ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

BHUBANESAWR

ଆଉ ୪ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ…

ଭୁବନେଶ୍ୱର: ଗୁରୁବାର କଂଗ୍ରେସର ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀ ମନୋଜ ରଥ, ଭୁବନେଶ୍ୱର ମଧ୍ୟ – ପ୍ରକାଶ ଜେନା, ଭୁବନେଶ୍ୱର ଉତ୍ତର ଅଶୋକ ଦାସ।

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ବାହୁଡା଼…

ଭୁବନେଶ୍ବର: ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ବାହୁଡା଼ ଯାତ୍ରା। ହେଲେ ଅଧାରେ ଅଟକିଲା ମହାପ୍ରଭୁଙ୍କ ରୁକୁଣା ରଥ । ଶୀତଳ ଷଷ୍ଠୀ ଅଞ୍ଚଳରେ ଅଟକିଲା ରୁକୁଣା ରଥ। ସନ୍ଧ୍ୟା ହୋଇ ଯିବାରୁ ରଥଟଣା ବନ୍ଦ ହୋଇଛି। ପୁଣି ଆସନ୍ତାକାଲି ୩ଟା ବେଳେ ରଥ ଟଣା ହେବ। ଯେହେତୁ ଆସନ୍ତାକାଲି ୬ ଦିନ ହେଉଛି ସେଥିପାଇଁ…

ମହଙ୍ଗା ମାଡ: ତୈଳଦର ଵୃଦ୍ଧି ପରେ…

ଭୁବନେଶ୍ବର: ଖାଉଟିଙ୍କୁ ମହଙ୍ଗା ମାଡ । ରାଜ୍ୟରେ ପୁଣି ବଢିଲା ବସ୍ ଭଡା। ଡିଜେଲ ଦର ବୃଦ୍ଧି ଯୋଗୁ ବସଭଡା ବୃଦ୍ଧି ପାଇଛି। ସାଧାରଣ ବସ୍ ଭଡା କିଲୋମିଟର ପିଛା ୮୭ରୁ ୯୦ ପଇସାକୁ ବୃଦ୍ଧି । ସେହିପରି ଏକ୍ସପ୍ରେସ୍ ବସ ଭଡା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ତା ସହିତ ଡିଲକ୍ସ ବସ ଭଡା…

ରାସ୍ତା ଖୋଳି ଛାଡ଼ି ଦେଉଛନ୍ତି ବିଭାଗ;…

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ପ୍ରମୁଖ ପିଚୁରାସ୍ତା ଉପରେ ପ୍ୟାଚ୍‍ ପଡ଼ୁଛି। ହେଲେ ପିଚୁ ଭାଙ୍ଗି ମାଟି ଦିଶୁଥିବା ରାସ୍ତାରେ ବର୍ଷବର୍ଷ ଧରି ମରାମତି କରାଯାଉ ନାହିଁ। ବର୍ତ୍ତମାନ ଖୋଳାଯାଇଥିବା ରାସ୍ତା ରାଜଧାନୀବାସୀଙ୍କ ଚିନ୍ତାର କାରଣ ପାଲଟିଛି। ବିଶେଷକରି ବିଦ୍ୟୁତ ବିଭାଗ ପକ୍ଷରୁ ରାଜଧାନୀର…

‘ପଞ୍ଚାୟତ’ ପରେ ଜୋର୍‌ ଧରିବ ପୌର…

ଭୁୁବନେଶ୍ୱର: ରାଜ୍ୟରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ତାତି ଉଷ୍ମ ହେବାରେ ଲାଗିଛି। ପଞ୍ଚାୟତ ଫଳାଫଳ ଘୋଷଣା ବେଳକୁ ପୌର ନିର୍ବାଚନ ନେଇ ଆନୁଷ୍ଠାନିକ ବିଗୁଲ୍‍ ବାଜିବ ବୋଲି ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରାକ୍‍ ପ୍ରସ୍ତୁତିରୁ ଏ ନେଇ ସଙ୍କେତ…

ଆସନ୍ତାକାଲିଠୁ ନନ୍ଦନକାନନ ପିଣ୍ଡି…

ଭୁବନେଶ୍ବର: ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ବଡ଼ଦିନ ଓ ନୂଆବର୍ଷ ଅପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ସ୍ଵତନ୍ତ୍ର ଭାବେ ପିଣ୍ଡି ବୁକିଂ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କରୋନାର ସମସ୍ତ ନୀତି ନିୟମକୁ ଅନୁପାଳନ କରି ଏଠାରେ ବଣଭୋଜି ଚାଲିବ ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ଦିଆଯାଇଛି। ନନ୍ଦନକାନନ…

୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର…

ଭୁବନେଶ୍ୱର: ୩୧ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ତଥା ୮ମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି । ଯେଉଁଥିରେ ୨୭ଟି ବିଭାଗରେ ଚଳଚ୍ଚିତ୍ର ପୁରସ୍କାର ଦିଆଯିବା ସହିତ ୨୦ଟି ବିଭାଗରେ ଟେଲି ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ…

ନଭେମ୍ବର ମଧ୍ୟଭାଗରେ ୩ଟି ଲଘୁଚାପ…

ଭୁବନେଶ୍ୱର: ନଭେମ୍ବର ୧୫ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ତିନୋଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାଫଳରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ଭାରୀ ବର୍ଷା ହୋଇପାରେ। କେତେକ ମଡେଲ ଅନୁଯାୟୀ ଆଗାମୀ ଦୁଇ ସପ୍ତାହ ଯାଏଁ ଏହାର ପ୍ରଭାବ ରାଜ୍ୟରେ ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ…

ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି…

ଭୁବନେଶ୍ବର: ଅସହ୍ୟ ହେଲାଣି ମହଙ୍ଗା ମାଡ଼ । ଦରବୃଦ୍ଧି ମାଡ଼ରେ ଲୋକଙ୍କ ଅଣ୍ଟା ଭାଙ୍ଗିଲାଣି । ବିକାଶ କଥା କହି ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଛି; କିନ୍ତୁ ଅତ୍ୟାବଶ୍ୟକ ଦରଦାମ ବୃଦ୍ଧି ଯୋଗୁଁ ଦେଶବାସୀ ଆଜି ଭୋକରେ ଅଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ, ଇନ୍ଧନ, ଏଲ୍‌ପିଜି ଦର ହୁ ହୁ ହୋଇ ବଢ଼ି…

ଯୁକ୍ତ ତିନି ସ୍ପଟ୍ ନାମଲେଖା ପାଇଁ ମେଧା…

ଭୁବନେଶ୍ୱର: ଯୁକ୍ତ ୩ ରେ ଖାଲି ରହିଥିବା ୧ ଲକ୍ଷ ୩ ହଜାର ସିଟ୍‌ରେ ସ୍ପଟ୍ ନାମଲେଖା ଆସନ୍ତା ୨୭ରୁ ଆରମ୍ଭ ହେବାକୁ ଥିବାବେଳେ ଆଜି ମେଧା ତାଲିକା ପ୍ରକାଶ ପାଇବ। ଆଜି କଲେଜର ଇସ୍ପେସରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପିଲାଙ୍କ ତାଲିକା ପ୍ରକାଶ ପାଇବ। ୨୪ରୁ ୨୭ ତାରିଖ ମଧ୍ୟରେ…