ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Bihar Political Crisis

ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ…

ପାଟଣା : ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ଗଠନ ହୋଇଛି ମହାଗଠବନ୍ଧନ ସରକାର। ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ବାବେ ଶପଥ ନେଇଛନ୍ତି ନୀତିଶ କୁମାର । ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଶପଥ…

ଇତିହାସ ସାକ୍ଷୀ ଅଛି ବିଜେପି ଯାହା ସହ…

ପାଟଣା : ବିହାରରେ ପୁଣି ସରକାରକୁ ଫେରିଛି ଆରଜେଡି। ଜେଡିୟୁ-ବିଜେପି ମେଣ୍ଟ ସରକାର ଭାଙ୍ଗିବା ପରେ ଆସନ୍ତାକାଲି ନୂଆ ସରକାର ଗଠନ ହେବ। ବିଜେପି ଠାରୁ ଅଲଗା ହୋଇ ଆସନ୍ତାକାଲି ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ନୀତିଶ କୁମାର ବିହାରରେ ମହାଗଠବନ୍ଧନ ସରକାର ଚଳାଇବେ। ନୀତିଶଙ୍କ ମହାମେଣ୍ଟରେ…

ବିହାରରେ ମହାମେଣ୍ଟ ସରକାର : କାଲି…

ପାଟଣା : ବିଜେପି ଓ ଜେଡିୟୁ ମଧ୍ୟରେ ମେଣ୍ଟ ସରକାର ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେବେ ଆଜି ସେ ଇସ୍ତଫା ଦେବା ପରେ ଆସନ୍ତାକାଲି ଅର୍ଥାତ୍ ବୁଧବାରଦିନ ଅପରାହ୍ଣ ୨ଟା ବେଳେ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର…

ମେଣ୍ଟ ସରକାର ଭାଙ୍ଗିବା ପରେ ଦୋଷ ଲଦାଲଦି…

ପାଟଣା : ବିହାରରେ ଭାଙ୍ଗିଯାଇଛି ବିଜେପି-ଜେଡିୟୁ ମେଣ୍ଟ ସରକାର। ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାରଙ୍କ ଇସ୍ତଫା ପରେ ସରକାର ଭାଙ୍ଗିଯାଇଛି। ଜେଡିୟୁ ବିଜେପି ସହ ମେଣ୍ଟ ଭାଙ୍ଗି ନୂଆ ସରକାର ଗଠନ କରିବା ପାଇଁ ଆରଜେଡି ସମେତ ଆଉ ୭ ଦଳଙ୍କ ସମର୍ଥନ ପାଇଛି। ନୀତିଶ ଭାରତୀୟ ଜନତା ପାର୍ଟି ସହିତ…

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନୀତିଶ :…

ପାଟଣା : ବିହାର ରାଜନୀତିରେ ଖେଳ କରିଦେଲେ ନୀତିଶ ଓ ତେଜସ୍ୱୀ। ମେଣ୍ଟ ସରକାରରେ ଥିବା ବିଜେପିକୁ ହଟାଇ ଏବେ ନୂଆ ସରକାର ଗଠନ କରିବାକୁ ଆରମ୍ଭ କରିଛନ୍ତି ପ୍ରୟାସ। ବିଜେପି ସହ ସମ୍ପର୍କ ତୁଟାଇ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ…

ଲାଲୁଙ୍କ ବିନା ବିହାର ଚାଲିବା ଅସମ୍ଭବ :…

ପାଟଣା : ଗତ କିଛିଦିନ ଧରି ବିହାର ରାଜନୀତିରେ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ବିହାରର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ସହ ଭାଙ୍ଗିଯାଇଛି ବିଜେପି-ଜେଡିୟୁ ମେଣ୍ଟ ସରକାର। ଏଥିସହ ନୀତୀଶ କୁମାର  ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବା ସହ  ନୂଆ ସରକାର ଗଠନ…

ବିହାର ଦେଖିବ ନୂଆ ସରକାର :…

ପାଟନା : ବିହାର ରାଜନୀତିରେ ଗତ କିଛିଦିନ ଧରି ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାର ଆଜି ଅପରାହ୍ଣରେ ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟିଥିଲେ। ତାଙ୍କ ସହ ରାଜ୍ୟରେ ସୃଷ୍ଟି ହୋଇଥିବା…

ବିହାରରେ ଭାଙ୍ଗିଲା ଜେଡିୟୁ –…

ନୂଆଦିଲ୍ଲୀ: ବିହାର ରାଜନୀତିରେ ହଟଚମଟ । ଭାଙ୍ଗିଲା ବିହାରରେ ମେଣ୍ଟ ସରକାର । ଆଜି ବସିଥିବା ଜେଡିୟୁ ବୈଠକରେ ମେଣ୍ଟ ଭାଙ୍ଗିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ଫଳରେ ଅଲଗା ହେଇଛନ୍ତି ଜେଡିୟୁ - ବିଜେପି। ବିଜେପି ହତ ଛାଡି ପୁଣି ଆରଜେଡି ସହ ମେଣ୍ଟ କରିବ ଜେଡିୟୁ ।  ଆଜି ଅପରାହ୍ନ ୪ଟାରେ…

ବିହାରରେ ଭାଙ୍ଗିପାରେ ଜେଡିୟୁ-ବିଜେପି…

ପାଟନା: ବିହାରରେ ଭାଙ୍ଗିପାରେ ଜେଡିୟୁ-ବିଜେପି ମେଣ୍ଟ ! ବିହାରରୁ ବିଦା ହୋଇପାରେ ବିଜେପି । ବିଜେପିଠାରୁ ଅଲଗା ହୋଇ ଆରଜେଡି, ବାମଦଳ ଓ କଂଗ୍ରେସ ସହ ସରକାର ଗଠନ ପାଇଁ ନୀତିଶ କୁମାର ପ୍ଲାନ କରୁଥିବା ଜଣାପଡ଼ିଛି । ଯାହାକୁ ନେଇ ଦଳୀୟ ବିଧାୟକ ଓ ଏମପିଙ୍କ ସହ ଆଲୋଚନା ପାଇଁ ଜରୁରିକାଳୀନ ବୈଠକ…