ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

balipatna

ବନ୍ଦ ଘରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର,…

ବାଲିପାଟଣା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଚାଞ୍ଚଲ୍ୟ । ବନ୍ଦ ଘରୁ ଉଦ୍ଧାର ହେଲା ଦୁଇ ଯୁବକଙ୍କ ମୃତଦେହ । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଭିଙ୍ଗାରପୁର କାଜ ନିକଟରେ ଥିବା ମଇଁଷି ଫାର୍ମରୁ ମିଳିଛି ମୃତଦେହ । ୨ ମୃତକ ମଇଁଷି ଫାର୍ମର କର୍ମଚାରୀ ବୋଲି ଜଣାପଡ଼ିଛି । ମୃତକ ହେଉଛନ୍ତି ସୁଶାନ୍ତ…

ଗାଧୋଇବାବେଳେ କୁଆଖାଇରେ ବୁଡ଼ିଗଲେ ୪…

ବାଲିପାଟଣା: ଗାଧୋଇବା ହେଲା କାଳ । କୁଆଖାଇ ନଦୀରେ ବୁଡ଼ିଗଲେ ୪ ସାଙ୍ଗ । ନଦୀରେ ବୁଡ଼ି ୨ ଜଣ ମୃତ୍ୟୁବରଣ କରିଥିବାବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି । ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧବଳହାର ନିକଟ କୁଆଖାଇ ନଦୀରେ ଘଟିଛି ଏହି ଅଘଟଣ । ଭୁବନେଶ୍ୱରରୁ ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୪ ଜଣ…

ବଡ଼ ଭାଇ ପେଟରେ ବୋତଲ ଭାଙ୍ଗି ପୂରାଇ ଦେଲା…

ବାଲିପାଟଣା: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ବଡ଼ ଭାଇ ପେଟରେ ବୋତଲ ଭାଙ୍ଗି ପୂରାଇ ଦେଲା ସାନ ଭାଇ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା, ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ରାଜଧାନୀ ଉପକଣ୍ଠ ବାଲିପାଟଣା ମୁକୁନ୍ଦଦାଶପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।…

ଇଣ୍ଡିଆ ବୁକ୍‍ ଅଫ୍‌ ରେକର୍ଡରେ ଓଡ଼ିଶାର…

ବାଲିପାଟଣା: ବିଚକ୍ଷଣ ସ୍ମରଣ ଶକ୍ତିର ଅଧିକାରୀ ଦିବ୍ୟାଂଶୁ। ମାତ୍ର ୩ ବର୍ଷ ବୟସରଙ୍କ ଅସାଧାରଣ ପ୍ରତିଭା ଆଣିଦେଇଛି ସଫଳତା। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନୀତ ହୋଇଛନ୍ତି ଦିବ୍ୟାଂଶୁ। ଦିବ୍ୟାଂଶୁ ହେଉଛନ୍ତି ବାଲିପାଟଣା ବ୍ଲକ ବନମାଳିପୁର ଦିୱାନ୍‍ପାଟଣା ମଠସାହି ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ଏବଂ…

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ…

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ବାଲିପାଟଣା ଥାନା ସରିପୁର ଛକ ନିକଟରେ ରାସ୍ତାରେ ସାଂସଦଙ୍କ ଗାଡିକୁ ଅଣ୍ଡା ମାଡ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଛି । ପେଟ୍ରୋଲ ଓ ଡିଜେଲ ଦର…

ଗୋଟିଏ କ୍ଲିକ୍ ରେ ଯୁବତୀଙ୍କ ଆକାଉଣ୍ଟଟରୁ…

ବାଲିପାଟଣା: ମୋବାଇଲ୍‌ ରେ ଗୋଟିଏ କ୍ଲିକ୍ ରେ କଟିଗଲା ୧୨ ହଜାର ୭ ଶହ ଟଙ୍କା । ଏହିପରି ଏକ ସାଇବର ଠକେଇର ଶିକାର ହୋଇଛନ୍ତି ବାଲିପାଟଣା ଥାନା ତୁରିନ୍ତିରା ଗ୍ରାମର ଯୁବତୀ ପ୍ରିତି ପରିମିତା ସାହୁ । ପ୍ରିତିଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଏକ ଫେକ କଲ କରି ପ୍ରିତି ରିୱାର୍ଡ଼ ଜିତିଥିବା ସହ ଏହି ଫୋନ୍…

ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ…

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼। ନର୍ସ ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ମାଡ ମାରିଛନ୍ତି ଦୁଇଜଣ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ମାଡରେ ଡାକ୍ତର ରତିରଞ୍ଜନ ସ୍ୱାଇଁ ଆହାତ ହୋଇଛନ୍ତି। ମାଡ ମାରିବାର ଭିଜୁଆଲ ସିସିଟିଭିରେ କଏଦ…

ନାବାଳିକାକୁ ଅକଥନୀୟ ନିର୍ଯାତନା ଦେଇ…

ବାଲିପାଟଣା : ବାରହଳ ଗ୍ରାମରେ ନାବାଳିକାକୁ ବାପା ଅକଥନୀୟ ନିର୍ଯାତନା ଦେବା ନେଇ ବାଲିପାଟଣା ଥାନାରେ ଏତଲା ଦେଇଛନ୍ତି ତାଙ୍କ ମାଆ। ଏ ନେଇ କେସ ନମ୍ବର -୧୬୮ରେ ମାମଲା ରୁଜୁକରି ପୁଲିସ ତଦନ୍ତ କରୁଛି। ଏହା କିଛି ସମାଜସେବୀଙ୍କ ଦୃଷ୍ଟିକୁ ଆସିବା ପରେ ଗତକାଲି ଶିଶୁଟିକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର…

ମାଙ୍କଡ ଡେଇଁପଡ଼ିବାରୁ ମହିଳା ମୃତ

ବାଲିପାଟଣା : ମୃତ୍ୟୁ କେତେବେଳେ ଆସେ ଏକଥା କେହି କହି ପାରିବେ ନାହିଁ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବାଲିପାଟଣା ବ୍ଲକ ଗାରେଡ଼ି ପାଞ୍ଚଣ ଗ୍ରାମରେ। ସୁଚନା ଅନୁସାରେ ରବିବାର ଅପରାହ୍ନରେ ଗାରେଡି ପାଞ୍ଚଣ ଗ୍ରାମରେ ଅବସ୍ଥିତ ଶ୍ରୀ ବୁଦ୍ଧନାଥ ମନ୍ଦିର ପରିସରରେ ଥିବା ଏକ କଦମ୍ବ ବୃକ୍ଷ ତଳେ କିଛି…

ଆଜବେଷ୍ଟସ ଭାଙ୍ଗି ଦୋକାନରୁ ମୋବାଇଲ୍,…

ବାଲିପାଟଣା : ବାଲିପାଟଣା ଛକରେ ଥିବା ପ୍ରତୀକ ରାଉତରାୟଙ୍କ ମୋବାଇଲ୍ ଦୋକାନରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ୍ ଲୁଟେରା ଲୁଟି ନେଇଥିବା ସୂଚନା ମିଳିଛି। ଦୋକାନର ଆଜବେଷ୍ଟସ ଭାଙ୍ଗି ଚୋରମାନେ ଦୋକାନ ଭିତରେ ପଶି ୧୮ ଟି ଦାମୀ ମୋବାଇଲ୍ , କମ୍ପ୍ୟୂୁଟର ଏବଂ ଅନ୍ୟାନ ମୋବାଇଲ ସାମଗ୍ରୀ ସବୁ କିଛି ନେଇ…