିଛି । ତେବେ ଏହା ପୂର୍ବରୁ ଗତ ଫେବ୍ରୁଆରୀ ମାସ ୪ ତାରିଖରେ ତେଜସ୍ୱୀଙ୍କୁ…