ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

anugul

ଦୁଇ କାର୍ ମୁହାଁମୁହିଁ ଧକ୍କା, ମାଆଝିଅ…

ଅନୁଗୁଳ: ଅନୁଗୁଳ ଛେଳିଆପଡା ଠାରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି। ଫଳରେ ଘଟଣାସ୍ଥଳରେ କାରରେଥିବା ଉଭୟ ମାଆଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ମାଆଙ୍କ ନାଁ ଦୁର୍ଗାବତୀ ପ୍ରଧାନ ହୋଇଥିବାବେଳେ ଝିଅଙ୍କ ନାଁ ସଂଯୁକ୍ତା ପ୍ରଧାନ ବୋଲି ଜଣାପଡ଼ିଛି।  ତେବେ…

ପ୍ରେମିକା ଘରେ ପ୍ରେମିକର ଆତ୍ମହତ୍ୟା !

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ପ୍ରେମିକା ଘରେ ପ୍ରେମିକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୁଜିତ ବେହେରା ନାମକ ଯୁବକ ପ୍ରେମିକା ଘରକୁ ଯାଇ ପ୍ରେମ ନିବେଦନ କରି ବିଫଳ ହେବା ପରେ ଧାରୁଆ ଅସ୍ତ୍ରରେ ନିଜ ହାତ କାଟିଦେଇଥିଲା । ଗୁରୁତର ଅବସ୍ଥାରେ ପ୍ରେମିକ ସୁଜିତକୁ…

ଦୁଇ ଯମଜ ଶିଶୁଙ୍କୁ କୂଅରେ ପକାଇ ହତ୍ୟା …

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଣ୍ଡାଢ଼ିପ ସାହିରେ ଅଘଟଣ ଘଟିଛି । ଦୁଇ ଯମଜ ଶିଶୁଙ୍କୁ କେହି ଜଣେ କୂଅରେ ପକାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମାଆ କବାଟ ଦେଇ କ୍ଷୀର ପାଇଁ ଯାଇଥିବା ବେଳେ ବାଡ଼ି ପଟ କାବଟରେ ଅଜଣା ଦୁର୍ବୃତ୍ତ ପଶି କୂଅରେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଉଭୟ ଶିଶୁ ୫ ମାସର ହୋଇଥିବା…

ତାଳଚେରରେ କାଉ ଓ ପାରା ମଡ଼କ, ସ୍ୱାଇନ…

ତାଳଚେର: ତାଳଚେର ସହରର ଅନେକ ସ୍ଥାନରେ କାଉ, ପାରା ଓ ଅନ୍ୟାନ୍ୟ ଚଢ଼େଇଙ୍କର ମଡ଼କ ବିଭିନ୍ନ ସ୍ଥାନରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ସେଥି ମଧ୍ୟରୁ ଏହି ମଡ଼କ ଗୁଡ଼ିକୁ କୁକୁର, ବିଲେଇ ନେଇ ମାଂସ ଖାଉ ଯାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥାଏ । ଏପରିକି, ପାରା ଓ କାଉ ଏତେ ଅସୁସ୍ଥତା ଅନୁଭବ କରୁଛନ୍ତି…

କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ…

ଭିଜିଲାନ୍ସ ଜାଲରେ ଗ୍ରାମ ରୋଜଗାର ସେବକ,…

ଅନୁଗୁଳ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ( GRS )। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ ପିଏମ୍ ଆବାସ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡିବସିଛି।ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର…

ସାତକୋଶିଆ ଅଭୟାରଣ୍ୟରେ ୨ଟି ହାତୀର…

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ୨ଟି ହାତୀର ମୃତଦେହ ଠାବ ହୋଇଛି। ଜଗନ୍ନାଥପୁର ଗାଁ ନିକଟରେ ଏହି ଦୁଇ ହାତୀଙ୍କ ମୃତଦେହ ଦେଖିବାକୁ ମିଳିଛି। ବିଦ୍ୟୁତ ଆଘାତରେ ଉକ୍ତ ଦୁଇ ହାତୀଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ । ଖବର ପାଇ ସାତକୋଶିଆ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁଯାୟୀ, ଠାବ…

ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର ପାଇଁ  …

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି ।ପ୍ରକାଶଯୋଗ୍ୟ ଯେ ବନ୍ତଳା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ   ଏକ ନୂତନ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ ପାଇଁ ଗତ…

ବିଲରେ କାମ କରୁଥିବା ବେଳେ ଦଳିଦେଲା ହାତୀ

ପାଲଲହଡା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ବନଖଣ୍ଡ ଅନ୍ତର୍ଗତ ବାରକୋଟିଆ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ରବିବାର ଘନ ମୁଣ୍ଡା ନାମକ ଜଣେ ଚାଷୀ ବିଲକୁ କାମ କରିବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ଦଳି ଦେବାରୁ…

କୁକୁର ପାଇଁ ଘଟିଲା ଦୁର୍ଘଟଣା: ନଥିଲା…

ଖଣ୍ଡପଡ଼ା: ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ହେଲମେଣ୍ଟ ପିନ୍ଧି ବାଇକ ଚଳାଇବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଏହାକୁ ଲୋକେ ଭୃକ୍ଷେପ କରୁନାହାନ୍ତି । ଫଳରେ ଦୃର୍ଘଟଣାରେ ଅନେକ ଜୀବନ ଯାଉଛି । ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ପୂର୍ତ୍ତ ଡାକବଙ୍ଗଳା ନିକଟ ସାମନ୍ତ ଚନ୍ଦ୍ରଶେଖର ବିଦ୍ୟାଳୟ…