Browsing Tag

Baba Akhandalamani

ଆଜି ଧାମରା ବନ୍ଦର, ଆଖଣ୍ଡଳମଣି ମନ୍ଦିର…

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ସଚିବ ଭି.କେ ପାଣ୍ଡିଆନ୍‍ ଆଜି ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବେ। ଦିନ ୨ଟା ୩୦ ମିନିଟ୍‍ ରେ ଭୁବନେଶ୍ୱର ସ୍ଥିତ ବିମାନବନ୍ଦରରୁ ବାହାରି ମୁଖ୍ୟ…

ଶିବଗଙ୍ଗା ପୁଷ୍କରଣୀରେ ଚାପଖେଳିଲେ ବାବା…

ଭଦ୍ରକ/ଆରଡି:ପବିତ୍ର ଅକ୍ଷୟତୃତୀୟା ଠାରୁ ୨୧ଦିନ ଯାଏଁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚନ୍ଦନଯାତ୍ରା ନୀତି ଅନୁଷ୍ଠିତ ହୋଇଛି। ଏଥିପାଇଁ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ଭୋର ୪ଟାରେ ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି…

ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା: ଭୋର…

ଆରଡି: ଆସନ୍ତାକାଲି ଜାଗର ଯାତ୍ରା । ବାବା ଆଖଣ୍ଡଳମଣୀଙ୍କ ନୀତିକାନ୍ତି  ଓ ମହାଦୀପ କେତେ ବେଳେ ଉଠିବ ତାହାର ଚୂଡ଼ାନ୍ତ ଚିଠା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି । ମଙ୍ଗଳବାର ଭୋର ୪ଟାରେ ହେବ ବାବାଙ୍କ  ଆଳତି ଅନୁଷ୍ଠିତ ହେବ। ୪ଟା ୩୦ ମିନିଟରେ କନିକା ରାଜାଙ୍କର ପହିଲି ଘର୍ଷଣଲାଗି ହେବ…

ନୂଆରୂପରେ ଝଲସିବ ବାବା ଆଖଣ୍ଡଳମଣିଙ୍କ…

ଭଦ୍ରକ : ନୂଆରୂପରେଖ ନେବ ରାଜ୍ଯର ପ୍ରମୁଖ ପର୍ଯ୍ଯଟନସ୍ଥଳ ତଥା ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ। ଏଥିପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା।, ବିଶେଷକରି ଆଗନ୍ତୁକ ପର୍ଯ୍ଯଟକଙ୍କ ଆକୃଷ୍ଟ ନିମନ୍ତେ ପୀଠକୁ ସରସ ସୁନ୍ଦର କରିବା ପାଇଁ ମନ୍ଦିର ବେଢାର…