ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Bengaluru

ବିବାହ ପାଇଁ ରାଜି ନ ହେବାରୁ ପ୍ରେମିକାକୁ…

ବେଙ୍ଗାଲୁରୁ: ବାହା ହେବାକୁ ପ୍ରେମିକା ମନା କରିବାରୁ ରାଗରେ ଛୁରି ଭୁସି ହତ୍ୟାକଲା ନୃଶଂସ ପ୍ରେମିକ। ବେଙ୍ଗାଲୁରୁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ଶନିବାର ସନ୍ଧ୍ୟାରେ ସହରର ସାଲିନି ଗ୍ରାଉଣ୍ଡ ଅଞ୍ଚଳରେ ଏହି ଘଟଣା ଘଟିଛି। ପ୍ରେମିକା ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ପ୍ରେମିକ ତାଙ୍କୁ…

ଲଢୁଆ ବିମାନ ‘ତେଜସ’ରେ…

ବେଙ୍ଗାଲୁରୁ: ଫାଇଟର୍‌ ପ୍ଲେନ୍‌ 'ତେଜସ'ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବେଙ୍ଗାଲୁରୁ ହାଲ୍ ଏୟାରବେସରୁ ତେଜସରେ ଉଡ଼ାଣ ଭରିଲେ ମୋଦି । ଉଡ଼ାଣ ପରେ ହାଲ୍, DRDO ଏବଂ ବାୟୁସେନାକୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ୍…

ବେଙ୍ଗାଲୁରୁରେ ଆୟକର ବିଭାଗର ଚଢ଼ାଉବେଳେ…

ବେଙ୍ଗାଲୁରୁ: କୋଟିଏ କି ଦୁଇ କୋଟି ନୁହେଁ, ରେଡବେଳେ ପୁରା ନଗଦ ୪୨ କୋଟି ଟଙ୍କା ଦେଖି ଅଧିକାରୀଙ୍କ ଆଖି ଟେରା ହୋଇଗଲା । କର୍ଣ୍ଣାଟକରେ ଆୟକର ବିଭାଗର ଚଢ଼ାଉବେଳେ କଣ୍ଟ୍ରାକ୍ଟରଙ୍କ ଘରୁ ଜବତ ହୋଇଛି ନଗଦ ୪୨ କୋଟି ଟଙ୍କା । ଏତେ ପରିମାଣର ଟଙ୍କାକୁ ଖଟ ତଳେ ପ୍ରାୟ ୨୩ଟି ପେଟିରେ ରଖିଥଲେ କଣ୍ଟ୍ରାକ୍ଟର ।…

ବିଦେଶ ଗସ୍ତରୁ ଫେରି ଇସ୍ରୋ ମୁଖ୍ୟାଳୟରେ…

ବେଙ୍ଗାଲୁରୁ: ଗ୍ରୀସ ଗସ୍ତରୁ ଫେରି ସିଧା ବେଙ୍ଗାଲୁରୁର ଇସ୍ରୋ ମୁଖ୍ୟାଳୟରେ ପହଞ୍ଚିଥିଲେ ମୋଦୀ । ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି ଚନ୍ଦ୍ରଯାନ-୩ ମିଶନରେ ସମ୍ପୃକ୍ତ ବୈଜ୍ଞାନିକଙ୍କୁ ଭେଟି ପ୍ରଂଶସା କରିଛନ୍ତି। ଚନ୍ଦ୍ରଯାନ-୩କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିବା ଇସ୍ରୋର ସବୁ ବୈଜ୍ଞାନିକମାନଙ୍କୁ ସାଲ୍ୟୁଟ୍ ଜଣାଇ…

ବିଜେପି ବିରୋଧରେ ବେଙ୍ଗାଲୁରୁରେ ଆଜିଠୁ…

ନୂଆଦିଲ୍ଲୀ: ଆଜିଠାରୁ ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ଦୁଇ ଦିନିଆ ବୈଠକ ଆରମ୍ଭ ହେବାକୁ ଯାଉଛି। ୨୦୨୪ ନିର୍ବାଚନରେ କେନ୍ଦ୍ରରୁ ବିଜେପିକୁ ହଟାଇବା ଉଦ୍ଦେଶ୍ୟରେ ପ୍ରମୁଖ ବିରୋଧୀ ଦଳଙ୍କ ପ୍ରଥମ ବୈଠକ ପାଟନା ଠାରେ ଅନୁଷ୍ଠିତ ହୋଇଥିବା ବେଳେ ବେଙ୍ଗାଲୁରୁ ଠାରେ ଦ୍ବିତୀୟ ବୈଠକ ହେବାକୁ ଯାଉଛି। ଏହି ବୈଠକରେ…

