ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Asia Cup 2022

ଏସିଆ କପ ଜିତିଲା ଭାରତୀୟ ମହିଳା ଦଳ,…

ଢାକା: କମାଲ କଲେ ଭାରତୀୟ ମହିଳା କ୍ରିକେଟ ଦଳ । ଏସିଆ କପରେ ବାଜିମାତ କଲା ମହିଳା ଟିମ । ସପ୍ତମ ଥର ଏସିଆ କପ୍‌ ଟାଇଟଲ ହାତେଇଲା ଭାରତୀୟ ମହିଳା ଦଳ । ଏସିଆ କପର ଫାଇନାଲ ମ୍ୟାଚରେ ଭରତୀୟ ଟିମ୍ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ଚମ୍ପିଆନ ହୋଇଛି । ଶ୍ରୀଲଙ୍କା ଦେଇଥିବା ୬୬ ରନର ସହଜ ବିଜୟ…

ଆଜି ଏସିଆ କପ୍‍ ଫାଇନାଲ: ଶ୍ରୀଲଙ୍କା-…

ଦୁବାଇ: ନିଜ ଦେଶରେ ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଏବଂ କ୍ରିକେଟ ବୋର୍ଡରେ ରାଜନୀତି। ଏହାରି ଭିତରେ ଶ୍ରୀଲଙ୍କା କ୍ରିକେଟ ଦଳ ତାହାର ପରିଚୟ ଖୋଜି ପାଇବାରେ ସଫଳ ହୋଇଛି। ଏଠାରେ ରବିବାର ଏସିଆ କପ୍‍ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳିବା ପୂର୍ବରୁ ଏହି ଦେଶ ଉଭୟ ପାକିସ୍ତାନ ଓ ଭାରତକୁ…

ଏସିଆ କପ ୨୦୨୨: ଶ୍ରୀଲଙ୍କାକୁ ୧୭୪ ରନର…

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ ୨୦୨୨ ସୁପର-୪ର ତୃତୀୟ ମୁକାବିଲା ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ସୁପର-୪ର ଏହି ମୁକାବିଲାରେ ଶ୍ରୀଲଙ୍କା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୧୭୩…

ଏସିଆ କପ୍: ସୁପର-୪ ମୁକାବିଲାରେ ଆଜି…

ଦୁବାଇ: ଚଳିତ ଏସିଆ କପ୍‍ ରେ ଭାରତ ଆଜି ସୁପର-୪ରେ ତା’ର ଦ୍ୱିତୀୟ ମ୍ୟାଚ୍‍ ରେ ଶ୍ରୀଲଙ୍କାକୁ ଭେଟିବ। ରବିବାର ଭାରତ ୫ ୱିକେଟରେ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା। ଫଳରେ ଭାରତ ପାଇଁ ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‍ ରେ 'କର ବା ମର' ସ୍ଥିତି ସୃଷ୍ଟି…

ଏସିଆ କପ୍‌ : ପାକିସ୍ତାନକୁ ୧୮୨ ରନ୍‌ର…

ଦୁବାଇ: ସୁପରସଣ୍ଡେରେ ଆଜି ଏସିଆ କପର ସୁପର-୪ ପର୍ଯ୍ୟାୟରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ- ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି।  ଏହି ମୁକାବିଲାରେ ଟସ୍ ଜିତି ପାକିସ୍ତାନ ବୋଲିଂ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ୨୦ ଓଭର ଖେଳି ଭାରତୀୟ ଟିମ୍ ୭ ୱିକେଟ…

ଏସିଆ କପ୍‌ ସୁପର-୪ : ଟସ୍‌ ଜିତି ଭାରତକୁ…

ଦୁବାଇ: ସୁପରସଣ୍ଡେରେ ଆଜି ପୁଣି ଏକ ମହା ମୁକାବିଲା । ଏସିଆ କପର ସୁପର-୪ ପର୍ଯ୍ୟାୟରେ ଆଜି ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ- ପାକିସ୍ତାନ। ଆଜିର ମୁକାବିଲାରେ ଟସ୍ ଜିତି ପାକିସ୍ତାନ ବୋଲିଂ ନିଷ୍ପତ୍ତି ନେଇଛି। ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ୍ ଟସ୍…

ଏସିଆ କପ: ଆଜି ସୁପରସଣ୍ଡେର ହାଇଭୋଲଟେଜ…

ଦୁବାଇ: ସୁପରସଣ୍ଡେରେ ଆଜି ପୁଣି ଏକ ମହା ମୁକାବିଲା । ଏସିଆ କପର ସୁପର-୪ ପର୍ଯ୍ୟାୟରେ ଆଜି ପୁଣି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ- ପାକିସ୍ତାନ । ଚଳିତ ଟୁର୍ଣ୍ଣାମେଣ୍ଟରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏହା ଦ୍ୱିତୀୟ ମୁକାବିଲା। ଯାହାକୁ ନେଇ…

ଏସିଆ କପ୍‌ରେ ଭାରତକୁ ବଡ଼ ଝଟକା : ବାଦ୍‌…

ଦୁବାଇ : ଏସିଆ କପ୍‌ରେ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଏସିଆ କପ୍‌ର ସୁପର ୪ ଅଭିଯାନ ପୂର୍ବରୁ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳରୁ ବାଦ୍‌ ପଡିଛନ୍ତି। ଡାହାଣ ଆଣ୍‌ଠୁରେ ଆଘାତ ଲାଗିଥିବା କାରଣରୁ ରବୀନ୍ଦ୍ର ଜାଡେଜା ଦଳରୁ ବାଦ୍‌ ପଡିଥିବା ଜଣାପଡିଛି। ଜାଡେଜାଙ୍କ ବଦଳରେ ଦଳରେ…

ଏସିଆ କପ: ଆଜି ଭାରତ-ହଂକଂ ମଧ୍ୟରେ…

ଦୁବାଇ: ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଏସିଆ କପ୍‍ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାରତ ଆଜି ଅପେକ୍ଷାକୃତ ଦୁର୍ବଳ ହଂକଂକୁ ଭେଟିବ। ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨ଟି ବଲ ବାକି ରଖି ୫ ୱିକେଟରେ ପରାସ୍ତ କରିଥିଲା।…

ହାରିଲା ପାକିସ୍ତାନ : ରୋମାଞ୍ଚକର…

ଦୁବାଇ : ଦୁବାଇଠାରେ ଖେଳାଯାଉଥିବା ଏସିଆ କପର ୨ୟ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି। ଆଜି ଖେଳାଯାଉଥିବା ବହୁପ୍ରତୀକ୍ଷିତ ଏହି ମୁକାବିଲାରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ବ୍ୟାଟିଂ କରିବାକୁ ପଡିଆକୁ…