ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Baipariguda

ମାଳିପଦର ଜଙ୍ଗଲରେ ଏସଓଜି ଯବାନ ଓ…

ବୈପାରୀଗୁଡା: ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ପଂଚାୟତ ମାଳିପଦର ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବର୍ଷଣ ହୋଇଥିବ ଜଣାପଡିଛି । ପୋଲିସର ଗୁଳି ବିନିମୟ ବେଳେ ୨ ମାଓବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ରାମଗିରି ଫାଣ୍ଡି ଠାରୁ ୧୨ କିଲୋମିଟର ଦୂରରେ ଥିବା ଏହି ଜଙ୍ଗଲରେ…

ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ଗାଏବ,…

ବୈପାରୀଗୁଡା: ବୈପାରୀଗୁଡା ସ୍ଥିତ ଇଣ୍ଡିଆନ ଅଭରସିଜ ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ଗାଏବ l ବ୍ୟାଙ୍କ ଶାଖା ପରିଚାଳକ ବୌପାରିଗୁଡା ଥାନାରେ ଦେଲେ ଲିଖିତ ଅଭିଯୋଗ l ସୂଚନା ଅନୁଯାୟୀ, ଗତ କାଲି ଶାଖା ପରିଚାଳକ ପ୍ରବୀର କୁମାର ପ୍ରଧାନ ବ୍ୟାଙ୍କ ଶାଖାରୁ ୮୦ ଲକ୍ଷ ଟଙ୍କା ଉଭାନ ହୋଇଥିବା ଜାଣିପାରି ବ୍ୟାଙ୍କ…

ନଦୀ ପାର ହେବା ସମୟରେ ସ୍ରୋତରେ ଭାସି ୬୦…

ବୈପାରୀଗୁଡା: ବୈପାରୀଗୁଡା ଥାନା ଅନ୍ତର୍ଗତ କାଠପଡା ପଂଚାୟତ ଗଞ୍ଜିଆଗୁଡା ଗାଁରେ ଅଘଟଣ l ନଦୀ ପାର ହେବା ସମୟରେ ନଦୀରେ ଭାସି ୬୦ ବର୍ଷୀୟ ବୃଦ୍ଧା ମୃତ l ସୂଚନା ଅନୁଯାୟୀ, କାଠପଡା ପଂଚାୟତ ଗଞ୍ଜିଆଗୁଡା ଗ୍ରାମର ଲକି ସାଆନ୍ତାଙ୍କ ସ୍ତ୍ରୀ କହେଁଇ ସନ୍ତା ଗାଁ ପାଖ କେନ୍ଦୁପୁଟ ଗାଁକୁ ଯାଇଥିଲେ l…

ପାଣି ପିଇବା ପାଇଁ ନଦୀକୁ ଆସିଥିବା ଏକ…

ବୈପାରିଗୁଡା: କୁଟୁରାକୁ ହତ୍ୟା କରି କାଟିବା ସମୟରେ ବନବିଭାଗର ଚଢ଼ାଉ । ପାଣି ପିଇବା ପାଇଁ ନଦୀକୁ ଆସିଥିବା ଏକ ଗର୍ଭିଣୀ କୁଟୁରାକୁ ଶିକାରୀମାନେ ମାରି ଦେଇଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡା ବନାଞ୍ଚଳ ଅଧିକାରୀଙ୍କ ସୂଚନା ଅନୁଯାୟୀ ଆଜି ସକାଳୁ ବୈପାରିଗୁଡା ବନାଞ୍ଚଳ ଅନ୍ତର୍ଗତ ମହୁଲି ଗ୍ରାମ…

ଗାଧୋଉଥିବା ସମୟରେ ପୋଖରୀରେ ବୁଡି ଦୁଇ…

ବୈପାରୀଗୁଡା: ପୋଖରୀରେ ବୁଡି ଗୋଟିଏ ଗାଁର ୨ ଜଣ ନାବାଳିକାଙ୍କ ମୃତ୍ୟୁ । ଏହିପରି ଅଭାବନୀୟ ଘଟଣାଟି ବୈପାରୀଗୁଡା ଥାନା ଅନ୍ତର୍ଗତ ମାଠପୋଡା ପଂଚାୟତର ଗୋଇପଦର ଗ୍ରାମରେ ଘଟିଛି । ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଗାଇପଦର…

ବୈପାରୀଗୁଡା ରେ ବାଘ ଆତଙ୍କ

ବୈପାରୀଗୁଡା ବନାଞ୍ଚଳ ଅନ୍ତର୍ଗତ ମାଠପଡା ପଂଚାୟତ ଧଳପୁର ହାଟପଦା ଠାରେ ବାଘ ର ପାଦ ଚି଼ହ୍ନ ସହ ଏକ ବାଛୁରୀ ଟି ର ମର ଶରୀର ପଡି ଥିବା ଦେଖିବାକୁ ମିଳିଛି ଏହା ସହ ବାଛୁରୀ ଟି ର ଶରୀର ଅଧା ଖାଇ ବାଘ ଚାଲିଯାଇଥିବା ଗାଁ ଲୋକ ପ୍ରକାଶ କରିଛନ୍ତି, ଗତ କାଲି ରାତିରେ ବାଘ ର ଗର୍ଜନ ମଧ୍ୟ କିଛି ଲୋକ ଶୁଣିଥିବା…