ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

arrest

ଆକ୍ସନ ମୋଡରେ କୁଲଡିହା ବନବିଭାଗ: ଗିରଫ…

ବାଲେଶ୍ବର: ଆକ୍ସନ ମୋଡରେ କୁଲଡିହା ବନବିଭାଗ। ଶିକାରୀଙ୍କୁ ସାବାଡ଼ କରିବାକୁ କଡା ଆଭିମୁଖ୍ୟ। ତିନି ଦିନରେ ଗିରଫ ହେଲେଣି ୮ ଜଣ ଶିକାରୀ। ତା ସହିତ ବେଆଇନ ବନ୍ଧୁକ ତିଆରି କାରଖାନା ମାଲିକଙ୍କୁ ଗିରଫ କରାଯାଇଛି। ଶିକାରୀ ଓ କାରଖାନା ମାଲିକଙ୍କଠୁ  ୧୨ଟି ବନ୍ଧୁକ ଜବତ ହୋଇଛି । ସେଥିରୁ ୬ଟିରେ ଗୁଳି…

ପୁଅର ତଣ୍ଟିକାଟି ସାବତ ମା’ର…

କଟକ: କଟକର ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ଆଜି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ପାରିବାରିକ କଳହର କରୁଣ ପରିଣତିର ଚିତ୍ର ଦେଖିବାକୁ ମିଳିଛି। ୨ ବର୍ଷର ଛୁଆର ତଣ୍ଟି କାଟି ସାବତ ମା’ ଝୁଲି ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମଧୁପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର…

ହକି ବିଶ୍ୱକପ୍‍ ପୂର୍ବରୁ ଗିରଫ ହେବେ…

ଭୁବନେଶ୍ୱର: ହକି ବିଶ୍ୱକପ୍‍ ପୂର୍ବରୁ ଗିରଫ ହେବେ ପେସାଦାର ଅପରାଧୀ। କାରଣ ରାଜଧାନୀରୁ ବିଭିନ୍ନ ଦେଶର ଖେଳାଳି ଏବଂ ଦର୍ଶକ ଆସିବ। ସେମାନେ ରାଜଧାନୀରେ ରହିବା ସହ ସହର ବୁଲିବେ। ତେଣୁ ସେମାନଙ୍କୁ ଅପରାଧୀ ଟାର୍ଗେଟ୍‍ କରି ଯେପରି ଲୁଟ୍‍ପାଟ ନକରନ୍ତି ସେଥିପ୍ରତି ସଜାଗ ହୋଇଛି କମିଶନରେଟ ପୁଲିସ। କାରଣ…

ପାର୍ବଣ ପୂର୍ବରୁ କମିଶନରେଟ୍ ପୁଲିସର…

ଭୁବନେଶ୍ବର: ଆଗକୁ ଆସୁଛି ପାର୍ବଣ ଋତୁ। ପାର୍ବଣ ପୂର୍ବରୁ କମିଶନରେଟ୍ ପୁଲିସର ଧରପଗଡ।  ୩ କୁଖ୍ୟାତ ଡକାୟତଙ୍କୁ ଗିରଫ କଲା ସହିଦନଗର ଥାନା ପୁଲିସ । ଅଭିଯୁକ୍ତ ହେଲେ ଗଞ୍ଜାମର ରଞ୍ଜନ କୁମାର ନାୟକ, ନୟାଗଡ଼ ଓଡଗାଁର ମୁକେଶ ସାହୁ ଓ ଲିଙ୍ଗରାଜ ଥାନା ଅଞ୍ଚଳର ଅରୁଣଜିତ୍ ନାୟକ । ସେମାନଙ୍କ ଠାରୁ ୨…