ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

bhadrak

ଘରେ ପଶି ପୂର୍ବତନ ସିଡିଏମଓଙ୍କୁ…

ଭଦ୍ରକ: ଘରେ ପଶି ପୂର୍ବତନ ସିଡିଏମଓଙ୍କୁ ଛୁରାମାଡ଼। ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରଘୁନାଥ ପାଢୀଙ୍କୁ ଛୁରା ମାଡ଼ ହୋଇଛି। ଭଦ୍ରକ ଟାଉନ ଥାନା ଅଞ୍ଚଳରେ ନିଜ ଘରେ ଥିବାବେଳେ ଦୁର୍ବୃତ୍ତ ଆକ୍ରମଣ କରିଥିବା ସୂଚନା ମିଳିଛି। ଆହତ ରଘୁନାଥଙ୍କୁ ଜିଲ୍ଲା ମୁଖ୍ୟ…

ବିନା ପ୍ରଶିକ୍ଷଣ, ବିନା ପ୍ରେରଣାରେ କୁନି…

ଭଦ୍ରକ(ଉମାକଲ୍ୟାଣ ମହାପାତ୍ର): ନା ଅଛି ହାତରେ ତୂଳୀ ନା ଅଛି ରଙ୍ଗ, ବିଦ୍ୟାଳୟର କଳାପଟା ଆଉ ଚକ ସାହାଯ୍ୟରେ କୁନି ହାତ ଆଙ୍କି ଚାଲିଛି ଭଳିକି ଭଳି ଚିତ୍ର । ଜଣେ ଅଭିଜ୍ଞ ଚିତ୍ରକର ପରି । ବିନା ପ୍ରଶିକ୍ଷଣ, ବିନା ପ୍ରେରଣାରେ ନୂତନ ପରିଚୟ ସୃଷ୍ଟି କରିବା ପାଇଁ କୁନି ହାତ କରୁଛି ସଂଘର୍ଷ । ଏହି କୁନି…

ସାଙ୍ଗ ପାଲଟିଲା ସଇତାନ୍; ମୋବାଇଲ ପାଇଁ…

ଭଦ୍ରକ: ମୋବାଇଲ ପାଇଁ ସାଙ୍ଗକୁ ମାରିଲା ସାଙ୍ଗ । ଏମିତି ଏକ ଅଘଟଣ ଦେଖିବାକୁ ମିଳିଛି ଚନ୍ଦବାଲି ବ୍ଳକ ଅନ୍ତର୍ଗତ ମାଧପୁର ପଞ୍ଚାୟତ ଅଣଖାସାହି ଗ୍ରାମରେ । ଦୁଇ ଦିନ ଧରି ନିଖୋଜ ଥିବା ସୁକାନ୍ତ ଦାସର ଶବ ଗତକାଲି ନଟିଆ ଜୋରରୁ ଉଦ୍ଧାର ହେବା ପରେ ଚନ୍ଦବାଲି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ…

ସ୍ତ୍ରୀକୁ ହତ୍ୟା କରି ଧାନ ବିଲରେ…

ବାସୁଦେବପୁର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରି ଧାନ ବିଲରେ ଫିଙ୍ଗିଦେଲା ନୃସଂଶ ସ୍ୱାମୀ । ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବିନାୟକପୁର ଛକ ବଡ଼ପଦା ନିକଟରୁ ସ୍ତ୍ରୀର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ବିନାୟକପୁର…

ଝିଅକୁ ଧରି ନଦୀକୁ ଡେଇଁଲା ବାପା, ଖୋଜା…

ଭଦ୍ରକ: ଝିଅକୁ ଧରି ନଦୀକୁ ଡେଇଁଲା ବାପା । ଭଦ୍ରକ ଆଖୁଆପଦା ବୈତରଣୀକୁ ବାପାଝିଅ ଡେଇଁପଡ଼ିଛନ୍ତି । ଗତକାଲି ରାତିରେ ଆଖୁଆପଦା ପୋଲରୁ ଡେଇଁ ବାପାଝିଅ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ହେଲେ ଚନ୍ଦନ ସାହୁ ଓ ତାଙ୍କ ନାବାଳିକା ଝିଅ ।ଭଣ୍ଡାରିପୋଖରୀ ଥାନା ପରମାନନ୍ଦପୁର ଗାଁରେ ଚନ୍ଦନଙ୍କ ଘର । ମାସେ…

