Browsing Tag

Ardhendu das

‘ବଡ଼ ଖବର’ ଅଫିସରେ ଇଓଡବ୍ଲ୍ୟୁ, ଠକେଇ…

ଭୁବନେଶ୍ବର : ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ଅଫିସରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)। ଠକେଇ ଓ ଜାଲିଆତି ଅଭିଯୋଗରେ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ନୋଟିସ୍‌ ଜାରି କରିବା ସହ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ…

ଅର୍ଦ୍ଧେନ୍ଦୁଙ୍କ ପାଇଁ ବଢୁଛି ଅଡୁଆ:…

ଭୁବନେଶ୍ୱର: ଟିଭି ଚ୍ୟାନେଲ୍‍ 'ବଡ଼ ଖବର' ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାମରେ ଆସିଲା ଆଉ ଏକ ଠକେଇ ଅଭିଯୋଗ । ଘର ଭଡ଼ା ବାବଦକୁ ୫ ଲକ୍ଷ ଟଙ୍କା ଦେଇ ନଥିବା ଅଭିଯୋଗ ହୋଇଛି । ଘର ମାଲିକ ବିଶ୍ୱଜିତ ସାହୁ ବଡ଼ଗଡ଼ ଥାନାରେ ଦେଇଛନ୍ତି ଏତଲା । ୬ ମାସର ୫ ଲକ୍ଷ ଟଙ୍କା ଭଡ଼ା ଦେଇ ନଥିବା ଅଭିଯୋଗ ହୋଇଛି…

‘ବଡ଼ ଖବର’ ମୁଖ୍ୟ ଅର୍ଦ୍ଧେନ୍ଦୁଙ୍କୁ…

ଭୁବନେଶ୍ୱର : ଠକେଇ ଓ ଜାଲିଆତି ଅଭିଯୋଗରେ ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନୋଟିସ କରିଛି ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)। ତାଙ୍କୁ ଇଓଡ଼ବ୍ଲ୍ୟୁ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସେ ଯଦି ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ କଠୋର…