ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

BHUBANESWAR

ଅନ୍ଧାରୁଆ ବାୟୋଟେକ୍‌ ପାର୍କସ୍ଥିତ…

ଭୁବନେଶ୍ୱର: ଆଜି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ଭୁବନେଶ୍ୱର ଅନ୍ଧାରୁଆ ବାୟୋଟେକ୍‌ ପାର୍କସ୍ଥିତ ସାପିଜେନ୍‌ ବାୟୋଲଜିକ୍ସ ଟିକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ ଦୈନିକ ୨.୪ କୋଟି ବିଭିନ୍ନ ପ୍ରକାରର ଟିକା ଉତ୍ପାଦନକ୍ଷମତା ଥିବା ଏହି ପ୍ଲାଣ୍ଟ…

ଆଜିଠାରୁ ଖଣ୍ଡଗିରି କୁମ୍ଭମେଳା; ଭିଡ଼…

ଭୁବନେଶ୍ୱର: ଖଣ୍ଡଗିରି ଉଦୟଗିରି ପାଦଦେଶରେ ଆଜିଠାରୁ ଆରମ୍ଭ ହେବ ପ୍ରସିଦ୍ଧ ମାଘ ମେଳା। ମାଘ ସପ୍ତମୀଠାରୁ ଆରମ୍ଭ ହେବାକୁ ଥିବା ଏହି ମେଳା ୨୪ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରସିଦ୍ଧ କୁମ୍ଭମେଳା ପାଇଁ ସାରା ଦେଶରୁ ଖଣ୍ଡଗିରିକୁ ସାଧୁସନ୍ଥମାନଙ୍କ ସୁଅ ଛୁଟିଛି। ବିଶ୍ୱଶାନ୍ତି ମହାଯଜ୍ଞ ଲାଗି…

ଚୋରିର ନିଆରା ଷ୍ଟାଇଲ; ସମ୍ଭ୍ରାନ୍ତ…

ଭୁବନେଶ୍ୱର: ଚୋରି କରିବାର ନିଆରା ଢଙ୍ଗ ଆପଣାଉଛନ୍ତି ଲୁଟରା । ଏବେ ଚରି କରିବା ପାଇଁ ବାହାଘର ଓ ରିସେପ୍ସନକୁ ଟାର୍ଗେଟ କରୁଛନ୍ତି ଲୁଟେରା ଗୋଷ୍ଠୀ । ସମ୍ଭ୍ରାନ୍ତ ବେଶରେ ବାହାଘର ଓ ରିସେପ୍ସନକୁ ଯାଉଛନ୍ତି । ଫୁଲତୋଡା ଦେବା ସହ ପରିବାର ସଦସ୍ୟଙ୍କୁ ଭେଟୁଛନ୍ତି । ଆଉ ତା' ପରେ କଳାକନା ବୁଲାଉଛନ୍ତି ।…

ଅକ୍ଷର ଭୂମିର ଲୋକାର୍ପଣ କଲେ…

ଭୁବନେଶ୍ୱର: ଅକ୍ଷର ଭୂମିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲିଠାରୁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଐତିହ୍ୟ ନଗରୀ ଭୁବନେଶ୍ୱର କେନ୍ଦ୍ର ସ୍ଥଳରେ ଏହି ସମ୍ମିଳନୀ ଓଡିଆ ଭାଷାର ଜୟଗାନ କରିବ । ଆମ ଭାଷାର ସୌନ୍ଦର୍ଯ୍ୟ ଓ ଖାଣ୍ଡେଲାଇଟ ପଥରରେ ଲିପିବଦ୍ଧ ହୋଇଥିବା କଳିଙ୍ଗ…

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା:…

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ । ନିଜକୁ ଦୀଲିପ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଗତକାଲି ମଧ୍ୟ ରାତ୍ରରେ ଚାଲିଗଲା ଦିଲୀପଙ୍କ ଜୀବନ । ଏନେଇ ହାଇଟେକ ମେଡିକାଲ କର୍ତ୍ତୃପକ୍ଷଙ୍କ…

ସାଇବର ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ…

ଭୁବନେଶ୍ୱର: ନୂଆବର୍ଷରେ ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସର ମାଷ୍ଟରପ୍ଲାନ । ପୋଲିସ ସହ କାମ କରିବେ ପବ୍ଲିକ ଭଲ୍ୟୁଣ୍ଟର । ବିଭିନ୍ନ ସଫ୍ଟୱର କମ୍ପାନୀର ୨୫ ସାଇବର ଏକ୍ସପର୍ଟ ପୋଲିସ ସହ ଯୋଡି ହୋଇଛନ୍ତି । ନିର୍ବାଚନବେଳେ ସୋସିଆଲ ମିଡ଼ିଆ ଜରିଆରେ ଭ୍ରମ ସୃଷ୍ଟି କରିବା, ଡାର୍କ ୱେବ ଓ ଡିପଫେକ…

ଭୁବନେଶ୍ବରକୁ ପୁଣି ଫେରିଲା ପଥୋତ୍ସବ,…

ଭୁବନେଶ୍ବର: ରାଜଧାନୀକୁ ପୁଣି ଫେରିଲା ପଥୋତ୍ସବ । ଜନପଥରେ ଝୁମିଲେ ରାଜଧାନୀବାସୀ । ଆଜିଠୁ ଭୁବନେଶ୍ବରରେ ପାଳିତ ହେଉଛି ପଥୋତ୍ସବ । ନୂଆ ଢଙ୍ଗ ଓ ନୂଆ ରୂପରେ ଶୀତୁଆ ସକାଳରେ ରାଜଧାନୀକୁ ଫେରିଛି ପଥୋତ୍ସବ । ମାଷ୍ଟରକ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଯାଏଁ ଜମିଛି ଭିଡ଼ । ଖେଳକୁଦ ସାଙ୍ଗକୁ ଶୀତୁଆ ସକାଳର…

ଓଡ଼ିଶାର ଐତିହ୍ୟକୁ ବିଶ୍ବସ୍ତରରେ…

ଭୁବନେଶ୍ୱର(ବିଶ୍ବଜିତ, ସମ୍ପୂର୍ଣ୍ଣା): ଉତ୍କଳୀୟ କଳା ସଂସ୍କୃତି ଐତିହ୍ୟ ଓ ସ୍ଥାପତ୍ୟ କଳାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏହାକୁ ଗତି ପ୍ରଦାନ କରିବା ସହିତ ଦେଶବିଦେଶରେ ଥିବା ଓଡ଼ିଆଙ୍କୁ ଏକତ୍ରିତ କରି ଓଡ଼ିଆ ସଂସ୍କୃତିକୁ…

କମିଶନରେଟ ପୋଲିସ କବଜାରେ ବାଇକ ଲୁଟେରା…

ଭୁବନେଶ୍ୱର: କମିଶନରେଟ ପୋଲିସ କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ । ଦୁର୍ଦ୍ଦାନ୍ତ ଲୁଟେରା ସାନୁ ସହ ଦୁଇ ସହଯୋଗୀଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଭିଯୁକ୍ତଙ୍କ ପାଖରୁ ୨୦ଟି ବାଇକ ଜବତ କରିଛି ପୋଲିସ । ଲୁଟେରା ସାନୁ ବାଇକ ଲୁଟ କରୁଥିବାବେଳେ ଦୁଇ ସହଯୋଗୀ ବାଇକ କିଣୁଥିଲେ । ଅଭିଯୁକ୍ତ ସାନୁ…

କଳିଙ୍ଗରେ ନୂଆ କୀର୍ତ୍ତିମାନ, ଦେଶର…

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ କଂପ୍ଲେକ୍ସରେ ଯୋଡି ହେଲା ଆନ୍ତର୍ଜାତୀୟ ମାନର କ୍ରୀଡ଼ା ବିଜ୍ଞାନ କେନ୍ଦ୍ର । କ୍ରୀଡ଼ା ଜଗତରେ ଇତିହାସ ଲେଖିଲା ଓଡ଼ିଶା। କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରି…