ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Bahuda Yatra

ଶରଧାବାଲିରେ ଜନସମୁଦ୍ର: ୩ ରଥକୁ ଭକ୍ତିର…

ପୁରୀ: ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଛେରାପହଁରା ପରେ ଆରମ୍ଭ ହୋଇଛି ରଥଟଣା । ମହାରାଜା ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା । ଏହା ପରେ ତିନି ରଥରେ ଅଶ୍ୱ ଯୋଖା ହୋଇଥିଲା । ରଥରେ ଅଶ୍ୱଯୋଖା ହେବା ପରେ ଆରମ୍ଭ ହୋଇଥିଲା ରଥଟଣା ।…

ନାକଚଣା ଦ୍ୱାରରେ ପ୍ରସ୍ତୁତ ତିନିରଥ, ଆଜି…

ପୁରୀ : ଜନ୍ମବେଦୀରେ ଶେଷ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳା। ଏବେ ରତ୍ନବେଦୀକୁ ବାହୁଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ ଦିନ ରହଣି ପରେ ବୁଧବାର ଭାଇ ଭଉଣୀଙ୍କୁ ସାଥୀରେ ଧରି ବାହୁଡ଼ିବେ କାଳିଆ ଠାକୁର। ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ଦାରୁବ୍ରହ୍ମଙ୍କୁ…

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ବାହୁଡା଼…

ଭୁବନେଶ୍ବର: ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ବାହୁଡା଼ ଯାତ୍ରା। ହେଲେ ଅଧାରେ ଅଟକିଲା ମହାପ୍ରଭୁଙ୍କ ରୁକୁଣା ରଥ । ଶୀତଳ ଷଷ୍ଠୀ ଅଞ୍ଚଳରେ ଅଟକିଲା ରୁକୁଣା ରଥ। ସନ୍ଧ୍ୟା ହୋଇ ଯିବାରୁ ରଥଟଣା ବନ୍ଦ ହୋଇଛି। ପୁଣି ଆସନ୍ତାକାଲି ୩ଟା ବେଳେ ରଥ ଟଣା ହେବ। ଯେହେତୁ ଆସନ୍ତାକାଲି ୬ ଦିନ ହେଉଛି ସେଥିପାଇଁ…

ଆଜି ବାହୁଡ଼ିବେ ମହାପ୍ରଭୁ

ପୁରୀ : ଜନ୍ମବେଦୀରେ ଶେଷ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳା। ଏବେ ରତ୍ନବେଦୀକୁ ବାହୁଡିବାକୁ ପ୍ରସ୍ତୁତ ହେଉଛନ୍ତି ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ ଦିନ ରହଣି ପରେ ଶନିବାର ଭାଇ ଭଉଣୀଙ୍କୁ ସାଥୀରେ ଧରି ବାହୁଡିବେ କାଳିଆ ଠାକୁର। ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ମହାପ୍ରଭୁଙ୍କୁ…

ଚାରୋଟି ଆଇସକ୍ରିମ୍ କାଠିରେ…

ବାଲେଶ୍ବର : ବାହୁଡ଼ା ଯାତ୍ରା ଅବସରରେ ବାଲେଶ୍ବରର ସୁକୀର୍ତ୍ତି କର ଆଙ୍କିଲେ ଏକ ନିଆରା ଢଙ୍ଗରେ ଚିତ୍ର। ଏଥିସହିତ ନିଜ ଚିତ୍ରଙ୍କୁ ବାହୁଡ଼ା ପାଇଁ ସମର୍ପିତ କରିଛନ୍ତି। ଚାରୋଟି ଆଇସକ୍ରିମ୍‌ କାଠିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନ୍ଦର ଓ ଆକର୍ଷଣୀୟ ଚିତ୍ର ଆଙ୍କିଛନ୍ତି। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର,…

ଆସନ୍ତାକାଲି ଶ୍ରୀଜୀଉଙ୍କ ପବିତ୍ର ବାହୁଡା…

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡା ଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାହୁଡ଼ା ଯାତ୍ରା ସହିତ ସୁନାବେଶ ଓ ନୀଳାଦ୍ରି ବିଜେ କିପରି ଶୃଙ୍ଖଳିତ ଭାବେ କରାଯାଇପାରିବ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ସମସ୍ତ ସମୀକ୍ଷା…