ବିଦ୍ୟୁତ ଖୁଣ୍ଟରେ ପିଟିହେଲା ସ୍କୁଟି;…

ଭଦ୍ରକ: ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା କଲେଜ ରୋଡରେ ଆଜି ମଧ୍ୟାହ୍ନରେ ସ୍କୁଟି ଦୁର୍ଘଟଣା ଘଟି ଜଣେ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇଜଣଙ୍କୁ କଟକ ଏସସିବି ସ୍ଥାନାନ୍ତରିତ କରାଯାଇଛି । ତିନିଜଣ କଲେଜ…

୫୮ ବର୍ଷ ପରେ ପାକିସ୍ତାନ ଜେଲ୍‌‌ରୁ…

ଭଦ୍ରକ: ୧୯୬୫ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଲ୍ୟାଣୀ ଗାଁର ସୈନିକ ଆନନ୍ଦଚନ୍ଦ୍ର ପତ୍ରୀ ପାକିସ୍ତାନ ସୈନ୍ୟଙ୍କ ଦ୍ୱାରା ଧରାହୋଇ ସେବେଠାରୁ ଯୁଦ୍ଧବନ୍ଦୀ ଭାବେ ଲାହୋର ଜେଲ୍‌‌ରେ ବନ୍ଦୀ ଜୀବନ କାଟୁଛନ୍ତି। ୫୮ବର୍ଷ ହେବ ବନ୍ଦୀ ହୋଇ ରହିଥିବା…

୨୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ…

ଚାନ୍ଦବାଲି: ୧.୯୦୦ କିଲୋଗ୍ରାମ ଗଞ୍ଜେଇ ଜବତ । ଭଦ୍ରକ ଅବକାରୀ ବିଭାଗ ଚଢ଼ାଉ କରି ଏତେ ମାତ୍ରାରେ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ…

ଚନ୍ଦ୍ରଯାନ-୩ ର ସଫଳ ଅବତରଣ ପାଇଁ…

ଭଦ୍ରକ: ବିଶ୍ୱର ନଜର ଏବେ ଚନ୍ଦ୍ରଯାନ-୩ ଉପରେ। ଆଜି ସଫଳ ଲ୍ୟାଣ୍ଡିଙ୍ଗ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏବେ ସବୁଠି ସଫଳତା କାମନା କରାଯାଉଛି । ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା ଓ ଦୀପ ଦାନ କରାଯାଉଛି । ଭଦ୍ରକ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ…

ଭଦ୍ରକ ଜିଲ୍ଲା ଚନ୍ଦସାହି ଗାଁର ନିଆରା…

ଭଦ୍ରକ(ଉମାକଲ୍ୟାଣ ମହାପାତ୍ର): ଗାଁରେ ଅସୁର ପୂଜା କାନକୁ ଅଡୁଆ ଲାଗୁଥିବ । ଦେବତାଙ୍କୁ ପୂଜା ନ କରି ଅସୁରଙ୍କୁ ପୂଜା କରାଯାଉଛି ଏହି ଗାଁ ରେ । ଶହ ଶହ ବର୍ଷ ଧରି ଶମ୍ବରାସୁର ପୂଜା ହୋଇ ଆସୁଛି । ଯଦିଓ ଏ ପୂଜା ପ୍ରକୃତରେ କେବେଠୁ ଆରମ୍ଭ ହୋଇଛି, ଗାଁ ଲୋକେ ଠିକରେ କହିପାରୁ ନାହାନ୍ତି, ତଥାପି ବାପ…