ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

arrested

କ୍ୟାପିଟାଲ ହସ୍ପିଟାଲରୁ ଜଣେ ଦଲାଲକୁ…

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରୁ ଦଲାଲ ଗିରଫ। ଗଞ୍ଜାମରୁ ଆସି ୟୁନିଟ-୬ ରେ ରହୁଥିବା ଜିତେନ୍ଦ୍ର ଚୌଧୁରୀଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ସେ ଜଣେ ଅଟୋ ଚାଳକ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରୁ ଘରୋଇ ହସ୍ପିଟାଲକୁ ଚାଲାଣ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା । ଏହା ପରେ…

ମର୍ଣ୍ଣିଂ ଓ୍ବାକ ଛିନତାଇ ଗ୍ୟାଙ୍ଗର ୩…

ବାରିପଦା: ବାରିପଦା ସହରରେ ଦିନକୁ ଦିନ ଚୋର ଓ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ଯୋଗୁଁ ସହରବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାରିପଦା ଟାଉନ ଥାନା ଅଞ୍ଚଳରେ ମର୍ଣିଂ ୱାକ କରୁଥିବା ସମୟରେ ସାଧାରଣତଃ ବୃଦ୍ଧ ଓ ବୃଦ୍ଧା ମାନେ ଛିନତାଇର ଶିକାର ହୋଇଥିବାର ଅଭିଯୋଗ ହୋଇଥିଲା। ଯାହାର…

ଅସଲି ନାଁରେ ନକଲି ଜର୍ଦ୍ଦା ବିକ୍ରି…

ଭୁବନେଶ୍ବର: ଗୋପାଳ ଜର୍ଦ୍ଦା କମ୍ପାନୀ ନାଁରେ ନକଲି ଜର୍ଦ୍ଦା ବିକ୍ରି ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ଗିରଫ ଦୁଇ ଜଣ ହେଲ କୃଷ୍ଣଚନ୍ଦ୍ର ରାଉଳ ଓ ବାସୁଦେବ ମଣ୍ଡଳ। ସୂଚନା ଅନୁଯାୟୀ,  ଗୋପାଳ ଇମ୍ପେରିଆଲ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡ଼ାଇରେକ୍ଟର…

ନିଶା ବେପାର ବିରୋଧରେ STF ର ଜିରୋ…

ଭୁବନେଶ୍ବର: ନିଶା ମାଫିଆଙ୍କ ବିରୋଧରେ STF ର ଜିରୋ ଟଲରାନ୍ସ । ନିଶା ମାଫିଆ ଏମ.ଡି. ସଦାମ ଓ ଚିତ୍ତରଞ୍ଜନ ବେହେରାଙ୍କୁ ଗିରଫ କରିଛି STF ।  ପିପିଲି ଦାନଗୋହୀରିର ଏମ.ଡି. ସଦାମ ବିରୋଧରେ NDPS ଓ ARMS ଆକ୍ଟରେ ମାମଲା ଥିଲା ।୨୦୨୨ ମସିହା ଜାନୁଆରୀ ୨୫ ତାରିଖରେ ଛାପା ମାରି ୩ କେଜି ୧୧୦ ଗ୍ରାମ…

ମୋଷ୍ଟ ୱାଣ୍ଟେଡ ଗଙ୍ଗାଧର ପରିଡା ଗିରଫ,…

ବାଣପୁର: ଆଜି ବାଣପୁର ପୁଲିସକୁ ମିଳିଛି ବଡ ସଫଳତା । ସାହାସପୁର ଗ୍ରାମର ମୋଷ୍ଟ ୱାଣ୍ଟେଡ ଗଙ୍ଗାଧର ପରିଡାକୁ ବାଣପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ବିଭିନ୍ନ ହତ୍ୟା ଘଟଣା, ହତ୍ୟା ଉଦ୍ୟମ, ବୋମା ମାଡ, ବେଆଇନ ମଦ ବେପାର ଘଟଣା ସହିତ ବହୁ ଆଇନ ବିରୋଧ ଘଟଣାରେ ସମ୍ପୃକ୍ତ ଥିଲା। ପୂର୍ବରୁ…

ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ କାରବାର…

କଟକ: କଟକ ଦୋଳମୁଣ୍ଡାଇ ଓ ଅରୁଣଦାୟ ନଗର ଅଞ୍ଚଳରେ ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ କାରବାର ଘଟଣାରେ ହସ୍ପିଟାଲ ମାଲିକ ନିଜିତ ମହାପାତ୍ର ଓ ତାଙ୍କ ପତ୍ନୀ ମାମିନା ମହାପାତ୍ରଙ୍କୁ ଗିରଫ କରିଛି ବାଦାମବାଡ଼ି ପୋଲିସ। ଅନ୍ୟତମ ଅଭିଯୁକ୍ତ ରାମଚନ୍ଦ୍ର ଓରଫ ଭିକାରି ପରିଡା ଫେରାର ଅଛି। ଏମାନେଙ୍କ ନିକଟରୁ…

ନିର୍ବାଚନ ଜାଲିଆତି ମାମଲା: ଗିରଫ ହେଲେ…

ଓ୍ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ । ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଚେଷ୍ଟା କରଥିବା ଅଭିଯୋଗରେ ଗିରଫ ହେଲେ ଡୋନାଲ୍ଡ ଟ୍ରମ୍ପ। ତେବେ ୨୦ ମିନିଟ୍ ଜେଲରେ ରହିବା ପରେ ତାଙ୍କୁ ମୁକ୍ତ କରାଯାଇଛି । ୨ ଲକ୍ଷ ଡଲାର ବଣ୍ଡରେ ଟ୍ରମ୍ଫଙ୍କୁ…

ପ୍ରେମିକାକୁ ଖୁସି କରିବାକୁ ପ୍ରେମିକ…

ଭୁବନେଶ୍ୱର: ପ୍ରେମିକାକୁ ଖୁସି କରିବାକୁ ପ୍ରେମିକର ବ୍ରାଉନସୁଗର ବେପାର । ଦୀପକ ବେହେରା ନାମକ ଜଣେ ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ଗିରଫ ବ୍ୟକ୍ତିଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି କମିଶନରେଟ୍‌ ପୁଲିସ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା…

ନକଲି ପ୍ରମାଣପତ୍ର ମାମଲା: ଜେଲ୍ ଗଲେ…

କଳାହାଣ୍ଡି: କଳାହାଣ୍ଡି ଜିଲାରେ ନକଲି ପ୍ରମାଣପତ୍ର ମାମଲାରେ ଅଭିଯୁକ୍ତ ଡାକମାଷ୍ଟର ଓ ସ୍କୁଲ୍ ମାଷ୍ଟରଙ୍କୁ ଗିରଫ କରି ଜେଲକୁ ପଠେଇଛି  ପୁଲିସ  । ଗ୍ରାମୀଣ ଡାକସେବକ ଭାବେ ନିୟୋଜିତ ହୋଇଥିବା ଅନେକ ପ୍ରାର୍ଥୀ ଦାଖଲ କରିଥିବା ପ୍ରମାଣପତ୍ର ନକଲି ବୋଲି ପ୍ରମାଣିତ ହେଲା ପରେ ଗିରଫ ହୋଇଛନ୍ତି  ।…

ଦାଦା ବଟି ମାଗି ଗିରଫ ହେଲେ ବିଜେପି ନେତା

ଜଗତସିଂହପୁର: ୫ଲକ୍ଷ ଟଙ୍କା ଦାଦା ବଟି ମାଗି ବିଜେପି ନେତା ଗିରଫ ହୋଇଛନ୍ତି। ନୂଆପଡା ବାଲିଘାଟରେ ବନ୍ଧୁକ ଲଗାଇ ଆତଙ୍କ ରାଜ୍ କରିଥିଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ପ୍ରକାଶ ଦଳାଇ । ତିର୍ତ୍ତୋଲ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି ଉକ୍ତ ବିଜେପି କର୍ମୀ । ଏଥିସହ ଏହି ଘଟଣାରେ ସମ୍ପୃକ୍ତ …