ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

bbsr

ଆଜି ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଲୋକାର୍ପଣ…

ଭୁବନେଶ୍ୱର: ଆଜି ଲୋକାର୍ପିତ ହେବ ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ୍‌‌ ଟର୍ମିନାଲ। ଏହି ଅତ୍ଯାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରବେଶରୁ ପ୍ରସ୍ଥାନ ବସ୍  ଆହାର କେନ୍ଦ୍ର ସବୁ ଚକାଚକ୍‌‌। ଯାତ୍ରୀଙ୍କୁ ଏଠାରେ ବିମାନ ବନ୍ଦର ଭଳି ଅନୁଭୂତି ମିଳିବ। ନବୀନ…

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ…

ଭୁବନେଶ୍ବର: ଆସନ୍ତା ୨୮ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବ୍ରୁ ଆରୀ ୨୯ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ,…

ରାଜେଶ ପ୍ରଭାକର ପାଟିଲ ହେଲେ ନୂଆ…

ଭୁବନେଶ୍ବର: ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର । ରାଜେଶ ପ୍ରଭାକର ପାଟିଲ ହେଲେ ବିଏମ୍‌ସି କମିଶନର । ୨୦୦୫ ବ୍ୟାଚ୍‌ର ଆଇଏଏସ୍ ରାଜେଶ ପ୍ରଭାକର ପାଟିଲ । ନୂଆ ବିଏମ୍‌ସି କମିଶନର ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନର କମିଶନର ବିଜୟ ଅମୃତା କୁଲାଙ୍ଗେ ମାସେ…

ସାଇବର ହ୍ୟାକିଙ୍ଗ ଅଭିଯୋଗରେ…

ଭୁବନେଶ୍ୱର: ଭୁବନେଶ୍ୱରରେ ଦିଲ୍ଲୀ ପୁଲିସ। ସାଇବର ଠକେଇ ଅଭିଯୋଗରେ ପହଞ୍ଚିଲା ପୁଲିସ । ପ୍ରଭାତ ପାତ୍ର ନାମକ ଜଣେ ଅଭିଯୁକ୍ତକୁ କାବୁ କରିଛି ପୁଲିସ ।ଭେରିଫିକେସନ୍ ପାଇଁ ରାଜଧାନୀରେ ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ବରରେ ପହଞ୍ଚିଛି। ସାଇବର ହ୍ୟାକିଙ୍ଗ ଅଭିଯୋଗ ପରେ ତଦନ୍ତ ପାଇଁ ଆସିଛି…

ଲୁଟ୍‌‌ରୁ ମିଳିବ ତ୍ରାହି: ସନ୍ଦିଗ୍ଧ…

ଭୁବନେଶ୍ୱର: ଏଣିକି ବନ୍ଦ ଘରେ ଚୋର ପଶିଲେ ମୋବାଇଲ୍‌‌ ଫୋନ୍‌‌ର ଆଲାର୍ମ ବାଜି ଉଠିବ। ସନ୍ଦିଗ୍ଧ ଘରେ ପଶିବା କ୍ଷଣି ଆପ୍ଲିକେସନ୍‌‌ ଅପଲୋଡ୍‌‌ ହୋଇଥିବା ମୋବାଇଲ ଫୋନ୍‌‌ ଥରି ଉଠିବ। ଫଳରେ ଘର ମାଲିକ ସତର୍କ ହେବା ସହ ଆଗୁଆ ସଜାଗ୍‌‌ ହେବେ। ଏଥିପାଇଁ ନୂଆ ଆପ୍ଲିକେସନ ଡିଭାଇସ୍‌‌ ଲଗାଇବା ପରିକଳ୍ପନା…

ଇସ୍କନ ମନ୍ଦିର ସାମ୍ନାରୁ ଯୁବତୀଙ୍କ…

ଭୁବନେଶ୍ବର: ଭୁବନେଶ୍ବର ଇସ୍କନ ମନ୍ଦିର ସମ୍ମୁଖରୁ ଯୁବତୀଙ୍କ ମୋବାଇଲ ଝାମ୍ପିନେଲେ ଲୁଟେରା । ଲୁଟର ଚିତ୍ର ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ଲୁଟେରାଙ୍କୁ ଖୋଜୁଛି ନୟାପଲ୍ଲୀ ଥାନା ପୁଲିସ ।ସୂଚନା ଅନୁଯାୟୀ, ଦୁଇ ଜଣ ଯୁବତୀ ଭୁବନେଶ୍ବର ଇସ୍କନ ମନ୍ଦିର ସମ୍ମୁଖରେ ଚାଲିଚାଲି…

ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭମେଳା,…

ଭୁବନେଶ୍ୱର: ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା। ଏଥିପାଇଁ ଚଳଚଞ୍ଚଳ ଖଣ୍ଡଗିରି ପାହାଡ଼ ପାଦଦେଶ। ଏଠି ଶହଶହ ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ଲୋକଙ୍କ ପ୍ରବଳ ଭିଡ଼ ମଧ୍ୟ ହୋଇଛି। ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥମାନେ ନିଜ ନିଜ ଆସ୍ଥାନରେ ହୋମଯଜ୍ଞ ଆରମ୍ଭ କରିଦେଇଛନ୍ତି।…

ଆଫୋର୍ଡେବଲ ହାଉସିଂ ପ୍ରକଳ୍ପ, ୭ହଜାର…

ଭୁବନେଶ୍ୱର: ଉନ୍ନୟନମୂଳକ କାର୍ଯ୍ୟରେ ଉଚ୍ଛେଦ ହୋଇଥିବା ତଥା ଅନ୍ୟ କାରଣରୁ ଗୃହ ହରାଇଥିବା ଲୋକଙ୍କୁ ଶସ୍ତାରେ ଘର ପ୍ରଦାନ କରାଯିବ। ଆଫୋର୍ଡେବଲ୍‌‌ ହାଉସିଂ ପ୍ରକଳ୍ପ ମାଧ୍ୟମରେ ଏଭଳି ଲୋକଙ୍କୁ ଘର ଯୋଗାଇବାକୁ ଯୋଜନା ରହିଛି। ଏଥିରେ ୭ହଜାର ଲୋକଙ୍କୁ ଘର ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ଏହି କଲୋନୀରେ…

ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ…

ଭୁବନେଶ୍ୱର: ଆସନ୍ତାକାଲିଠୁ ଯୁକ୍ତ ଦୁଇ ପରୀକ୍ଷା। ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ ଦେବେ ସାହିତ୍ୟ ପରୀକ୍ଷା । ୧୭ରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ଚଳିତ ବର୍ଷ ୩ଲକ୍ଷ ୮୪ ହଜାର ୯୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷା…

ଚଳଚଞ୍ଚଳ ଖଣ୍ଡଗିରି ପାଦଦେଶ: ଏଥର ୫ଶହରୁ…

ଭୁବନେଶ୍ୱର: ଚଳଚଞ୍ଚଳ ହୋଇଉଠିଲାଣି ଖଣ୍ଡଗିରି ପାଦଦେଶ। ଆସନ୍ତା ୧୬ ତାରିଖରୁ ଖଣ୍ଡଗିରି ପାଦଦେଶରେ ଆରମ୍ଭ ହେବ କୁମ୍ଭମେଳା। ଦୂରଦୂରାନ୍ତରୁ ସାଧୁସନ୍ଥଙ୍କ ଆଗମନ ହେଉଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସାଧୁସନ୍ଥ ବସିବା ସ୍ଥାନକୁ ସଫାସୁତୁରା…