୨ଜି-ମୁକ୍ତ ଆଡ଼କୁ ଅଗ୍ରସର ହେଲା ଭାରତ;…
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଜିଓଫୋନ୍ ଗ୍ରାହକଙ୍କ ପାଇଁ ଘୋଷଣା କରାଯାଇଛି “ନୂଆ ଜିଓଫୋନ୍ ୨୦୨୧’’ ଅଫର। ଏହା ଏକ ବଣ୍ଡଲ୍ଡ୍ ପ୍ଲାନ୍ ଯେଉଁଥିରେ ଗ୍ରାହକଙ୍କୁ ମାତ୍ର ୧୯୯୯ ଟଙ୍କାରେ ନୂଆ ଜିଓଫୋନ୍ ସହିତ ୨ ବର୍ଷ ପର୍ଯ୍ଯନ୍ତ ଅସୀମିତ କଲ୍ ଏବଂ ୨ ବର୍ଷ ପର୍ଯ୍ଯନ୍ତ ପ୍ରତି ମାସରେ ଦୁଇ ଜିବି…