ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Asia Cup 2022

ଦୁବାଇରେ ଦମ୍‌ ଦେଖାଇଲେ ଭାରତୀୟ ବୋଲର :…

ଦୁବାଇ: ବିଶ୍ୱ ତଥା ଏସିଆ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‍ କ୍ରିକେଟରେ ମହା ମୁକାବିଲା  ଖେଳାଯାଉଛି।  ବହୁପ୍ରତୀକ୍ଷିତ ଏହି ମୁକାବିଲାରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା…

ମହାମୁକାବିଲାରେ ଟସ୍‌ ଜିତି ଭାରତର ବୋଲିଂ…

ଦୁବାଇ: ବିଶ୍ୱ ତଥା ଏସିଆ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‍ କ୍ରିକେଟରେ ମହା ମୁକାବିଲା ଆରମ୍ଭ ହୋଇଛି।  ବହୁପ୍ରତୀକ୍ଷିତ ଏହି ମୁକାବିଲାରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜିର ମୁକାବିଲାରେ ଋଷଭ ପନ୍ତ ଚୂଡାନ୍ତ ଏକାଦଶରୁ ବାଦ୍…

ଦୁବାଇରେ ଆଜି ଦମ୍‍ ଦେଖାଇବ ମେନ ଇନ୍…

ବିଶ୍ୱ କ୍ରିକେଟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ଦେଶ ଭାବେ ଭାରତ ଓ ପାକିସ୍ତାନର ସ୍ୱତନ୍ତ୍ର ପରିଚୟ ରହିଛି। କିନ୍ତୁ ପରିସ୍ଥିତି ଏମାନଙ୍କୁ କେବଳ ଆଇସିସି ଇଭେଣ୍ଟରେ ମୁକାବିଲା କରିବାକୁ ସୁଯୋଗ ଦେଉଛି। ଯେତେ କମ୍‍ ମୁକାବିଲା ହେଉଥିଲେ ମଧ୍ୟ ଦର୍ଶକଙ୍କ ମଧ୍ୟରେ ସେତିକି ଅଧିକ ଉତ୍କଣ୍ଠା ବୃଦ୍ଧି ପାଉଛି। ଗତ…

ଆଜିଠାରୁ ଏସିଆ କପ୍‍ କ୍ରିକେଟ:…

ଦୁବାଇ: ଏସିଆ ମହାଦେଶର ସବୁଠାରୁ ବଡ଼ କ୍ରିକେଟ ପ୍ରତିଯୋଗିତା ଏସିଆ କପ୍‍ ଶନିବାରଠାରୁ ୟୁଏଇ’ରେ ଖେଳାଯିବ। ଏଥିରେ ଏସିଆର ୬ଟି ଶ୍ରେଷ୍ଠ ଦେଶ ଅଂଶଗ୍ରହଣ କରୁଥିଲାବେଳେ ସେପ୍ଟେମ୍ବର ୧୧ରେ ଶେଷ ହେବ। ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ଶ୍ରୀଲଙ୍କା ରହିଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହାକୁ ୟୁଏଇକୁ ସ୍ଥାନାନ୍ତର…

କ୍ରିକେଟପ୍ରେମୀଙ୍କ ପାଇଁ ଖୁସିଖବର :…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ କାର୍ଯ୍ୟସୂଚୀ ଜାରି ହୋଇଛି । ବିସିସିଆଇ ସଚିବ ତଥା ଏସୀୟ କ୍ରିକେଟ୍ ପରିଷଦର ସଭାପତି ଜୟ ଶାହା ସୋସିଆଲ ମିଡିଆରେ ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କରିଛନ୍ତି। ଚଳିତ ମାସ ଶେଷ ଅର୍ଥାତ ଅଗଷ୍ଟ ୨୭ ରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ…