Browsing Tag

baripada

ପୁଲିସ ଗାଡି ସହ ଘୁଷୁରି ବୋଝେଇ ଟ୍ରକ…

ବାରିପଦା: ପୁଲିସ ଜିପ୍‌ ଓ ଘୁଷୁରୀ ବୋଝେଇ ଟ୍ରକ୍‌ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଶନିବାର ମୟୂରଭଞ୍ଜ ଜିଲ୍ଲା ବେତନଟି…

କେନାଲରୁ ଅଖା ବସ୍ତାରେ ଗଳିତ ମୃତଦେହ…

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳର ସୁବର୍ଣ୍ଣରେଖା ମୁଖ୍ୟ କେନାଲରୁ ଅଖା ବସ୍ତାରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ପୁଲିସ ପର୍ଦାଫାସ କରିଛି। ଉକ୍ତ ଘଟଣାରେ ସମ୍ପୃକ୍ତ ୭ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବାରିପଦା ଠାରେ ଏସଡିପିଓ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା…

ବ୍ୟାଙ୍କ ଅଫ ବରୋଦା ବାରିପଦା ଶାଖା…

ବାରିପଦା: ସୋମବାର ବିଳମ୍ବିତ ରାତିରେ ବ୍ୟାଙ୍କ ଅଫ ବରୋଦା ବାରିପଦା ଶାଖା କାର୍ଯ୍ୟାଳୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି । କୃଷ୍ଣଚନ୍ଦ୍ର ଗୋଲାଇ-ଷ୍ଟେସନରୋଡ ରାସ୍ତାର ଭଡାଘରେ ଚାଲୁଥିବା ଏହି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ବ୍ୟାଙ୍କ…

ଅଯୋଗ୍ୟ ହିତାଧିକାରୀଙ୍କୁ ଲକ୍ଷାଧିକ…

ବାରିପଦା: ଅଯୋଗ୍ୟ ହିତାଧିକାରୀଙ୍କୁ ଲକ୍ଷାଧିକ ଟଙ୍କା ଋଣ ପ୍ରଦାନ କରିବା ଅଭିଯୋଗକୁ ନେଇ ବାରିପଦା ଟାଉନ ଥାନା ପୁଲିସ ଶନିବାର ବାରିପଦା-୩ ୟୁବିଆଇ ପୂର୍ବତନ ବ୍ୟାଙ୍କ ଶାଖା ମୁଖ୍ୟଙ୍କୁ ଗିରଫ କରିଛି । ଏହା ସହିତ ବ୍ୟାଙ୍କର ସହକାରୀ ପରିଚାଳକ, କର୍ମଚାରୀ ଓ ଆତ୍ମୀୟଙ୍କ ନାମରେ ମାମଲା ରୁଜୁ କରି ଅଧିକ…

ବାରିପଦା ବିଦେଶୀ ମଦ ଦୋକାନ ଚୋରି ଘଟଣା:…

ବାରିପଦା: ସ୍ଥାନୀୟ ବାରିପଦା ସହରର କୃଷ୍ଣଚନ୍ଦ୍ରଗୋଲେଇ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ଟାଉନ ପୁଲିସ ସୋମବାର ଗିରଫ କରିଥିବା ଅଭିଯୁକ୍ତ ଜଣେ ଆନ୍ତଃରାଜ୍ୟ ଅପରାଧି ବୋଲି ଜଣାପଡ଼ିଛି । ଅପରାଧି ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ଲିଙ୍ଗରାଜ ଥାନା ଅଞ୍ଚଳର ପୁରୁଣା ଟାୁନ ହାଟସାହିର…

ଭୁଶୁଡିଲା ଓଦା କାନ୍ଥ, ନାବାଳିକାର…

ବାରିପଦା: ରବିବାର ପୁଣି କାନ୍ଥ ପଡି ଜଣେ ନାବାଳିକାର ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ବାରିପଦା ପୌରପରିଷଦର ୨୨ ନମ୍ବର ୱାର୍ଡ ରଘୁନାଥପୁରର ସଞ୍ଜୟ ବେହେରାଙ୍କ ଝିଅ ମୁନି ବେହେରା (୧୦)। ଅବପାତ ଜନିତ ଲଗାଣ ବର୍ଷା ଯୋଗୁଁ ମାଟିଘର କାନ୍ଥ ମୂଳଦୁଆ ଓଦା ହୋଇ ରହିଥିଲା। ବାରଣ୍ଡାରେ ଖେଳୁଥିବା ବେଳେ…

ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଦୁଇ…

ବାରିପଦା: ଲଗାଣ ବର୍ଷା ହେଲା କାଳ । କାନ୍ଥ ଭଷୁଡି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଲୁହାକାନି ପଞ୍ଚାୟତ ଭୋଳବେଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ରାତିରେ ଭାରି ବର୍ଷା ଯୋଗୁଁ କାନ୍ଥ ପଡି ୨ ନାବାଳିକା ଭଉଣୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ମୃତ ଦୁଇ…

ରେଳ ଧାରଣାରୁ ଅଜଣା ମୃତଦେହ ଉଦ୍ଧାର

ବାରିପଦା: ମଙ୍ଗଳବାର ସକାଳେ ବାରିପଦାର ୨୫ ନମ୍ବର ୱାର୍ଡ ଦେବେନ୍ଦ୍ରପୁ୍ର ଅଞ୍ଚଳରେ ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସକାଳ ସମୟରେ ବାଲେଶ୍ବର ଅଭିମୁଖେ ଯାଉଥିବା ଡିଏମୟୁ ଟ୍ରେନରେ ଦୁର୍ଘଟଣା ଘଟି ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଜଣା…

ବନ୍ଦ ଘରୁ ମହିଳାଙ୍କ ଗଳିତ ମୃତଦେହ…

ବାରିପଦା: ବନ୍ଦ ଘରୁ ଜନୈକା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତଦେହ ଉଦ୍ଧାର କରିଛି ବାରିପଦା ଟାଉନ ପୁଲିସ। ମୃତା ଜଣଙ୍କ ହେଲେ ୨୬ନଂ ଓ୍ବାର୍ଡ ଭୁଗୁଡାକଠାର ବାବୁ ସିଂଙ୍କ ପତ୍ନୀ ଆରତୀ । ସୂଚନା ଅନୁସାରେ, ବାବୁ ସିଂ ଦୁଇରୁ ତିନି ଦିନ ପୂର୍ବରୁ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିବା ବେଳେ ସ୍ତ୍ରୀ…

ଦୈନିକ ଖବରକାଗଜ ‘ସକାଳ’ ଓ…

ବାରିପଦା: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ଆଜାଦି କି ଅମୃତ ମହୋତ୍ସବ ଅବସରରେ ଦୈନିକ ଖବରକାଗଜ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ବାରିପଦା ରକ୍ତ ଭଣ୍ଡାରରେ ଶନିବାର ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଉଛି । ସକାଳ ଜିଲ୍ଲା ପ୍ରତିନିଧି ମନୋଜ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ…