Browsing Tag

BHOPAL

ଭୋପାଳ ଗ୍ୟାସ୍ ଟ୍ରାଜେଡି ମାମଲାରେ…

ନୂଆଦିଲ୍ଲୀ: ଭୋପାଳ ଗ୍ୟାସ ଟ୍ରାଜେଡି ପୀଡ଼ିତଙ୍କୁ ଅତିରିକ୍ତ କ୍ଷତିପୂରଣ ପାଇଁ ଦାଏର ହୋଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ଘଟଣାର ପୀଡିତଙ୍କୁ ମିଳିବନି ଅତିରିକ୍ତ ସହାୟତା । ସୁପ୍ରିମକୋର୍ଟରେ ୫ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା ଉପରେ ବିଚାର କରି ଏହି ନିଷ୍ପତ୍ତି…

ମଧ୍ୟପ୍ରଦେଶର ବେତୁଲ୍‌ରେ ମର୍ମନ୍ତୁଦ ସଡକ…

ଭୋପାଳ: ମଧ୍ୟପ୍ରଦେଶର ବେତୁଲରେ ଗୁରୁବାର ବିଳମ୍ବିତ ରାତିରେ ଏକ ବସ୍ ଓ ଟ୍ରାଭେରା ମଧ୍ୟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ୧୧ ଜଣଙ୍କ ଜୀବନ । ବେତୁଲର ପରତୱାଡା ଜାତୀୟ ରାଜପଥ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଏକ ବସ୍ ଏବଂ ଟ୍ରାଭେରା ମଧ୍ୟରେ ମୁହାଁମୁହିଁ ଧକ୍କା…

ଝିଅଙ୍କ ବିବାହ ବୟସ ବୃଦ୍ଧି ଭୟ: ମାସକରେ…

ଭୋପାଳ: ଦେଶରେ ଝିଅଙ୍କ ବିବାହ ବୟସ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ବିବାହ (ନିକାହ) ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ମଧ୍ୟପ୍ରଦେଶର ଭୋପାଳ, ଗ୍ବାଲିୟର ଭଳି ୧୦ ସହରରେ ବିବାହ ସଂଖ୍ୟା ୪୨ରୁ ୭୦୦ ପ୍ରତିଶତକୁ ବୃଦ୍ଧି ପାଇଛି। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ…

ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ…

ଭୋପାଳ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ନାଁ’ରେ ଓ୍ବାରେଣ୍ଟି ଜାରି କରିଛି ଭୋପାଳ କୋର୍ଟ । ସୋମବାର ଅମିଶାଙ୍କ ବିରୋଧରେ ଏହି ଓ୍ବାରେଣ୍ଟ ଜାରି କରାଯାଇଛି । ଅମିଶା ପଟେଲଙ୍କ ବିପକ୍ଷରେ ଏକ ଚେକ୍ ବାଉନ୍ସ କେସ୍ ଚାଲୁଛି । ଯାହା ଫଳରେ ତାଙ୍କୁ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟରେ ହାଜର ହେବାକୁ…

ଏଣିକି ବିଷାକ୍ତ ତଥା ଅପମିଶ୍ରିତ ମଦ…

ଭୋପାଳ: ବିଷାକ୍ତ ତଥା ଅପମିଶ୍ରିତ ମଦ ବିକ୍ରି କରୁଥିବା ଲୋକଙ୍କୁ ଆଉ ତ୍ରାହି ନାହିଁ । ବିଷାକ୍ତ ମଦ ବିକ୍ରି କରୁଥିବା ଲୋକଙ୍କ ବିରୋଧରେ ମଧ୍ୟପ୍ରଦେଶ ସରକାର ନେଇଛନ୍ତି କଡ଼ା ଆଭିମୁଖ୍ୟ । ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ମଧ୍ୟପ୍ରଦେଶରେ ଦଣ୍ଡବିଧାନ ଆହୁରି କଠୋର ହୋଇଛି । ସମ୍ପ୍ରତି ଏଭଳି ଘଟଣା ପାଇଁ…

‘ମରିବାର ଅଛି ତ ମରିଯାଅ’ : ସ୍କୁଲ ଫିକୁ…

ଭୋପାଳ : ସ୍କୁଲ ଫିକୁ ନେଇ ମଧ୍ୟପ୍ରଦେଶ ରାଜ୍ୟ ଶିକ୍ଷାମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି। କରୋନା କାଳରେ ଅଧÒକାଂଶ ଲୋକ ନିଯୁକ୍ତି ହରାଇଥÒବା ବେଳେ ଅନେକ ଲୋକଙ୍କ ଆୟ ମଧ୍ୟ କମିଛି। ଏହାବ୍ୟତୀତ ଅଧÒକାଂଶ ଦିନ ଧରି ସ୍କୁଲ ବନ୍ଦ ରହିଛି। ଏହା ସତ୍ତ୍ବେ ବି ଅନେକ ସ୍କୁଲ…