ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

BDA

ବିଡିଏ ଆଣିବ ପ୍ରିପେଡ୍‌‌ ବୁକିଂ ଆପ୍‌‌,…

ଭୁବନେଶ୍ୱର: ଅଟୋ ଓ ଟ୍ୟାକ୍ସିରେ ଯାତ୍ରୀମାନଙ୍କ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଖୁବ୍‌‌ଶୀଘ୍ର ଏକ ମୋବାଇଲ ଆପ୍ଲିକେସନ ଲଞ୍ଚ କରିବାକୁ ଯାଉଛି। ଏହି ଆପ୍‌‌ ମାଧ୍ୟମରେ ଯାତ୍ରୀମାନେ ନିଜର ଗନ୍ତବ୍ୟସ୍ଥଳକୁ ସହଜରେ ଓ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ।…

‘ଆମ ଭୂମି’ ଅଭିଯାନର…

ଭୁବନେଶ୍ବର: ବିଡିଏର 'ଆମ ଭୂମି' ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍କରପୁରଠାରେ ଆନନ୍ଦ ବନ ଉଦଘାଟନ କରିବା ଅବସରରେ 'ଆମ ଭୂମି' ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ 'ଆମ ଭୂମି' ର ଲୋଗୋ ମଧ୍ୟ ଉନ୍ମୋଚନ କରିଥିଲେ। ଆମ ଭୂମି ହେଉଛି Assuring…

ଆଫୋର୍ଡେବଲ ହାଉସିଂ ପ୍ରକଳ୍ପ, ୭ହଜାର…

ଭୁବନେଶ୍ୱର: ଉନ୍ନୟନମୂଳକ କାର୍ଯ୍ୟରେ ଉଚ୍ଛେଦ ହୋଇଥିବା ତଥା ଅନ୍ୟ କାରଣରୁ ଗୃହ ହରାଇଥିବା ଲୋକଙ୍କୁ ଶସ୍ତାରେ ଘର ପ୍ରଦାନ କରାଯିବ। ଆଫୋର୍ଡେବଲ୍‌‌ ହାଉସିଂ ପ୍ରକଳ୍ପ ମାଧ୍ୟମରେ ଏଭଳି ଲୋକଙ୍କୁ ଘର ଯୋଗାଇବାକୁ ଯୋଜନା ରହିଛି। ଏଥିରେ ୭ହଜାର ଲୋକଙ୍କୁ ଘର ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ଏହି କଲୋନୀରେ…

5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ…

ଭୁବନେଶ୍ୱର: ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି ଏବଂ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ସେ…

ବିଡିଏରେ ବାଜିବ ‘୫-ଟି’ ଛାଟ: ଟଙ୍କା ନ…

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ରେ ଚାଲିଛି ଦଲାଲ ରାଜ୍‌‌। ଟଙ୍କା ନ ଦେଲେ ଏହି କାର୍ଯ୍ୟାଳୟରେ ଲୋକଙ୍କ ଫାଇଲ୍‌‌ ଘୁଞ୍ଚିବାର ନାଁ ଧରୁନି। ‘୫-ଟି’ ଛାଟକୁ ଭୃକ୍ଷେପ ନ କରି କିଛି ନିର୍ଦ୍ଦିଷ୍ଟ ଅଧିକାରୀ ଫାଇଲ୍‌‌ ପିଛା ଦର ଧାର୍ଯ୍ୟ କରି ନିଜ ପକେଟ୍‌‌ ଗରମ କରୁଛନ୍ତି।…

ତ୍ରାହି ଅଚ୍ୟୁତ ନଗରରେ ଆରମ୍ଭ ହେଲା…

ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ସୁରବାବାଙ୍କ ସାମ୍ରାଜ୍ୟ। ମାଟିରେ ମିଶୁଛି ବହୁଚର୍ଚ୍ଚିତ ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳ । ବେଆଇନ କୋଠା ଗୁଡିକୁ ଆଜି ମାଟିରେ ମିଶାଉଛି ବିଡିଏ । ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ନଗର ମୌଜାରେ ପ୍ରାୟ ୨୧ଟି ଡୁପ୍ଲେକ୍ସ ରହିଛି । ଯେଉଁଗୁଡିକ ବେଆଇନ ଭାବରେ ର୍ନିମାଣ ହୋଇଛି…

ତଥ୍ୟ ଦେବାକୁ ବିଏମ୍‍ସି, ବିଡିଏ…

ଭୁବନେଶ୍ୱର : ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ବିଏମ୍‍ସି ବିଡିଏ ସବୁ ପ୍ରକାର କସରତ କରୁଛନ୍ତି। ଯେମିତି କୌଣସି ପ୍ରକାରେ ସରକାରୀ ତଥ୍ୟ ବାହାରକୁ ନ ଆସିବ ସେନେଇ ଉପର ଅଧିକାରୀଙ୍କଠାରୁ ତଳ କର୍ମଚାରୀମାନେ ପ୍ରୟାସ କରୁଛନ୍ତି। ଏଥିପାଇଁ ବଜେଟ୍‍ ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ମଧ୍ୟ ସାଧାରଣ ଲୋକ…

ଘରୋଇ ପ୍ଲଟରେ ଆପାର୍ଟମେଣ୍ଟ ନିର୍ମାଣ,…

ଭୁବନେଶ୍ୱର : ଭୁବନେଶ୍ୱରରେ ବେଆଇନ୍‍ ଆପାର୍ଟମେଣ୍ଟ ନିର୍ମାଣ ବଢ଼଼ି ଚାଲିଛି। ବିଡିଏର ଆଖିବୁଜା ଅନୁମତି ହେଉ କିମ୍ବା ବିନା ଅନୁମତିରେ ହେଉଥିବା ନିର୍ମାଣ ଯୋଗୁଁ ସହର ଏବେ ଆକ୍ତାମାକ୍ତା ହେବା ଅବସ୍ଥାରେ ପହଞ୍ଚିଛି। ବିଶେଷକରି ସରକାରୀ ପ୍ଲଟ ନେଉଥିବା ଲୋକମାନେ ଏବେ ସହର ପାଇଁ ବଡ଼ ଆହ୍ୱାନ ଠିଆ…

ଅବ୍ୟବସ୍ଥା ଘେରରେ ବିଡିଏ ହୋମିଓପାଥି…

ଭୁବନେଶ୍ୱର : ସ୍ଥାନୀୟ ଲୋକମାନଙ୍କ ସୁବିଧା ନିମନ୍ତେ ଚନ୍ଦ୍ରଶେଖରପୁର ଇଡବ୍ଲ୍ୟୁଏସ୍‍ ନମ୍ବର-୪ ବ୍ଲକ, ବିଡିଏରେ ନିର୍ମାଣ କରାଯାଇଥିଲା ଏକ ହୋମିଓପାଥି ଡାକ୍ତରଖାନା। ଏଠାରେ ଜଣେ ଡାକ୍ତର ଏବଂ ଜଣେ କମ୍ପାଉଣ୍ଡରଙ୍କୁ ମଧ୍ୟ ନିୟୋଜିତ କରାଯାଇ ମାସିକ ଦରମା ପ୍ରଦାନ କରାଯାଉଛି। କିନ୍ତୁ ବିଡ଼ମ୍ବନାର ବିଷୟ…