ରାତାରାତି କୋଟିପତି ବନିଗଲେ ଅଟୋ…
ଥିରୁଅନନ୍ତପୁରମ : ଅଟୋଚାଳକଙ୍କ ଭାଗ୍ୟ ବଦଳାଇ ଦେଲା ଲେଟେରି ଟିକେଟ। ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା କାରଣରୁ ପରିବାର ଛାଡି ମାଲେସିୟା ଯିବାକୁ ପ୍ରସ୍ତୁତ ହୋଉଥିଲେ। ଆଉ ଏଥିପାଇଁ ମଧ୍ୟ ଗୋଟିଏ ସଂସ୍ଥା ପାଖରୁ ୩ ଲକ୍ଷ ଟଙ୍କାର ଋଣ ମଧ୍ୟ ନେଇଥିଲେ । ଯିବା ପୂର୍ବରୁ ପଡିଥିଲା ପ୍ରସିଦ୍ଧ ଓନାମ ପର୍ବ ।…