ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Balasore News

ବ୍ରାଉନସୁଗର ବେପାରୀକୁ ଗିରଫ ବେଳେ…

ବାଲେଶ୍ବର: ସବୁ ସୀମା ଟପିଲେ ବ୍ରାଉନସୁଗର ମାଫିଆ । ବ୍ରାଉନସୁଗର ଚଢ଼ାଉ ବେଳେ ପୁଲିସ ଉପରେ ଆକ୍ରମଣ । ଆକ୍ରମଣରେ ୪ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଜଳେଶ୍ୱର ପୁଲିସ ପକ୍ଷରୁ ପଶ୍ଚିମବଙ୍ଗକୁ ବ୍ରାଉନସୁଗର ଚାଲାଣ ହେଥିବାର ଖବର ପାଇ ପ୍ରଥମେ ଆମ୍ବୁଳି ଅଠା ବାଇପାସ ନିକଟରେ…

ବାହାନଗା ବେଦନା: ‘ଭୁଲ୍‌ ପାଇଁ ବଞ୍ଚିଗଲା…

ଏତେ ଭୟଙ୍କର ଦୁର୍ଘଟଣା; ଭୟାବହତା ବର୍ଣ୍ଣନା କରିବା ପାଇଁ ସତରେ ଶବ୍ଦ ନିଅଣ୍ଟ। କିଲୋମିଟର କିଲୋମିଟର ଯାଏ ଶୁଭୁଥିଲା ଆର୍ତ୍ତଚିତ୍କାର। ଲୁହ ଲହୁ ସବୁ ଏକାକାର। ଚିତ୍କାର କରି କରି କାହାର ସ୍ବର ନିରବି ଯାଇଥିଲା ତ ଆଉ କାହାର ଚିତ୍କାର ଗଳାପାଖରେ ହିଁ ଅଟକିଯାଇଥିଲା। ଏବେ ଶହଶହ ଆହତ ହୋଇ ବିଭିନ୍ନ…

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ…

ବାଲେଶ୍ୱର: ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ଯନିର୍ବାହୀ ଯନ୍ତ୍ରୀ । ବାଲେଶ୍ଵର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ମହେଶ…

ଚାନ୍ଦିପୁର ସମୁଦ୍ର କୂଳରେ ଗୁଳିମାଡ଼: ୧…

ବାଲେଶ୍ବର: ଚାନ୍ଦିପୁର ସମୁଦ୍ର କୂଳରେ ଆଜି ଗୁଳିମାଡ଼ ଘଟିଛି। ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ କମଳାକାନ୍ତ ମାଝୀ ବୋଲି ଜଣାପଡ଼ିଛି। ଗୁରୁତର ଦ୍ବୟଙ୍କୁ ଉଦ୍ଧାର କରାଯାୟୀ ଚିକିତ୍ସା ପାଇଁ ବାଲେଶ୍ବର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ।…

ଇଣ୍ଡିଆନ୍ ଆଇଡଲ୍ ର…

ବାଲେଶ୍ଵର:'ତୁ ହିଁ ରେ'...ଏବଂ 'ଚୋରି କିୟା ରେ ଜିୟା' ସଙ୍ଗୀତ ପରିବେଷଣ କରି ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ହିମେସ୍ ରଶମିୟା, ନେହା କକ୍କର ଏବଂ ବିଶାଳ ଦଦଲାନିଙ୍କ ମନ ଜିତିନେଇଛନ୍ତି ଓଡ଼ିଶା ତଥା ବାଲେଶ୍ଵରର ଜଣେ ଯୁବ କଣ୍ଠଶିଳ୍ପୀ। ନିଜର ଗୀତ ମାଧ୍ୟମରେ ବିଚାରକଙ୍କ ମନ ଜିଣିବା ସହ ନେସନାଲ୍…

ସ୍ୱାମୀଙ୍କୁ ଆର୍ଥିକ ସହଯୋଗ ପାଇଁ…

ବାଲେଶ୍ଵର: ବାଲେଶ୍ଵର ନୂଆବଜାର ସ୍ଥିତ ଝଡେସ୍ୱର ମନ୍ଦିର ପାଖରେ ପଇଡ ବ୍ୟବସାୟ କରନ୍ତି ସସ୍ମିତା । ମନ୍ଦିରକୁ ଆସୁଥିବା ଭକ୍ତ ଓ ପାଖରେ ଥିବା ନର୍ସିଂହୋମକୁ ଆସୁଥିବା ଜନସାଧାରଣଙ୍କ ପଇଡ ପାଣିରେ ତୃଷ୍ଣା ମେଣ୍ଟାଇଥାନ୍ତି । ଘର ରେମୁଣା ବ୍ଲକ ଖନ୍ତାପଡା ଥାନା ମହାରାଜପୁର ପଞ୍ଚାୟତର ବାଟିଟଙ୍କି ଗାଁ ।…