ଅନ୍ତିମ ଦିନରେ ବିଶ୍ୱପ୍ରସିଦ୍ଧ ବରଗଡ଼…
ବରଗଡ: ଆଜି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ପଡିବ ଯବନିକା । କୃଷ୍ଣଙ୍କ ହାତରେ ବଧ ହେବେ ମାମୁଁ କଂସ । ଗତ ଡ଼ିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଜି ଅନ୍ତିମ ଦିବସରେ ପହଞ୍ଚିଛି। ମଥୁରା ନଗରୀରେ ଚାଲିଥିବା କଂସ ରାଜୁତିର ଆଜି ଅନ୍ତ ଘଟିବ। ଆଜି ବିଶ୍ୱର…