ରାଜପଥ ପାଲଟିଛି ‘ମୃତ୍ୟୁପଥ’
ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥର ରାଜଧାନୀରୁ କଟକ ପର୍ଯ୍ୟନ୍ତ ରାସ୍ତାରେ ଏନ୍ଏଚ୍ଏଆଇ, ପରିବହନ ବିଭାଗ ଓ ପୁଲିସ କେବଳ ସୂଚନାଫଳକ ଲଗାଇ ନିଜର ଦାୟିତ୍ୱ ସାରି ବସିପଡ଼ିଛି, କିନ୍ତୁ ବେପରୁଆ ଗାଡ଼ି ଚାଳକଙ୍କ ଉପରେ କୌଣସି ନିୟନ୍ତ୍ରଣ ରହୁନାହିଁ। ଫଳରେ ରାତି ତ ରାତି ଖୋଦ ଦିନ ଦ୍ୱିପହରରେ ପ୍ରତ୍ୟେକ…