Browsing Tag

baleswar

ବ୍ରାଉନସୁଗର ମାଫିଆ ସେକ୍ ଆଜବାହାର…

ଜଳେଶ୍ୱର: ବ୍ରାଉନସୁଗର ମାଫିଆ ସେକ୍ ଆଜବାହାର ରାଜସ୍ଥାନର ଯୋଦ୍ଧପୁରରୁ ଗିରଫ। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ସେକ୍ ଆଜବାହାର ଜଳେଶ୍ଵର ଅଞ୍ଚଳରେ ନିଶା ବ୍ୟବସାୟ କରୁଥିଲା। ସେ ଗତ ପଞ୍ଚାୟତ ନିର୍ବାଚନରେ ରାଜପୁର ଗ୍ରାମପଞ୍ଚାୟତର ୱାର୍ଡମେମ୍ବର ଭାବେ ନିର୍ବାଚିତ ହୋଇଥିବା…

ଚାଷ ଜମିରେ ପୋକ ଲାଗିବା ଦେଖି ବିଷ ପିଇ…

ଜଳେଶ୍ଵର: ଜମିରେ ଚକଡା ପୋକ ଲାଗି ଖରିଫ ଧାନ ଫସଲ ଏକ ପ୍ରକାରେ ଉଜୁଡି ଯିବାକୁ ବସିଛି। ଏହାକୁ ଦେଖି ଜଣେ ଚାଷୀ ସହି ନ ପାରି ବିଷ ପିଇ ଜୀବନ ହାରିଥିବା ଜଣାପଡ଼ିଛି।  ଉକ୍ତ ଚାଷୀ ଜଣଙ୍କ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମର ଲକ୍ଷ୍ମୀନାରାୟଣ ଜେନା (୬୭)।…

ବିଚ୍ ରାସ୍ତାରେ ଯୁବକଙ୍କୁ ନିର୍ମମ…

ବାଲେଶ୍ୱର: ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତା ଉପରେ ବିଭତ୍ସ ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରିଛନ୍ତି ଦୁଇଜଣ ଦୁର୍ବୃତ୍ତ । ପ୍ରଥମେ ଅତି ନିକଟରୁ ମୁଣ୍ଡକୁ ଗୁଳି କଲେ ଏବଂ ତା’ପରେ ବେକକୁ ଭୁଜାଲିରେ ହାଣି ଦେଲେ। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ବାଲେଶ୍ୱର ସଦର ଥାନା…

ମାତ୍ର ୯ ମାସରେ ନବମ ଶ୍ରେଣୀର ଛାତ୍ର…

ବାଲେଶ୍ୱର: ମାତ୍ର ୯ମାସରେ ୯ମ ଶ୍ରେଣୀ ଛାତ୍ର ହୋଇଗଲେ କୋଟିପତି । କଥାଟି ଅବିଶ୍ବାସ ଭଳି ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ । ଗତ କରୋନା ମହାମାରୀ ସମୟରେ ଡ଼ିଜିଟାଲ ମିଡ଼ିଆକୁ ବ୍ୟବହାର କରି ବାଲେଶ୍ବରର ଆୟୁଷ୍ମାନ ପାଣିଗ୍ରାହୀ ରୋଜଗାର କରିଛନ୍ତି ଏକ କୋଟ ୩ଲକ୍ଷ ଟଙ୍କା । Crowd1 ପ୍ଲାଟଫର୍ମରେ…

କ୍ଷେପଣାସ୍ତ୍ର ‘ଅଭ୍ୟାସ’ର ସଫଳ ପରୀକ୍ଷଣ

ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଡିଆରଡିଓରୁ ହାଇସ୍ପିଡ ଏକ୍ସପେଣ୍ଡେବଲ୍ ଏରିୟଲ ଟାର୍ଗେଟ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ଶୁକ୍ରବାର ସଫଳ ପରୀକ୍ଷଣ ହୋଇଛି। କ୍ଷେପଣାସ୍ତ୍ର ଘାଟି ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ଏହି ଉତ୍‌କ୍ଷେପଣ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) କରିଛି।…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ:…

