ମୁଁ ତୋତେ ସାହାଯ୍ୟ କରିବି, ମୋ କଥା ଟିକେ…
ଭଦ୍ରକ : ଅଭିଯୁକ୍ତର ସ୍ତ୍ରୀକୁ ପୁଲିସ ବାବୁଙ୍କ ପ୍ରେମ। ସ୍ୱାମୀକୁ ବେଲ୍ରେ ବାହାର କରିଦେବାକୁ କହି ଅଭିଯୁକ୍ତ ସ୍ତ୍ରୀ ସହିତ ହେଉଥିଲେ ନାନା କଥା । ଅଭିଯୁକ୍ତ ଜେଲ୍ରେ ଥିବେ ବେଳେ ପୁଲିସ ବାବୁ ଅଭିଯୁକ୍ତର ସ୍ତ୍ରୀକୁ ଫୋନ୍ କରି ତାଙ୍କ ସ୍ବାମୀକୁ ଜେଲ୍ରେ ବାହାର କରିବାକୁ ଦେଉଥିଲେ ପ୍ରତିଶ୍ରୁତି।…