ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

balesore

ଗଜରାଜ ଆତଙ୍କ: ମହିଳାଙ୍କୁ କଚାଡ଼ି ମାରିଲା…

ସୋର: ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ । ଖଇରା ବ୍ଲକ ବାଉଁଶ ଗଡ଼ିଆ ଗାଁରେ ଦୌପ୍ରଦୀ ହୋ ବିଳମ୍ବିତ ରାତିରେ ବାହାରକୁ ଯାଇଥିବା ବେଳେ ହାତୀ କଚାଡ଼ି ଦେଇଥିଲା । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରିଛି। ସୂଚନା ଅନୁସାରେ, ବାଉଁଶଗଡ଼ିଆ ପଞ୍ଚାୟତର ଦ୍ରୌପଦୀ ହୋ (୪୫ ବର୍ଷ) ନାମକ ଜଣେ ମହିଳା…

ପରୀକ୍ଷା ମାଧ୍ୟମରେ ଡାକ ବିଭାଗରେ…

ବାଲେଶ୍ବର,:ଭାରତ ସରକାରଙ୍କ ଅଧୀନରେ ଥିବା ଇଣ୍ଡିଆ ପୋଷ୍ଟ୍ ତରଫରୁ ପୋଷ୍ଟିଂ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏନେଇ ସମିଗ୍ର ଭାରତରେ ଡ଼ାକ ବିଭାଗରେ ସମୁଦାୟ ୩୮ ହଜାର ୯୨୬ଟିରେ ଜିଡିଏସ୍, ବିପିଏମ୍/ଏବିପିଏମ୍ ଏବଂ ଡାକ ସେବକ ପଦ ପାଇଁ ନିଯୁକ୍ତିବାହାରିଛି। ଯାହାର ଆବେଦନ କରିବାର ଶେଷ ତାରିଖ ଜୁନ୍ ୬…

ଛାଡପତ୍ର ମାମଲା: ଅଦାଲତ ଭିତରେ ବିଷପିଇ…

ବାଲେଶ୍ୱର:ବାଲେଶ୍ୱର ପରିବାର ଅଦାଲତ ଭିତରେ ମହିଳା ଆଇନଜୀବୀ ରାଜଶ୍ରୀ ବାରିକ ବୁଧବାର ଦିନ ବିଷପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଅଦାଲତରେ ଉପସ୍ଥିତ ଥିବା ଅନ୍ୟ ଆଇନଜୀବୀ ମାନେ ଶ୍ରୀମତୀ ବାରିକଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ତୁରନ୍ତ ଚିକିତ୍ସା ଯୋଗାଇ…

ପୁତୁରା ବାହାଘର ଶୋଭାଯାତ୍ରାରେ କକା ମୃତ 

ବାଲେଶ୍ଵର: ବାଲେଶ୍ଵର ସହର ଉପକଣ୍ଠ ସୋମନାଥପୁର ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ଡିଜେ ଗାଡ଼ିର ଚକା ତଳେ ପଡ଼ି ଖପରାପଦା ଗ୍ରାମର ହରେନ୍ଦ୍ର ମହାଳିକ(୩୫)ଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।ଖବର ପାଇ ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ପୁଲିସ ପହଞ୍ଚି ଘଟଣାର ତଦନ୍ତ…

ଲୁଟେରାଙ୍କ ଉତ୍ପାତ: ଝରକା ଭାଙ୍ଗି…

ସୋର: ଘରେ କେହି ନ ଥିଲେ। ପରିବାର ସମସ୍ତ ସଦସ୍ୟ ବିବାହ ଭୋଜିରେ ଯୋଗଦେଇ ଚାରି ଦିନ ପରେ ଘରକୁ ଫେରିଲା ବେଳକୁ ଚୋରମାନେ ଝରକା ଭାଙ୍ଗି ଘରେ କଳାକନା ବୁଲାଇ ଫେରାର ହୋଇଯାଇଛନ୍ତି। ବିରଞ୍ଚି ନାରାୟଣ ମହାନ୍ତି ଓସିଏଲରୁ ପର୍ସନାଲ ମ୍ୟାନେଜର ପଦରୁ ଅବସର ନେଇ ସୋର ଥାନା ଇଟୁଆ ଗ୍ରାମରେ ଅବସ୍ଥାନ କରୁଛନ୍ତି।…

