Browsing Tag

Berhampur

ବ୍ରହ୍ମପୁର ସରକାରୀ ଆଇଟିଆଇ ପରିସରରେ…

ବ୍ରହ୍ମପର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀରେ ବ୍ରହ୍ମପୁର ସରକାରୀ ଆଇଟିଆଇ ପରିସରରେ ଉଦଘାଟିତ ହୋଇଯାଇଛି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି । ବିଜୁ ବାବୁଙ୍କ ଏହି ପ୍ରତିମୂର୍ତ୍ତିଟି ୧୦ ଫୁଟ ଉଚ୍ଚତା ରହିଥିବା ବେଳେ ଅଦରକାରୀ ବ୍ରାସ୍ , ଆଇରନରେ ନିର୍ମିତ କରିଛନ୍ତି ଆଇଟିଆଇର…

ଚଳନ୍ତା ଟ୍ରେନ୍‌‌ରୁ ଡେଇଁପଡ଼ିଲେ ଯୁବକ,…

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନରେ ଏକ ଚଳନ୍ତା ଟ୍ରେନରୁ ଜଣେ ଯୁବକ ପ୍ଲାଟଫର୍ମକୁ ଡେଇଁପନ୍ତିଛନ୍ତି। ସେ ଟ୍ରେନରୁ ଡେଇଁ ରେଳଧାରଣା ଭିତରକୁ ଟାଣି ହୋଇ ଯାଉଥିବାବେଳେ ସେଠାରେ କାର୍ଯ୍ୟରତ ଜଣେ ଆରପିଏଫ କନଷ୍ଟେବଳ ତାଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇ ଦେଇଛନ୍ତି। ରବିବାର ଅପରାହ୍ନ ୧୨ଟା ୪୦ରେ…

ବାଟବରଣ ବେଳେ ମାଡିଗଲା ସ୍କର୍ପିଓ: ୩ମୃତ,…

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ମାଣ୍ଡିଆପଲ୍ଲୀ ଗାଁ ନିକଟରେ କନ୍ୟା ଯାତ୍ରୀର ବାଟବରଣ ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୧୨ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ଏଥିରେ ଦୁଇ ଜଣ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର TPSODL ର…

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଟିପିଏସଓଡିଏଲ୍ ସିନିୟର୍ ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରମୋଦଙ୍କ ବାସଭବନ ଏବଂ ଅଫିସ ସମେତ ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ଚଢାଉ । ବ୍ରହ୍ମପୁର ସିଦ୍ଧାର୍ଥ ନଗର ପ୍ରଥମ ଲେନରେ ତିନି ମହଲା କୋଠା, ଆଙ୍କୁଲି…

ଟିଉସନ ଘରେ ପଶି ମହିଳାଙ୍କୁ ମରଣାନ୍ତକ…

ବ୍ରହ୍ମପୁର: ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ବ୍ରହ୍ମପୁର ବଡବଜାର ଥାନା ରଘୁପତି ନଗର ଅଞ୍ଚଳରେ ଘଟିଛି ଏହି ଅଘଟଣ। ମହିଳାଙ୍କୁ ବଞ୍ଚାଇବାକୁ ଯାଇ ଟିଉସନ ଦିଦିଙ୍କ ବଡ଼ ଭଉଣୀ ବି ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣରେ ଉଭୟ ଗୁରୁତର ହୋଇଥିବା ସୂଚନା ମିଳିଛି । ଆକ୍ରମଣ କରିଥିବା ଯୁବକ…

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ…

ଗଞ୍ଜାମ: କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଛାତ୍ରୀ ଜଣକ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ତରେଇପାଟପୁର ଗ୍ରାମର କୈଳାଶ ଚନ୍ଦ୍ର ବେହେରାଙ୍କ ଝିଅ ରୋଜା ବେହେରା (15) । ସେ କସ୍ତୁରଵା ଗାନ୍ଧୀ ବାଳିକା ବିଦ୍ୟାଳୟରେ ହଷ୍ଟେଲରେ ରହି ଦଶମ ଶ୍ରେଣୀରେ…

ତିନି ଦିନ ଧରି ସାଇବର ଠକକୁ ଭୁଆଁ…

ବ୍ରହ୍ମପୁର: ସଚେତନ ଥିଲେ ସବୁ ପ୍ରକାର ସମସ୍ୟାରୁ ବର୍ତ୍ତିପାରିବେ ସାଧାରଣ ଲୋକ । ସମ୍ପ୍ରତି ସାଇବର ଠକମାନେ ବିଭିନ୍ନ ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଖାଲି କରିଦେଉଛନ୍ତି । ଏପରି ପରିସ୍ଥିତିରେ ବ୍ରହ୍ମପୁର ସହରର ଜଣେ ମହିଳା ବାରମ୍ବାର…

ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ପରିସରରେ…

ବ୍ରହ୍ମପୁର: ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ପରିସରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଜ ଦେହରେ କିରାସିନି ଢାଳି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ବ୍ରହ୍ମପୁର ରେଗିଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛ। ତେବେ SDJM କୋର୍ଟକୁ  ସେ କେଉଁ କାରଣରୁ ଆସିଥିଲେ ତାହା ଜଣା ପଡ଼ିନାହିଁ। ତେବେ…

ଟିକସ ଫାଙ୍କିବା ପଡିଲା ମହାଙ୍ଗା: ୨…

ବାରିପଦା: ଟିକସ ଫାଙ୍କିବା ଅଭିଯୋଗରେ ଦୁଇ ଗୋଟି ଟ୍ରକ୍‌କୁ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜୋରିମାନା କରିଛନ୍ତି ସେଣ୍ଟ୍ରାଲ ଏକ୍ସସାଇଜ ଓ ଜିଏସ୍‌ଟି ଟିମ। ସୂଚନା ଅନୁଯାୟୀ, ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଗୁଟକା ଓ ପାନ ମସଲା ଆଦି ବୋଝେଇ କରି ଯାଉଥିଲା ଉକ୍ତ ଟ୍ରକ ଦ୍ୱୟ। ବିଶ୍ୱସ୍ତସୂତ୍ରରୁ ଖବର ପାଇ…

ଆରପାରିରେ ବର୍ଷୀୟାନ ଲେଖକ ପ୍ରଫେସର…

ବ୍ରହ୍ମପୁର: ଓଡ଼ିଆ ସାହିତ୍ୟ ଜଗତରେ ଗୋଟିଏ ଯୁଗର ଅବସାନ । ଓଡିଆ ସାହିତ୍ୟର ଗବେଷକ ଓ ବର୍ଷୀୟାନ୍ ଲେଖକ ପ୍ରଫେସର ଡ. ସୁଦର୍ଶନ ଆଚାର୍ଯ୍ୟଙ୍କ ପରଲୋକ । ଆଜି ସକାଳ ୧୦ଟାରେ ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସୁଦର୍ଶନ ଆଚାର୍ଯ୍ୟ । ୨୦୦୬ ମସିହାରେ ଓଡିଶା ସରକାରଙ୍କ ସର୍ବୋଚ୍ଚ ସାହିତ୍ୟିକ…