ବାଲେଶ୍ବର: ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଶୁକ୍ରବାର ଦିନ ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡ ରାୟ ଶୁଣାଇଛି ବାଲେଶ୍ୱର ସ୍ୱତନ୍ତ୍ର ପୋକସୋ କୋର୍ଟ। କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଲାଗୁ ହୋଇଛି। ତେବେ ୨୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ବର୍ଷେ ପର୍ଯ୍ଯନ୍ତ ସମୟ ଦିଆଯାଇଛି। ପୋକସୋ…

ବାଲେଶ୍ୱରର ପିଛା ଛାଡ଼ୁନି ପ୍ରାକୃତିକ…

ବାଲେଶ୍ୱର: ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଚାଲିଛି ବାଲେଶ୍ଵର । ୟସ ବାତ୍ୟାର ପ୍ରଭାବରେ ଜିଲ୍ଲାର ପାଖାପାଖି ତିନି ଲକ୍ଷ ଲୋକ ପ୍ରଭାବିତ ହେବାର କେଇ ମାସ ପରେ ପୁଣି ଲାଗିରହିଛି ବନ୍ୟା ବିପତ୍ତି । ଘନଘନ ଲଘୁଚାପଜନିତ ବର୍ଷାରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ଆଦି ନଦୀରେ…

ସୁବର୍ଣ୍ଣରେଖାରେ ପୁଣି ବନ୍ୟା…

ଭୋଗରାଇ: ଲଘୁଚାପଜନିତ ଲଗାଣ ବର୍ଷା ଓ ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ବିଭିନ୍ନ ଡ୍ୟାମରୁ ଜଳ ଛଡ଼ା ଯିବାରୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଭୋଗରାଇ ବ୍ଲକର ୧୮ ପଂଚାୟତର ୮୦ରୁ ଉର୍ଦ୍ଧ୍ବ ଗାଁ ପ୍ରଭାବିତ ହୋଇଛି। ୧୦ ହେକ୍ଟର ରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇଛି। ୧୫ରୁ ଅଧିକ ରାସ୍ତା…

ବ୍ରାଉନସୁଗାରର ଆଡ୍ଡାସ୍ଥଳୀ ପାଲଟିଛି…

ବାଲେଶ୍ୱର: ନିଶା କାରବାରର ହବ୍ ପାଲଟିଛି ବାଲେଶ୍ୱର ଜିଲ୍ଲାର ଜଳେଶ୍ଵର। ପ୍ରାୟ ଅଧିକାଂଶ ସମୟରେ ଏହି ସ୍ଥାନରୁ ଧଳାଜହର ଜବତ କରୁଛି ପୁଲିସ । ପୋଲିସ ଆଖିରେ ଧୂଳି ଦେଇ ଜଳେଶ୍ଵର ଅଞ୍ଚଳରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବ୍ରାଉନସୁଗାର ପଠାଉଛନ୍ତି ମାଫିଆ। ତେବେ ଗତକାଲି ବିଳମ୍ବିତ ରାତିରେ ଜଳେଶ୍ଵରର…

ଚାନ୍ଦିପୁର ପ୍ରତିରକ୍ଷା ଘାଟି ଗୁପ୍ତଚର…

ବାଲେଶ୍ଵର: ବାଲେଶ୍ବର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆରଡିଓ)ଅଧିନରେ ଥିବା ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ ରୁ ଦେଶର ସୁରକ୍ଷା ଓ ନିରାପତ୍ତା ସମ୍ବନ୍ଧୀୟ ତଥ୍ୟ ଲିକ୍ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚର ଏକ ୪ ଜଣିଆ ଏସଆଇଟି ଗତକାଲି ରାତିରେ ବାଲେଶ୍ଵର ରେ ପହଞ୍ଚିବା ସହ…