ବନ୍ୟ ପଶୁ ପକ୍ଷୀକୁ ଘଉଡାଇବା ପାଇଁ…

ଜଳେଶ୍ବର: ବନ୍ୟ ପଶୁ ପକ୍ଷୀକୁ ଘଉଡାଇବା ପାଇଁ ଜଳେଶ୍ୱର ସହରରେ ବିକ୍ରି ଚାଳିଛି ଅଭିନବ ହାତ ତିଆରି ଫଟାକା ବା ବନ୍ଧୁକ। କିଣିବା ପାଇଁ ଲାଗିଛି ଲୋକଙ୍କ ଭିଡ଼। ବନ୍ୟ ପ୍ରାଣୀମାନଙ୍କ ଦାଉରୁ ବହୁ ସମୟରେ ଫସଲ ନଷ୍ଟ ହେଉଛି ଫଳରେ ଚାଷୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୂର…

ସିଲେଇ କାରିଗରଙ୍କ ଗାଁ ଗୋବର୍ଦ୍ଧନପୁର:…

ବାଲେଶ୍ଵର: ଏମିତି ବି ଗାଁ ଅଛି ଯେଉଁଠି ପିଲା ଠାରୁ ବୁଢ଼ା ଯାଏଁ ସମସ୍ତେ ସିଲେଇ କାମ ଜାଣିଛନ୍ତି। କାମଧନ୍ଦା ଓ ରୋଜଗାର କହିଲେ କେବଳ ଲୁଗା ସିଲେଇ। ରାତି ପାହିବା ଠାରୁ ବିଛଣାକୁ ଯିବା ଯାଏଁ ଦୈନନ୍ଦିନ ନିତ୍ୟକର୍ମକୁ ଛାଡିଦେଲେ ଆଉ ବାକି ସମୟ ତକ ହିଁ ସମସ୍ତେ ସେହି ସିଲେଇ କାମରେ ନିୟୋଜିତ ଥାନ୍ତି।…

ବ୍ରାଉନସୁଗର ନେବାକୁ ଆସି ଜଳେଶ୍ବର ପୋଲିସ…

ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଚାଲନ୍ତି ରେଳ ଫାଟକ ଅଞ୍ଚଳରୁ ପୋଲିସର ଦ୍ଵାରା ପାଖା ପାଖି ୧୧୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ଓ ୩୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସହିତ ମଞ୍ଚେଶ୍ୱର ଅଞ୍ଚଳର ଦୁଇ ବ୍ରାଉନ ସୁଗାର ବେପାରୀ ଅଟକ ସହିତ ଏକ ବାଇକ ଜବତ କରିଛି ପୁଲିସ।ସୂଚନା ଅନୁଯାୟୀ,…

ଶୋଇଥିବା ବେଳେ ମା’ ଓ ଝିଅଙ୍କ…

ଚାନ୍ଦିପୁର: ବାଲେଶ୍ଵର ସଦର ବ୍ଲକ ଅଧିନସ୍ଥ ରସାଳପୁର ପଞ୍ଚାୟତର ଛେଳିଆପଦା ଗାଁରେ ଗତକାଲି ରାତିରେ ମାଝିଅ ଶୋଇଥିବା ବେଳେ ସେମାନଙ୍କ ଉପରେ କାନ୍ଥ ଭୁଷୁଡି ପଡିବାରୁ ଉଭୟଙ୍କ ଅବସ୍ଥା ଗୁରୁତର ହୋଇଛି।ସୂଚନା ଅନୁଯାୟୀ, ରମାକାନ୍ତ ବାରିକଙ୍କ ପତ୍ନୀ ମାଳତୀ ଗତକାଲି ରାତିରେ ତାଙ୍କ ୧୦ ବର୍ଷର ଝିଅକୁ…

ଜଳେଶ୍ବରରେ ପୁଣି ଜବତ ହେଲା ୨୮ ଲକ୍ଷ…

ଜଳେଶ୍ବର: ଜଳେଶ୍ବର ପୋଲିସ ଦ୍ଵାରା ଜଳେଶ୍ୱର ରାଜପୁର ନଦୀ ବନ୍ଧ ଅଞ୍ଚଳରୁ  ୨୮୦ ଗ୍ରାମ ବ୍ରାଉନ ସୁଗର ଜବତ  କରିବା ସହ ଦୁଇ ବ୍ରାଉନସୁଗର  ବେପାରୀଙ୍କୁ ଗିରଫ କରିଛି।  ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୮ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି। ଅଟକ ଦୁଇ ଜଣ ହେଲେ ସମୀର ଖାଁ ଓ ଶେଖ ଆଇମତ।…