ମୋଟେରାରେ ଇଂଲଣ୍ଡକୁ ଧରାଶାୟୀ କଲା ଟିମ୍…
ନୂଆଦିଲ୍ଲୀ: ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚକୁ ଗୋଟିଏ ଇଂନିସର ୨୫ ରନରେ ଜିତି ନେଇଛି ଭାରତ। ମାତ୍ର ୩ ଦିନରେ ଶେଷ ହୋଇଛି ଅନ୍ତିମ ଟେଷ୍ଟ। ଏହି ୪ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୩-୧ରେ ବିଜୟୀ ହୋଇଛି।
#TeamIndia complete an…