କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର :…
କଟକ : ବନ୍ଦ ହେବନି ବାରବାଟୀ ମ୍ୟାଚ । ହାଇକୋର୍ଟରେ ଖାରଜ ହୋଇଛି ମ୍ୟାଚ୍ ବନ୍ଦ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲା। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ ମ୍ୟାଚ ବାତିଲ କରିବାକୁ ପିଆଇଏଲ ହୋଇଥିଲା । ଯାହାର ଆଜି ଶୁଣାଣି କରିଥିଲେ ହାଇକୋର୍ଟ। ଅଗ୍ନି ନିରାପତ୍ତା ନେଇ ସମସ୍ତ ବ୍ୟବସ୍ଥା…