ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Barabati Stadium

ବାରବାଟୀ ଟି-୨୦ ମ୍ୟାଚ: ମହିଳା ଟିକେଟ…

କଟକ: ବାରବାଟୀରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଟିକେଟ କାଉଣ୍ଟରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରୁ ଅପେକ୍ଷା କରି ରହିଥିଲେ କ୍ରିକେଟ ପ୍ରେମୀ। କାଉଣ୍ଟର ଖୋଲିବା ପରେ ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଟିକେଟ୍ ନେବା…

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର :…

କଟକ : ବନ୍ଦ ହେବନି ବାରବାଟୀ ମ୍ୟାଚ । ହାଇକୋର୍ଟରେ ଖାରଜ ହୋଇଛି ମ୍ୟାଚ୍‌ ବନ୍ଦ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲା।  ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ ମ୍ୟାଚ ବାତିଲ କରିବାକୁ ପିଆଇଏଲ ହୋଇଥିଲା । ଯାହାର ଆଜି ଶୁଣାଣି କରିଥିଲେ ହାଇକୋର୍ଟ। ଅଗ୍ନି ନିରାପତ୍ତା ନେଇ ସମସ୍ତ ବ୍ୟବସ୍ଥା…

ବଢୁଛି ବାରବାଟୀ ଉତ୍କଣ୍ଠା: ୯ରୁ ଆରମ୍ଭ…

କଟକ: ବଢ଼ୁଛି ବାରବାଟୀ ଉତ୍କଣ୍ଠା । ୧୨ ତାରିଖରେ ହେବ ହାଇଭୋଲଟେଜ୍ ମ୍ୟାଚ। ଏହି ଟି-୨୦ ମ୍ୟାଚ ପାଇଁ ୯ରୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ । ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ମିଳିବ ୧୨ ହଜାର ଟିକେଟ୍ । ଦୀର୍ଘ ବର୍ଷ ପରେ ମ୍ୟାଚ ହେଉଥିବାରୁ ଅଧିକ ଭିଡ ହେବା ଆଶଂକା କରାଯାଉଛି। ଏଥିପାଇଁ…

ବର୍ଷା ହେଲେ ବି ବାରବାଟୀ ଷ୍ଟାଡିୟମରେ…

କଟକ : ବର୍ଷାଜନିତ ସମସ୍ୟାକୁ ଏଡ଼ାଇବା ପାଇଁ ବାରବାଟୀ ଷ୍ଟାଡିୟମର ଗ୍ରାଉଣ୍ଡରେ ପରିବର୍ତ୍ତନ ଅଣାଯାଇଛି। ବାରବାଟୀ ଷ୍ଟାଡିୟମ ସ୍ୟାଣ୍ଡ ବେସ୍‍ ଗ୍ରାଉଣ୍ଡରେ ପରିଣତ ହୋଇଛି। ଅର୍ଥାତ୍‍ ବର୍ଷାଜଳ ତୁରନ୍ତ ଶୋଷିନେବ ଏହାର ମାଟି। ଫଳରେ ମ୍ୟାଚ୍‍ ଆୟୋଜନରେ କୌଣସି ବାଧା ହେବ ନାହିଁ। ତେବେ ଏହି ବ୍ୟବସ୍ଥା…

ଶତ ପ୍ରତିଶତ ଦର୍ଶକ କ୍ଷମତା ସହ ବାରବାଟୀ…

କଟକ : କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର।ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚକୁ ଦେଖିବେ ପୂର୍ଣ୍ଣ ଦର୍ଶକ ।ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଉପରେ ରହିଥିବା ସମସ୍ତଙ୍କ କଟକଣାକୁ ଆଜି ବିସିସିଆଇ ହଟାଇ ଦେଇଛି। ଏହାର ଅର୍ଥ ବାରବାଟୀରେ ମଧ୍ୟ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଅନୁଷ୍ଠିତ…

ବାରବାଟୀକୁ ପୁଣି ଫେରିଲା ଟି-୨୦ ମ୍ଯାଚ୍

କଟକ: ବାରବାଟୀକୁ ପୁଣି ଫେରିଲା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ । ଜୁନ୍ ୯ରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ । ଏନେଇ ବିସିସିଆଇ ଘୋଷଣା କରିଛି । ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷରେ କେଳାଯିବାକୁ ଥିବା ଥିବା ଏହି ମ୍ୟାଚ ପ୍ରଥମେ ବେଙ୍ଗାଲୁରୁରେ ଖେଳାଯିବାକୁ…

କଟକ ବାରବାଟୀରେ ହେବ ଟି-୨୦ ମ୍ୟାଚ !…

କଟକ: କଟକ ବାରବାଟୀକୁ ଫେରିବ ଆନ୍ତର୍ଜାତୀୟ ମ୍ୟାଚ । ବାରବାଟୀରେ ହେବ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ । ବାରବାଟୀରେ ମ୍ୟାଚ କରାଇବା ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହିତ ଓସିଏ ସଂପାଦକ ସଞ୍ଜୟ ବେହେରାଙ୍କ ସହିତ ବିଶେଷ ଆଲୋଚନା ହେଇଛି । ଏହି ଆଲୋଚନାରେ ଆସନ୍ତା ଜୁନ ମାସରେ…

ନିରାଶ ହେବେ ଓଡିଶା କ୍ରିକେଟ ପ୍ରଶଂସକ;…

କଟକ: ନିରାଶ ହେବେ ଓଡିଶାର କ୍ରିକେଟ୍ ପ୍ରେମୀମାନେ। ବିସିସିଆଇ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ ଫେବ୍ରୁଆରୀ ମାସରେ ଭାରତ ଗସ୍ତରେ ଆସି ୩ଟି…

ବାରବାଟୀରେ ହେବ ଭାରତ- ୱେଷ୍ଟଇଣ୍ଡିଜ୍…

କଟକ, ୧୯।୯ (ସମିସ): କଟକର ବାରବାଟୀ ଷ୍ଟାଡିୟମ୍‌କୁ ଫେରିଛି ଅନ୍ତର୍ଜାତୀୟ କ୍ରିକେଟ । ଆସନ୍ତାବର୍ଷ ଅର୍ଥାତ୍ ୨୦୨୨ରେ ୱେଷ୍ଟଇଣ୍ଡିଜ୍‌ ଦଳ ଭାରତ ସହ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଫେବୃଆରୀ ୬ରୁ ୨୨ ମଧ୍ୟରେ ଖେଳିବାକୁ ଆସିବାର ସମ୍ଭାବନା ରହିଛି। ଏହି ମ୍ୟାଚ୍‌ଗୁଡ଼ିକର ଭେନ୍ୟୁ ଚୂଡ଼ାନ୍ତ…