ପୁଣି ବାଗଚୀ ଦମ୍ପତିଙ୍କ ବଡ଼ ପଣ: ଓଡ଼ିଶା…

ଭୁବନେଶ୍ୱର: ପୁଣି ବଡ ହୃଦୟ ଦେଖାଇଲେ ବାଗଚୀ ଦମ୍ପତି । ଓଡ଼ିଶା ପରେ ବେଙ୍ଗାଲୁରୁରେ ବାଗଚୀ ଦମ୍ପତିଙ୍କ ଚର୍ଚ୍ଚା । ବେଙ୍ଗାଲୁରୁରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପାଇଁ ପାର୍ଥସାରଥିଙ୍କ ସହ ୪୨୫କୋଟି ଟଙ୍କା ଦାନ କଲେ ସୁଶ୍ମିତା ବାଗଚୀ ଓ ସୁବ୍ରତ ବାଗଚୀ । ପାର୍ଥସାରଥିଙ୍କ ସହ ମିଶି ନିର୍ମାଣ କରିବେ…

ଷଣ୍ଢର ଦାମ ଏକ କୋଟି ଟଙ୍କା !

ବେଙ୍ଗାଲୁରୁ: ଗୋଟିଏ ଷଣ୍ଢର ଦାମ୍ ଯଦି କୋଟିଏ ଟଙ୍କା ତେବେ ଏହାକୁ କେହି ବିଶ୍ବାସ କରିବେ ନାହିଁ । କିନ୍ତୁ ବିଶ୍ବାସଯୋଗ୍ୟ ନହେଲେ ମଧ୍ୟ ଏଭଳି ଘଟଣା ବେଙ୍ଗାଲୁରୁରେ ଅନୁଷ୍ଠିତ କୃଷି ମେଳାରେ ଦେଖାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଅନୁଷ୍ଠିତ ଏହି ମେଳାରେ କ୍ରିଷ୍ଣା ନାମକ ସାଢ଼େ ତିନି ବର୍ଷର ଷଣ୍ଢ…

୫ ଶବ ସହ ୪ଦିନ କାଟିଲା କୁନିଝିଅ

ବେଙ୍ଗାଲୁରୁ: କର୍ଣ୍ଣାଟକ ବେଙ୍ଗାଲୁରୁରେ ଦିଲ୍ଲୀ ବୁରାଡି ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ୫ ଶବ ସହ ଗୋଟିଏ କୁନି ଝିଅ ୪ ଦିନ କାଟିଥିବା ଜଣାପଡିଛି। ଶୁକ୍ରବାର ସନ୍ଧ୍ୟାରେ ସହରର ମାଗାଡି ରୋଡ ନିକଟ ତିଗାଲାରପାଲ୍ୟାଠାରେ ଗୋଟିଏ ବନ୍ଦ ଘର ମଧ୍ୟରୁ ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ ଉଦ୍ଧାର…

‘ନାଇଟ୍‌ ଡ୍ରାଇଭ୍‌’ ହେଲା କାଳ :…

ବେଙ୍ଗାଲୁରୁ : ସୋମବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର କୋରମଙ୍ଗଲାରେ ଏକ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତାମିଲନାଡୁର ହୋସୁର ଡିଏମକେ ବିଧାୟକ ୱାଇ ପ୍ରକାଶଙ୍କ ପୁତ୍ର ଏବଂ ଭାବି ବଧୂ ମଧ୍ୟ ସାମିଲ ରହିଥିବା ଜଣାପଡ଼ିଛି। ଏକ ଅଡି କ୍ୟୁ-୩ କାରରେ ବିଧାୟକ ୱାଇ ପ୍ରକାଶଙ୍କ…

କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.…

ବେଙ୍ଗାଲୁରୁ : କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରସ୍ପା ଇସ୍ତଫା ଦେଇଛନ୍ତି। ସୋମବାର ରାଜ୍ୟରେ ଭାଜପା ସରକାର ୨ ବର୍ଷ ପୂରଣ କରିଥିବାବେଳେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥବା ଘୋଷଣା କରିଛନ୍ତି। ତାଙ୍କ ଇସ୍ତଫାକୁ ନେଇ ରାଜ୍ୟର ରାଜନୀତି ସରଗରମ ହେବାରେ ଲାଗିଥିଲା। ଇସ୍ତଫା ଦେବା ପରେ…