ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

bangladesh

ଭାରତରୁ ପିଆଜ ଆମଦାନି କରିବ ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶର ମୁଖ୍ୟ ବିରୋଧୀ ଦଳ ବିଏନ୍‌ପି ଏବଂ ଏହାର ସହଯୋଗୀ ଦଳଙ୍କ ଜାରି ରହିଛି ଭାରତ ବିରୋଧୀ ଅଭିଯାନ। ଭାରତର ବିଭିନ୍ନ ସାମଗ୍ରୀକୁ ବର୍ଜନ ପାଇଁ ‘ଇଣ୍ଡିଆ ଆଉଟ୍’ କ୍ୟାମ୍ପେନ ମଧ୍ୟ ଜାରି ରଖିଛନ୍ତି ଏହି ବିରୋଧୀ ଦଳର ନେତା। ହେଲେ ଏହାରି ମଧ୍ୟରେ ବାଂଲାଦେଶର ଶେଖ୍ ହସୀନା ସରକାର ଏକ…

ଢାକାର ଏକ ରେସ୍ତୋରାଁରେ ଭୟାବହ…

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଭୟା ବହ ଅଗ୍ନିକାଣ୍ଡ । ଏକ ୭ ମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୪୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଅନେକ ଲୋକ ଆହତ ହୋଇଛନ୍ତି । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।ବାଂଲାଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସାମନ୍ତ ଲାଲ…

ଆଇସିସି ବିଶ୍ୱକପ୍‌ : ବାଂଲାଦେଶକୁ ୮୭…

କୋଲକାତା : ପଶ୍ଚିମବଙ୍ଗର କୋଲାକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୨୮ତମ ମ୍ୟାଚରେ ନେଦରଲାଣ୍ଡ ବାଂଲାଦେଶକୁ ୮୭ ରନରେ ପରାଜିତ କରିଛି। ଧାର୍ଯ୍ୟ ୨୩୦ ରନର ପିଛା କରି ବାଂଲାଦେଶ ୪୨.୨ ଓଭରରେ ୧୦ ଓ୍ବିକେଟ ହରାଇ ୧୪୨ ରନ କରିଥିଲା।ନେଦରଲାଣ୍ଡ ଅଧିନାୟକ ସ୍କଟ ଏଡଓ୍ବାର୍ଡ…

ଭୟଙ୍କର ରୂପନେଇ ବାଂଲାଦେଶ ଓ ମିଆଁମାର…

ନୂଆଦିଲ୍ଲୀ: ବାଂଲାଦେଶ ଓ ମିଆଁମାର ଉପକୂଳରେ ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ ମୋକାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋକାର ପ୍ରଭାବରେ ବାଂଲାଦେଶ ଓ ମିଆଁମାର ସୀମାରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୧୯୦ରୁ ୨୦୦ କିମି ବେଗରେ ପବନ ବହିବାରେ ଲାଗିଛି। ବେଳେବେଳେ ପବନର ବେଗ ୨୨୦ ମଧ୍ୟ…

ବାଂଲାଦେଶରେ ବସ ଦୁର୍ଘଟଣା: ୧୯ ମୃତ,…

ଢାକା: ବାଂଲାଦେଶର ମଦାରିପୁର ଜିଲ୍ଲୀ କୁତୁବପୁରରେ ଅଞ୍ଚଳ ପଦ୍ମା ବ୍ରିଜ୍ ଅପ୍ରୋଚ୍ ରୋଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ଯ ଜାରି ରଖିଛନ୍ତି ।ପୁଲିସ…

ବାଂଲାଦେଶରେ ତାଣ୍ଡବ ରଚିଲା ବାତ୍ୟା…

ଢାକା: ବାଂଲାଦେଶରେ ତାଣ୍ଡବ ରଚିଲା ବାତ୍ୟା ସିତ୍ରାଙ୍ଗ୍‌। ଏହି ବାତ୍ଯରେ ୨୪ ଜଣଙ୍କ ମୃତ୍ଯୁ ଘଟିଥିବା ଜଣାପଡ଼ିଛି।  ୧୦ ହଜାରରୁ ଅଧିକ ଘର ଭାଙ୍ଗିବା ସହ ବଡ଼ବଡ଼ ଗଛ ଓ  ବିଜୁଳି ଖୁଣ୍ଟି ଉପୁଡ଼ିଛି । ଏଥିସହ ବ୍ଯପକ ଫସଲ ନଷ୍ଟ ମଧ୍ୟ ହୋଇଛି। ଏପଟେ ସିତ୍ରାଙ୍ଗ ପ୍ରଭାବରେ ଆସାମରେ ପ୍ରବଳରୁ ଅତି ପ୍ରବଳ…

ସ୍ଥଳଭାଗ ଛୁଇଁବା ପରେ ବାଂଲାଦେଶରେ…

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ୍ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ମଙ୍ଗଳବାର ଭୋରୁ ବାଂଲାଦେଶର ବରିସାଲ୍‌ ନିକଟରେ ସ୍ଥଳଭାଗ ଛୁଇଁଛି। ବାଂଲାଦେଶର ତିନିକୋନା ଓ ସାନ୍ଦିପ ଦ୍ବୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା।ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୦୦…

ବାଂଲାଦେଶରୁ ଓଡ଼ିଶା ଆସୁଛି ଜାଲ୍‍ ନୋଟ୍‍

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ଜାଲ୍‍ ନୋଟ୍‍ କାରବାର ବଢ଼଼ିବାରେ ଲାଗିଛି। ବାଲେଶ୍ୱରରୁ ଆରମ୍ଭ କରି ବରଗଡ଼଼, ବାରିପଦା, ଦେବଗଡ଼଼, ବୌଦ୍ଧ, ସୋନପୁର, କଳାହାଣ୍ଡି ଏବଂ ଖୋର୍ଦ୍ଧାକୁ ଏହି ଜାଲ ନୋଟ ଚେର ଲମ୍ବିଛି। ବାଂଲାଦେଶରୁ ବିଭିନ୍ନ ମାଧ୍ୟମରେ ଏହି ଜାଲ୍‍ ନୋଟ ଓଡ଼ିଶା ବଜାରକୁ ଆସୁଛି ବୋଲି ପ୍ରାଥମିକ…

ଢାକାର ଏକ କାରଖାନାରେ ଭୟାବହ…

ବାଂଲାଦେଶର ରାଜଧାନୀ ଢାକା ନିକଟସ୍ଥ ଏକ କାରଖାନାରେ ଅଗ୍ନିକାଣ୍ଡ ଘଟି ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ଦିନ ଏହି ସୂଚନା ଦିଆଯାଇଛି। ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁଯାୟୀ, ଗୁରୁବାର ଦିନ ଅପରାହ୍ନ ପ୍ରାୟ ୫ଟା ସମୟରେ ନାରାୟଣଗଞ୍ଜର ରୁପଗଞ୍ଜର…