ଆଜିଠୁ ମହଙ୍ଗା ହେଲା ATM ରୁ ଟଙ୍କା…
ନୂଆଦିଲ୍ଲୀ : ଅଗଷ୍ଟ ପହିଲାରୁ ସାରା ଦେଶରେ ଅନେକ ପରିବର୍ତ୍ତନ ଘଟି ଲାଗୁ ହେବାକୁ ଯାଉଛି କିଛି ନୂଆ ନିୟମ । ଏଗୁଡ଼ିକ ଆପଣଙ୍କ ପକେଟ ଏବଂ ଚଳଣି ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଟିଏମ୍ ରୁ କେୱାଇସି ପର୍ଯ୍ୟନ୍ତ ଅଗଷ୍ଟ ପହିଲାରୁ ଅନେକ ଜରୁରୀ ପରିବର୍ତ୍ତନ ହେବାକୁ ଯାଉଛି। ଏଟିଏମରୁ ଟଙ୍କା କାଢିବା କେବଳ…