ପୋଲର ନିରାପତ୍ତା ଯାଞ୍ଚ ପାଇଁ ଗୋଟିଏ ଦିନ…
ଆଠଗଡ: ମରାମତି କାର୍ଯ୍ୟ ପାଇଁ ଦିନଟିଏ ବନ୍ଦ ରହିବ ଆଠଗଡ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଠାରେ ଥିବା ଝୁଲା ପୋଲ। ପୋଲର ନିରାପତ୍ତା ଯାଞ୍ଚ ପାଇଁ ଦିନଟିଏ ଝୁଲା ପୋଲ ବନ୍ଦ ରହିବା ନେଇ ସୋମବାର କଟକ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ମଙ୍ଗଳବାରଠାରୁ ଝୁଲା ପୋଲର ମରାମତି କାମ ଆରମ୍ଭ ହେବ। ଝୁଲା…