Browsing Tag

Barabati Stadium

ଆଇସିସି ପୁରୁଷ କ୍ରିକେଟ…

କଟକ : ଆସନ୍ତା ଅକ୍ଟୋବର ୧୦ରୁ ଆରମ୍ଭ ହେବ ପୁରୁଷ କ୍ରିକେଟ ବିଶ୍ୱକପ୍‌‌। ଭାରତ ହେଉଛି ଏହାର ଆୟୋଜକ। ଦେଶର ବିଭିନ୍ନ ଭେନ୍ୟୁରେ ବିଶ୍ୱକପ୍‌‌ ମ୍ୟାଚ୍‌‌ ଖେଳାଯିବ। ହେଲେ ବାରବାଟୀରେ ମ୍ୟାଚ୍‌‌ ସୁଯୋଗ ନାହିଁ। ଗୁରୁଡ଼ିଝାଟିଆର କପୁରସିଂହଠାରେ ଏମଜିଏମ ସ୍କୁଲ ଅଫ ସ୍ପୋର୍ଟସ ଆଣ୍ଡ ସେଣ୍ଟର ଅଫ ଏକ୍ସିଲେନ୍ସ…

ହକି ବିଶ୍ବକପ୍ ଉଦଘାଟନୀ ସମାରୋହରେ…

ଭୁବନେଶ୍ବର : ହକି ବିଶ୍ବକପ୍ ଉଦଘାଟନୀ ସମାରୋହରେ କମ୍ପିବ କଟକର ବାରବାଟୀ। ଭାରତର ଲୋକପ୍ରିୟ ବଲିଉଡ୍ ତାରକା ରଣବୀର ସିଂ ଏବଂ ଦିଶା ପଟାନୀଙ୍କ ସହିତ ବ୍ଲାକସ୍ବାନ ବ୍ୟାଣ୍ଡ ନୃତ୍ୟ ଓ ସଙ୍ଗୀତ ପରିବେଷଣ ଝୁମିବେ ଦର୍ଶକ। ହକି ବିଶ୍ବକପ୍‌-୨୦୨୩ ଆସନ୍ତା ଜାନୁଆରି ୧୩ରୁ ଆରମ୍ଭ ହେବାକୁ ଥିବା ବେଳେ…

ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ୱକପ୍‍…

କଟକ: ଚଳିତ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‍ ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ମ୍ୟାଚ୍‍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‍ ଜିତି ଭାରତ ଘରୋଇ ମାଟିରେ ୩ୟ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ପୂର୍ବରୁ ଚଳିତ ବିଶ୍ୱକପ୍‍ ରେ ଭାରତ ପ୍ରଥମ ଦୁଇ ମ୍ୟାଚରେ ଯଥାକ୍ରମେ ନେପାଳ ଓ…

ବାରବାଟୀରେ ଖେଳାଯିବ ଦୃଷ୍ଟିହୀନ କ୍ରିକେଟ…

କଟକ: ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ର ୩ୟ ସଂସ୍କରଣ ଆସନ୍ତା ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ କଟକର ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍‌ର ଗୋଟିଏ ମ୍ୟାଚ୍‌ ଖେଳାଯିବ। ଡିସେମ୍ବର ୧୩ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏଠାରେ ମ୍ୟାଚ୍‌ ଖେଳାଯିବାକୁ ସ୍ଥିର ହୋଇଛି। ରାଜ୍ୟର ଏହି…

ବାରବାଟୀ ଟି-୨୦: ଘଣ୍ଟି ବଜାଇ ଶୁଭାରମ୍ଭ…

ଭୁବନେଶ୍ବର: ବାରବାଟୀରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ଘଣ୍ଟି ବଜାଇ ଶୁଭାରମ୍ଭ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।। ଦର୍ଶକଙ୍କ ଭିଡରେ ଭରି ରହିଛି ପୁରା ଷ୍ଟାଡିୟମ । ଆଉ ଚାରିଆଡେ ରୋମାଞ୍ଚକର ମ୍ୟାଚ ପାଇଁ କ୍ରିକେଟ ପ୍ରେମୀଙ୍କ ମନ ଭିତରେ ଭରିରହିଛି ଉତ୍ସାହ ଓ ଉତ୍କଣ୍ଠା । ଟସ୍ ଜିତି ଦକ୍ଷିଣ…

ଆଜି ଦୁଲୁକିବ ବାରବାଟୀ, ମ୍ୟାଚ୍‌…

କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଅଢ଼େଇ ବର୍ଷ ପରେ ଆସିଛି ଅନ୍ତର୍ଜାତୀୟ ମ୍ୟାଚ୍‍। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍। ତେବେ ମ୍ୟାଚ୍‌ ପୂର୍ବରାୁ ଗତକାଲି ଦୁଇ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ତେବେ ଫଟୋରେ ଫଟୋରେ ଦେଖନ୍ତୁ ବାରବାଟୀରେ କିପରି…

ଆଜି ବାରବାଟୀ ଫାଇଟ୍‌ : ବିଜୟ ସହ ୫ଟିକିଆ…

କଟକ : ଦୀର୍ଘ ଅଢ଼େଇ ବର୍ଷ ପରେ ବାରବାଟୀକୁ ‌ଫେରିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌କୁ ନେଇ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା। ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ ବି ନୂଆ ରୂପରେ ସଜେଇ ହୋଇଛି। ସଂଧ୍ୟାରେ ବାରବାଟୀ ଷ୍ଟାଡିୟମରେ ହେବ ମହା ମୁକାବିଲା। ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।…

ବାରବାଟୀକୁ ମ୍ୟାଚ୍‌ ଦେଖିବାକୁ ଆସୁଥିବା…

କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଅଢ଼େଇ ବର୍ଷ ପରେ ଆସିଛି ଅନ୍ତର୍ଜାତୀୟ ମ୍ୟାଚ୍‍। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍। ଚଳିତ ୫ଟିକିଆ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ସେମାନେ ଏଠାରେ ପଡ଼ିଆକୁ ଓହ୍ଲାଇବେ। ଏହି ମ୍ୟାଚ୍‌କୁ ନେଇ ରାଜ୍ୟର…

ସୁପର ସଣ୍ଡେରେ ଆଜି ବାରବାଟୀ ମହାଲଢେଇ:…

କଟକ: ସୁପର ସଣ୍ଡେରେ ଆଜି ବାରବାଟୀ ଷ୍ଟାଡିୟମରେ ହେବ ସୁପର ଫାଇଟ୍ । ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଆଜି ମୁହାମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଅଢେଇ ବର୍ଷ ପରେ ଆଜି ବାରବାଟୀରେ ଟି-୨୦ ମ୍ୟାଚ ଖେଳାଯିବ । ପ୍ରତୀକ୍ଷାର ସମୟ ଯେତିକି ସରି ସରି ଆସୁଛି, କ୍ରିକେଟ୍‌ପ୍ରେମୀଙ୍କ ମହଲରେ ଉତ୍କଣ୍ଠା ସେତିକି…

ବାରବାଟୀ ଟି-୨୦ ମ୍ୟାଚ: ମହିଳା ଟିକେଟ…

କଟକ: ବାରବାଟୀରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଟିକେଟ କାଉଣ୍ଟରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରୁ ଅପେକ୍ଷା କରି ରହିଥିଲେ କ୍ରିକେଟ ପ୍ରେମୀ। କାଉଣ୍ଟର ଖୋଲିବା ପରେ ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଟିକେଟ୍ ନେବା…